Browsing Category
ରାଜ୍ୟ
ଆରମ୍ଭ ହେଲା ରଥଟଣା, ପତ୍ନୀଙ୍କ ସହ ପୁରୀ ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପୁରୀ: ସରିଲା ଛେରା ପହଁରା। ଆରମ୍ଭ ହେଲା ରଥଟଣା। ବଡ଼ଦାଣ୍ଡରୁ ଗଡ଼ିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଉ ରଥଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ…
(ଭିଡ଼ିଓ) ବଡ ଅଘଟଣ! କିଛି ସମୟ ପାଇଁ ବନ୍ଦ ରହିଲା ରଥଯାତ୍ରା
ଗୁଜୁରାଟ: ଏ କି ଦୃଶ୍ୟ! ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଘଟିଗଲା ବଡ ଅଘଟଣ। ମହାପ୍ରଭୁଙ୍କ ଶୋଭାଯାତ୍ରାରେ ସାମିଲ ଥିବା ଏକ ହାତୀ ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଯାହାଫଳରେ ରଥଯାତ୍ରାକୁ କିଛି ସମୟ ପାଇଁ…
B.Ed, B.H.Ed ଓ M.Ed ନାମଲେଖା ପ୍ରକ୍ରିୟା ସ୍ଥଗିତ
ଭୁବନେଶ୍ବର: ଶିଷା ବର୍ଷରେ ବିଏଡ୍, ବିଏଚଏଡ୍ ଓ ଏମ.ଏଡ୍ ବିଷୟରେ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା…
ଏହି ତାରିଖରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ସୋମବାର ୩୦ ତାରିଖ ଦିନ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଦିନ ୧୦.୩୦ ସମୟରୁ ୟୁନିଟ୍-୨, ଅଶୋକ ନଗର,…
ୟେ କି ଚମତ୍କାର ! ବର୍ଷାର ପୂର୍ବାନୁମାନ କରେ ଏହି ଜଗନ୍ନାଥ ମନ୍ଦିର
କାନପୁର: ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏପରି ଏକ ରହସ୍ୟମୟ ମନ୍ଦିର ଉତ୍ତରପ୍ରଦେଶର କାନପୁରରେ ଅବସ୍ଥିତ ବେହେଟା ଗ୍ରାମରେ ଅଛି। ଭଗବାନ ଜଗନ୍ନାଥଙ୍କ ଏହି ମନ୍ଦିର ଚମତ୍କାରିତା ପ୍ରକୃତି…
ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ, ରଥରେ ତିନି ଠାକୁରଙ୍କୁ ଦେଖିବା ପାଇଁ ବ୍ୟାକୁଳ ଭକ୍ତ
ପୁରୀ: ଆଜି ପବିତ୍ର ରଥଯାତ୍ରା। ବର୍ତ୍ତମାନ ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କଙ୍କ ପହଣ୍ଡି। ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ। ମାଆଙ୍କୁ ଦେଖିବା ପରେ ଲାଗୁଛି, ସେ ମାଉସୀ ମାଆଙ୍କ ପାଖକୁ ଯିବା ଲାଗି ବହୁତ ଖୁସି…
ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା, ଜାଣନ୍ତୁ କାହିଁକି ଯାତ୍ରା ଆରମ୍ଭରୁ ସୁବର୍ଣ୍ଣ ଝାଡ଼ୁରେ କରାଯାଏ ଛେରାପହଁରା
ପୁରୀ: ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା । ଏହି ପବିତ୍ର ଯାତ୍ରା ସମୟରେ, ପ୍ରଭୁ ଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କ ସହିତ ତାଙ୍କ ମାଉସୀ ଗୁଣ୍ଡିଚାଙ୍କ ମନ୍ଦିରକୁ ପ୍ରସ୍ଥାନ କରନ୍ତି।…
ଅପେକ୍ଷାର ଅନ୍ତ ଘଟିଲା, କାଳିଆ ସାଆନ୍ତଙ୍କର ଆରମ୍ଭ ହେଲା ପହଣ୍ଡି, ଖୁସିରେ କାନ୍ଦିଲେ ଭକ୍ତ
ପୁରୀ: ଆଜି ପବିତ୍ର ରଥଯାତ୍ରା। ବର୍ତ୍ତମାନ ଆରମ୍ଭ ହେଲା କାଳିଆ ଠାକୁରଙ୍କ ପହଣ୍ଡି। ପହଣ୍ଡିରେ ଆସୁଛନ୍ତି ମହାପ୍ରଭୁ। ପ୍ରଭୁଙ୍କୁ ଦେଖିବା ପରେ ଲାଗୁଛି, ସେ ମାଉସୀ ମାଆଙ୍କ ପାଖକୁ ଯିବା ଲାଗି ବହୁତ ଖୁସି ଅଛନ୍ତି।…
ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର, ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ
ପୁରୀ: ଆଜି ପବିତ୍ର ରଥଯାତ୍ରା। ବର୍ତ୍ତମାନ ଆରମ୍ଭ ହେଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର। ପ୍ରଭୁଙ୍କୁ ଦେଖିବା ପରେ ଲାଗୁଛି, ସେ ମାଉସୀ ମାଆଙ୍କ ପାଖକୁ ଯିବା ଲାଗି ବହୁତ ଖୁସି…
ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ
ପୁରୀ: ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ । ଦର୍ପଦଳନ ରଥରେ ବିରାଜମାନ କରିବେ । ଘଣ୍ଟଘଣ୍ଟାରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ ।
ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ହେଇଛି ।…