Browsing Category
ରାଜ୍ୟ
ଖାଲିପଡ଼ିଥିବା ୧୭ ହଜାରରୁ ଅଧିକ ଶିକ୍ଷକ ପଦ ପୂରଣ ପାଇଁ ନିଷ୍ପତ୍ତି ନେବେ ସରକାର : ଗଣଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ଆଜି ପଞ୍ଚମ ଦିବସରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି । ପ୍ରଶ୍ନକାଳରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ…
jio vs airtel: ଅନଲିମିଟେଡ କଲିଂ ସହ ମିଳିବ ଦୈନିକ ଡାଟା, ଜାଣନ୍ତୁ ୧୯୯ ଟଙ୍କାରେ କାହାର ପ୍ଲାନ ବେଷ୍ଟ
ଓଡିଶା ଭାସ୍କର: ଭାରତର ବଡ ବଡ ପ୍ରାଇଭେଟ ଟେଲିକମ କମ୍ପାନୀ ଗୋଟିଏ ପରେ ଗୋଟିଏ ବିଜନେଓ ପ୍ଲାନ ଖେଳିବାରେ ଲାଗିଛନ୍ତି । ସେମାନେ ନିଜର ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ବୃଦ୍ଧି କରିଛନ୍ତି । ଯାହା ସାଧାରଣ ଲୋକଙ୍କ…
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢିବା ହେଲା ମହଙ୍ଗା, ବୃଦ୍ଧି ହେଲା ଏହିସବୁ କୋର୍ସ ଫି
ଓଡିଶା ଭାସ୍କର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ କୋର୍ସ ଫି ରେ ବୃଦ୍ଧି କରିଛି । ଏବେ ଛାତ୍ରଛାତ୍ରୀଙ୍କୁ ଏଠି ପଢିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଶୁଳ୍କ…
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବା କହୁଛି ପଶ୍ଚିମବଙ୍ଗ ପୋଲିସ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍ । ସୋନାକଣିଆ ନିକଟରେ ଆଳୁ ବୋଝେଇ ଅଟକାଇଛି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ…
Video; ଅନୁଗୁଳରୁ ଆସିଲା ହୃଦୟବିଦାରକ ଖବର, ଚାଷୀଙ୍କ ବଳଦ ନେଇଗଲେ ଦୁର୍ବୃତ୍ତ, ଗୁହାଳକୁ ଚାହିଁ କାନ୍ଦୁଛନ୍ତି ମା’-ପୁଅ
ଅନୁଗୁଳ: (ଓଡ଼ିଶା ଭାସ୍କର) ଆଖିରୁ ବହି ଯାଉଛି ଧାର ଧାର ଲୁହ। ବିକଳ ହେଇ ଭଙ୍ଗ ଚାଳିଆକୁ ଚାହିଁ କାନ୍ଦୁଛନ୍ତି ମାଆ-ପୁଅ। ଦୁଇ ଦିନ ହେଲା ଘରେ ଚୁଲି ବି ଜଳିନି। ତଥାପି କାହାକୁ ଭୋକ ଶୋଷ ହେଉନି। ଆପଣ ହୁଏତ ଏ ଦୃଶ୍ୟକୁ…
ଏଥିପାଇଁ ତ ମଣିଷଠୁ ମଣିଷକୁ ଡେଉଁଛି ଡେଙ୍ଗୁ, ଏହିସବୁ ଜିନିଷ ଦାୟୀ, ପଢନ୍ତୁ ଏ ରିପୋର୍ଟ
ଓଡିଶା ଭାସ୍କର: ଜଣେ ବ୍ୟକ୍ତିକୁ ଡେଙ୍ଗୁ ଏଡିଜ ଏଜିପ୍ଟି ମଶା କାମୁଡିଲେ ହୋଇଥାଏ । ଏହି ମଶା ସେହିସମୟରେ ସଂକ୍ରମିତ ହୋଇଥାଏ, ଯେତେବେଳେ ସଂକ୍ରମିତ ବ୍ୟକ୍ତିର ରକ୍ତ ଶୋଷିଥାଏ । ଏହାବାଦ ସେହି ମଶା ଗୋଟିଏ ସପ୍ତାହ ପରେ…
ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ କରି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ । କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା । କଟକ ଅଭିମୁଖେ ଯାଉଥିବା ବେଳେ…
ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣଇ ବନ୍ଦ ରହିବ । ବର୍ତ୍ତମାନ ସମୟରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଛି । ସେଥିପାଇଁ ଆସନ୍ତା ସୋମବାର ଦିନ…
ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୀତି ଆୟୋଗ ବୈଠକରେ ହେବେ ସାମିଲ
ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଅନେକ କେନ୍ଦ୍ର ନେତ୍ୟୃମଣ୍ଡଳ ମଧ୍ୟ ସାମିଲ ରହିବେ ।
ରାଜ୍ୟରେ କାଲିଠାରୁ ପ୍ରବଳ ବାର୍ଷା: ୨୨ ଜିଲ୍ଲାକୁ ସତର୍କ ଜାରି
ଭୁବନେଶ୍ୱର: ଜ୍ୟରେ ଆଗାମୀ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଆଗାମୀ ୨୪ ଘଂଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ…