Browsing Category

ରାଜ୍ୟ

Video; ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ତଳିଆ ଅଞ୍ଚଳକୁ ସତର୍କ କରାଇଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ ।…

Video; ବିକ୍ରି ହେଲାଣି ପୁରୀ ବେଳାଭୂମି; ଆଗକୁ ବିକ୍ରିହେବ କି ସମୁଦ୍ର ଓ ଭୂତଳ!

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ର ବେଳାଭୂମିକୁ ବି ଛାଡିଲେନି ଜମି ମାଫିଆ।‌ ସମସ୍ତ ନିୟମକାନୁନକୁ ଉଲ୍ଲଂଘନ କରି ବେଳାଭୂମିକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ କରିଛନ୍ତି ଯୋଜନା। ବେଳାଭୂମିକୁ ପ୍ଲଟିଂ କରି…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି: ପୁଣି ୪ ଦିନ ଲଗାତାର ଭାବରେ ବୃଷ୍ଟିପାତ କରିବ

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ରାଜ୍ୟରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଏହାର ପ୍ରଭାବ ବହୁତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…

(Video) ସବୁ ସ୍ୱାମୀମାନେ ରାକ୍ଷସ ନୁହନ୍ତି, ହେଲେ ଧୀରେଧୀରେ ସବୁ ସ୍ୱାମୀ ରାକ୍ଷସ ପାଲଟି ଗଲେଣି….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁବ ସାମ୍ବାଦିକା ମଧୁ ପରିଡ଼ାଙ୍କ ମୃତ୍ୟୁକୁ ନେଇ ବିବାଦ ଥମୁନି । ରାଜ୍ୟର ଏକ ପ୍ରତିଷ୍ଠିତ ୱେବ ଚ୍ୟାନେଲରେ କାର୍ଯ୍ୟରତ ମଧୁଙ୍କ ସହ ଏପରି ହେବ ବୋଲି ତାଙ୍କର ବନ୍ଧୁ, ପରିବାରବର୍ଗ କେହି…

ଆଗାମୀ ୫ ଦିନ ଲଗାଣ ବର୍ଷା, ୭ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ…

ଅରବିନ୍ଦଙ୍କ ବଡ଼ ନିର୍ଦ୍ଦେଶ :ଓଡ଼ିଆ ଭାଷାରେ ହେବ କୃଷି ବିଭାଗର ସରକାରୀ କାର୍ଯ୍ୟ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ…

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସେନାବାହିନୀରେ ଭର୍ତ୍ତି ହୋଇ ନଥିବା…

ଆଳୁ ପାଇଁ ମମତାଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗ: କଡ଼ା ସମାଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଳୁ ଅଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ…

ବ୍ରହ୍ମଗିରିରେ ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୩୫ଜଣ ଯାତ୍ରୀ

ବ୍ରହ୍ମଗିରି: ପୁରୀ- ସାତପଡା ମୁଖ୍ୟ ରାସ୍ତାର ହଳଦିଆ ଛକ ନିକଟରେ ଘଟିଛି ପର୍ଯ୍ୟଟଙ୍କ ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲେ ୩୫ ଜଣ ଯାତ୍ରୀ । ଏହି ବସରେ ଆସିଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ବୋଲି ଜଣାପଡିଛି ।

ରାଜ୍ୟରେ ବଢୁଛି ଶିଳ୍ପାନୁଷ୍ଠାନ ସଂସ୍ଥା: ନିଯୁକ୍ତି ପାଇବେ ୫ ଲକ୍ଷରୁ ଅଧିକ ଶିଳ୍ପ ମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥା ଗୁଡିକ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ଲାଗିଛି । ଆଗାମୀ ଦିନ ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି କରିବ ଶିଳ୍ପାନୁଷ୍ଠାନ । ଏନେଇ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ…