
Browsing Category
ରାଜ୍ୟ
BREAKING…ରାଉରକେଲା RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ, ଭାରାପ୍ରାପ୍ତ ଅଧୀକ୍ଷକଙ୍କ ସୂଚନା
ରାଉରକେଲା: (ଓଡ଼ିଶା ଭାସ୍କର) RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଲେ ଭାରାପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ । "ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ…
ଜୁନ ୧୨ରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ! ପାଣିପାଗ ବିଭାଗର ରିପୋର୍ଟ ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗତକାଲି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଆଜି ୪୭ ଡିଗ୍ରୀରେ ପହଞ୍ଚିଛି ।…
ଭଦ୍ରକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଜାରି ହେଲା ୧୪୪ ଧାରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ସରିଥିବା ବେଳେ ଆସନ୍ତା ମାସ ୧ ତାରିଖରେ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ ୪ରେ ଫଳାଫଳ ଘୋଷଣା କରାଯିବ । ଇଭିଏମ୍ ମେଶିନର…
VLWଙ୍କୁ ସର୍ବନିମ୍ନ ପେନସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ରଦ୍ଦ ହେଲା ରାଜ୍ୟ ସରକାରଙ୍କ ଆଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ସମ୍ପାଦକରୁ ଗ୍ରାମ ସେବକ (ଭିଏଲଡବ୍ଲ୍ୟୁ)କୁ ପଦୋନ୍ନତି ପାଇଥିବା ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ପ୍ରଦାନ କରିବାକୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ…
କାଲିଠୁ ଆଜି ଅଧିକ କଲବଲ କରୁଛି ତାତି; ଦିନ ସାଢ଼େ ୨ରେ ଟପିଲା ୪୬ ଡିଗ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଠାରୁ ଆଜି ଅଧିକ କଲବଲ କରୁଛି ତାତି । ଦିନ ସାଢ଼େ ୨ରେ ତାତି ୪୬ ଟପିଲା । ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା…
ପୁରୀ ବିସ୍ଫୋରଣ ଘଟଣା: ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୀ: ନରେନ୍ଦ୍ର ପୋଖରୀରେ ଭଉଁରୀ ଯାତ୍ରା ବେଳେ ଗତକାଲି ଏକ ବଡ଼ ଅଘଟଣ ଘଟିଥିଲା । ଚାପ ଖେଳିବା ସମୟରେ ବାଣ ଫୁଟିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ତେବେ ଏହି…
(Video)ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏଏନଆଇକୁ ସାକ୍ଷାତକାର ଦେଇ ଏପରି ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି ଏଏନଆଇକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରାଜ୍ୟର ଜନତାଙ୍କ ମନ ମଧ୍ୟରେ ସୃଷ୍ଟି ହୋଇଥିବା ବହୁ ଦ୍ୱନ୍ଦ୍ୱର ସମାଧାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ…
Breaking: ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍
ଯାଯପୁର: ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା…
ଆଜି ସରିବ ପ୍ରଚାରପର୍ବ: ‘Climax Date’ରେ ଓଡ଼ିଶାରେ ହେବ ତ୍ରିମୁଖୀ ମହାଲଢେଇ
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନର ସମୟ ଆସିଯାଇଛି । ଆଉ ୨ଟା ଦିନ ପରେ ଅନ୍ତିମ ପର୍ଯ୍ୟାୟରେ ଭୋଟ ଦେବେ ଜନତା ଜନାର୍ଦ୍ଦନ । ଏହାପରେ ୪ ତାରିଖ ହେବ ଭୋଟଗଣତି । ତେବେ ଏହାପୂର୍ବରୁ ଆଜି ନିର୍ବାଚନ…
ଜଳୁଛି ରାଜଧାନୀ! ସକାଳ ସାଢେ ୫ଟା ସୁଦ୍ଧା ୩୦ ଡିଗ୍ରୀ ପାର କଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ୱର: ଖରାରୁ କିଛି ଦିନ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ବଢିଛି । ଏ ନେଇ ଆଜି ସକାଳୁ ସକାଳୁ ରାଜଧାନୀରେ ତାତି ଅନୁଭୁତ ହୋଇଛି । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରହିଛି ।…