Browsing Category
ରାଜ୍ୟ
ସୁଟକେସ ଭିତରୁ ବାହାରୁଛି ପ୍ରବଳ ଦୁର୍ଗନ୍ଧ, ପୁଲିସ ଦେଖି ଆଶ୍ଚର୍ଯ୍ୟ
ତେଲେଙ୍ଗାନା: ଲୋକଙ୍କୁ ମାରି ସୁଟକେସରେ ଭର୍ତ୍ତି କରି ଫୋପାଡ଼ି ଦେବାର ଦୃଶ୍ୟ ଏବେ ପ୍ରାୟତଃ ଆମେ ଶୁଣୁଛେ କିମ୍ବା ଦେଖୁଛେ। ସେହିଭଳି ଏକ ଘଟଣା ତେଲେଙ୍ଗାନାର ବାଚୁପଲ୍ଲୀରେ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ…
ମାଲକାନଗିରିରେ ଜୁଆ ଖେଳୁଥିଲା ଛେଳି! ବାନ୍ଧିଲା ପୋଲିସ
ମାଲକାନଗିରି: ମାଲକାନଗିରି ଗୌଡ଼ଗୁଡ଼ାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜୁଆ ଆଡ଼ାରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରିଥିବାବେଳେ ଛେଳିକୁ ଅଟକ ରଖାଯାଇଛି ।
ସ୍ଥାନୀୟ ଅଞ୍ଚଳରେ ଆଦିବାସୀ ଯାତ୍ରା ହେଉଥିବାବେଳେ ଜୁଆ…
ବୀମା ଓ କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ, ରାସ୍ତା ଅବରୋଧ
ସମ୍ବଲପୁର: ବୀମା ଓ କ୍ଷତି ପୂରଣ ଦାବିରେ ଚାଷୀ ମାନଙ୍କର ବନ୍ଦ ଡାକରା। ଏହି ଘଟଣା ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲାର ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ।
ଦିନକୁ ଦିନ ଚାଷୀଙ୍କ ସମସ୍ୟା…
ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା
ଅନୁଗୁଳ: ପୂର୍ବ ଶତ୍ରୁତାକୁ ଆଧାର କରି ଲୋକେ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ପିଟି ପିଟି ଜୀବନ ମଧ୍ୟ ନେଇଯାଉଛନ୍ତି। ସେହିଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ପାଲଲହଡା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ।
ହଜି ଗଲାଣି…
ବଡ଼ ଦୁର୍ଘଟଣା: ଅଷ୍ଟମ ଶ୍ରେଣୀ ଛାତ୍ର ଉପରକୁ ମାଡ଼ିଗଲା ଟ୍ରକ୍, ଚାଲିଗଲା ପ୍ରାଣ
ଖଲ୍ଲିକୋଟ: ଏକ ବଡ଼ ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଏକ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଟ୍ରକ୍ ଚାପିଦେଇଛି। ଏହି ଘଟଣାଟି କୋଦଳା ଥନା ଅନ୍ତର୍ଗତ ମଠ ବ୍ରହ୍ମପୁର ଛକରେ ଘଟିଛି। ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଛି…
ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍ ପାଇଁ ଇ-ଆଧାର ବାଧ୍ୟତାମୂଳକ
ନୂଆଦିଲ୍ଲୀ: କିଛି ସମୟ ଧରି IRCTC ରେ ବହୁ ସଂଖ୍ୟକ ଅଭିଯୋଗ ପାଉଥିଲା। ଯାତ୍ରୀମାନେ ଅଭିଯୋଗ କରୁଥିଲେ ଯେ, ସେମାନେ ମୋବାଇଲ୍ ଆପ୍ କିମ୍ବା ୱେବସାଇଟରୁ ତତ୍କାଳ ଟିକେଟ୍ ବୁକ୍ କରିପାରୁନାହାଁନ୍ତି।
ତେବେ ତତ୍କାଳ…
କାଲି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭୁବନେଶ୍ୱରର ଲୋକସେବା ଭବନରେ ପୂର୍ବାହ୍ନ 10ଟାରୁ ଏହି ବୈଠକ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…
କୋଭିଡ୍ ବଢ଼ୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଦେହ ଖରାପ ହେଲେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ
ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ 18ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।
ଏହାରି ଭିତରେ କୋଭିଡକୁ ନେଇ ଆଜି ମୁହଁ…
ମୋହନ ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର
ଭୁବନେଶ୍ବର: ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ଏନେଇ ସୂଚନା ଦେଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଏହା ହେବ । 314 ବ୍ଲକରେ…
ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ…