fbpx
Browsing Category

ସାଧାରଣ ନିର୍ବାଚନ 2024

ବିଜେପିର ହାଇଭୋଲଟେଜ୍ ପ୍ରଚାର ଯୋଗୁଁ ଚାପରେ ଅଛି କି ବିଜେଡି?

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ଘନ ଘନ…

CEO, ଓଡ଼ିଶା ଜାରି କଲେ ନିର୍ଦ୍ଦେଶନାମା: ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ମିଳିବ ମହଙ୍ଗା ଭତ୍ତା ଓ ଗସ୍ତ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ ।…

ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଭୋଟର ସବୁଠାରୁ ଭିନ୍ନ: ପ୍ରତି ଥର ନୂଆ ପ୍ରାର୍ଥୀଙ୍କୁ ଚୟନ କରୁଛନ୍ତି ଜନତା, ୧୫ ବର୍ଷର ଇତିହାସ ବଢ଼ାଉଛି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି ।…

ରେକର୍ଡ କଲା ଜାମ୍ମୁ-କାଶ୍ମୀର ମତଦାନ, ୩୫ ବର୍ଷ ଭିତରେ ସର୍ବାଧିକ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ରେକର୍ଡ ଭାଙ୍ଗିବା ସହ ଗତ ୩୫ ବର୍ଷର ଭୋଟ୍ ରେକର୍ଡ ଭାଙ୍ଗିଛି । ଏଠାରେ ପ୍ରାୟ ୫୧.୩୫ ପ୍ରତିଶତ ମତଦାନ…

ମତଦାନର ଗୋଟି ଗୋଟି ହିସାବ ଦେଲେ ନିର୍ବାଚନ ଆୟୋଗ! କହିଲେ ଡାଟାରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦିନ ଦେଶର ୫୭ ସିଟରେ ଭୋଟିଂ ସରିଛି । ଏହାରି ମଧ୍ୟରେ ନିର୍ବାଚନ ଅୟୋଗ ଗତ ପାଞ୍ଚଟି ଫେଜରେ ହୋଇଥିବା ନିର୍ବାଚନର ଫାଇନାଲ ଡାଟା ଜାରି କରିଛି । ଏଥିରେ…

(Video) ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀଙ୍କୁ ପଥରମାଡ, ବଞ୍ଚିବା ପାଇଁ ଜୋରରେ ଦୌଡିଲେ

କୋଲକାତା: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟର ମତଦାନ ସମୟରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ଟିମ ଉପରେ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।…

‘PM ମୋଦୀଙ୍କ ପାଖେ ଅଛି ଦୈବିକ ଶକ୍ତି, ଲୋକେ ତାଙ୍କୁ କୁହନ୍ତି ଭଗବାନ’: କଙ୍ଗନା ରାଣାୱତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟିଂ ଚାଲୁରହିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ଏବଂ ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ଇଣ୍ଟରଭ୍ୟୁ ଦେଇଛନ୍ତି । ଯେତେବେଳେ ତାଙ୍କୁ…

ଭୋଟିଙ୍ଗ ସମୟରେ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଗଲା ବଡ଼ ଭୁଲ, ୨୦ ମିନିଟ ପରେ ଅନୁତାପ କଲେ ଜୟଶଙ୍କର!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସାତୋଟି ସିଟରେ ଭୋଟିଂ ଜାରି ରହିଛି । ଦିଲ୍ଲୀରେ ବଡ଼ ବଡ ଭିଭିଆଇପି ଲୋକେ ମତଦାନ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କଂଗ୍ରେସ ନେତା ରାହୁଲ…

(Video) ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ମୃତକ ଢେଙ୍କାନାଳ ହିନ୍ଦୋଳ ବିଧାନସଭା କ୍ଷେତ୍ର ନୁଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ କାର୍ଯ୍ୟରତ ଥିଲେ । ସକାଳ ୯.୩୦…

ଭୋଟ୍ ଦେବା ପରେ ମା’ ସୋନିଆ ଗାନ୍ଧୀଙ୍କ ସହ ସେଲଫି ସେୟାର କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଭୋଟ୍ ଦେବା ପରେ ତାଙ୍କ ମା' ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଏକ ସେଲ୍ଫି ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୁଁ ଓ ମୋ ମା' ଭୋଟ୍…