fbpx
Browsing Category

ରାଜନୀତି

ରାଜନୀତି ପାଇଁ ପ୍ରିୟଙ୍କାଙ୍କ ନିକଟରେ ପ୍ରସଙ୍ଗ ନାହିଁ: ଜାଣନ୍ତୁ କାହିଁକି ଏମିତି କହିଲେ ଅଦିତି ସିଂ

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ବିଧାୟିକା ଅଦିତି ସିଂ ଶନିବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କାଙ୍କ ନିକଟରେ ବର୍ତ୍ତମାନ ରାଜନୀତି କରିବା ପାଇଁ ପ୍ରସଙ୍ଗ ନାହିଁ…

ଏକା ସାଥୀରେ ଇସ୍ଥଫା ଦେଲେ ସମସ୍ତ ମନ୍ତ୍ରୀ: ରାଜସ୍ଥାନ କଂଗ୍ରେସରେ ବଢୁଛି ଗେହଲଟଙ୍କ ଅଡୁଆ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର କନ୍ଦଳ ଥମିବାର ନାମ ନେଉନାହିଁ । ଶୁକ୍ରବାର ୩ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଶନିବାର ଦିନ ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।…

ମାହାଙ୍ଗା ଡବଲ ମର୍ଡର ମାମଲା: ରିପୋର୍ଟ ମାଗିଲେ କୋର୍ଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ମନ୍ତ୍ରୀଙ୍କ ଅଡୁଆ । ଏହି ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା ବେଳେ ଶନିବାର ଏହି ମାମଲାକୁ ନେଇ ରିପୋର୍ଟ…

ରାଜସ୍ଥାନରେ କ୍ୟାବିନେଟ ବିସ୍ତାର କାଉଣ୍ଟଡାଉନ୍ ଆରମ୍ଭ: ପାଇଲଟଙ୍କ ଗୋଷ୍ଠୀରୁ ୫ ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ

ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଅର୍ଥାତ ୨୧ କିମ୍ବା ୨୨ରେ କ୍ୟାବିନେଟ ପୁନର୍ଗଠିତ ହୋଇପାରେ । ଏହି ଅବସରରେ…

TMCକୁ ଯାଇପାରନ୍ତି ବରୁଣ ଗାନ୍ଧି, ଖୁବଶୀଘ୍ର ଦିଦିଙ୍କ ସହିତ ସାକ୍ଷାତ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତା ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ନିଜର କାୟା ବିସ୍ତାର କରିଚାଲିଛନ୍ତି । ଇତିମଧ୍ୟରେ ସେ ତ୍ରିପୁରା, ୟୁପି ଓ ଗୋଆ ଗସ୍ତ କରି ସଂପୃକ୍ତ ରାଜ୍ୟର କିଛି…

‘ଜମ୍ମୁ କଶ୍ମୀରବାସୀ ଯାହା ଚାହିଁବେ ମୁଁ ତାହା କରିବି’- ଏପରି ମନ୍ତବ୍ୟ ପରେ ଆଜାଦଙ୍କୁ ଆଜାଦ କରିଦେଲା କଂଗ୍ରେସ

ନୂଆଦିଲ୍ଲୀ: ଜମ୍ମୀ କଶ୍ମୀର କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଦଳର କିଛି ନେତା ପ୍ରଦେଶ ନେତୃତ୍ୱକୁ ବିରୋଧ କରି ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଅନ୍ୟପଟେ ବରିଷ୍ଠ ନେତା ଗୁଲାମ ନବୀ…

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି ଡ. ଏ ଚେଲ୍ଲାକୁମାର, ମାହାଙ୍ଗା ଗସ୍ତରେ ଯିବେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍):  ଆଜିଠୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେବାଦଳର ସଦ୍‌ଭାବନା ରାଲି ନେଇ ପ୍ରସ୍ତୁତି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।…

ଏବେ ରାଜନୀତି ଆଖଡାରେ ଦମ୍ ଦେଖାଇବେ ଖଲି ? କେଜ୍ରିୱାଲଙ୍କ ସହ ସାକ୍ଷାତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ରାଜନୀତି ମଇଦାନରେ ଏବେ ଦମ୍ ଦେଖାଇବେ ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ)ର ଷ୍ଟାର ଦ ଗ୍ରେଟ୍ ଖଲି ନାମରେ ପ୍ରସିଦ୍ଧ ଦଲୀପ ସିଂହ ରାଣା । ଖଲିଙ୍କ ରାଜନୀତିରେ ପାଦ ଦେବା ନେଇ ଏଥିପାଇଁ…

ଅଖିଳେଶ ଏବଂ ମାୟାବତୀଙ୍କୁ ବଡ ଝଟକା, ଏସପି-ବିଏସପିର ୧୦ ବିଧାନ ପରିଷଦ ବିଜେପିରେ ସାମିଲ୍

ଲଖନଉ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ବସପା ପ୍ରମୁଖ ମାୟାବତୀଙ୍କୁ ବିଜେପି ବଡ ଝଟକା ଦେଇଛି । ଗୁରୁବାର ସପା ଏବଂ ବସପାର ୧୦ ବିଧାନ ପରିଷଦ ବିଜେପିରେ ଯୋଗ…

ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରିବେ ମମତା ବାନାର୍ଜୀ ! ମୋଦୀଙ୍କୁ ଭେଟିବେ, ଏହି ଦାବି ଉଠାଇବେ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି। ସୂତ୍ର ମୁତାବକ ସାକ୍ଷାତ…