fbpx
Browsing Category

ରାଜନୀତି

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା; ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ କରିବେ ଏତିକି ଖର୍ଚ୍ଚ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପାଇଁ ବଢ଼ିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଏଣିକି ଜିଲ୍ଲାପରିଷଦ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୫ ଲକ୍ଷ । ସରପଞ୍ଚ ପ୍ରାର୍ଥୀ କରିପାରିବେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ…

ଜେଏନୟୁରେ ପୁଣି ତେଜିଲା ହିଂସା; ୧୨ ଛାତ୍ରଛାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଜୱାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ପୁଣି ଘଟିଯାଇଛି ଭୟଙ୍କର ହିଂସା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟଙ୍କର ମାଡପିଟ ହେବା ସହିତ ୧୨ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ବାମପନ୍ଥୀ ଛାତ୍ର ସଙ୍ଗଠନ ଅଲ…

୧୫ଟି ରାଜ୍ୟର ଉପନିର୍ବାଚନ ଫଳାଫଳ କି ସନ୍ଦେଶ ଦେଉଛି: ୨୦୨୨ର ୫ଟି ବିଧାନସଭା ନିର୍ବାଚନରେ ଘାଟାରେ ପଡ଼ିପାରେ ଭାଜପା, ପୁଣି ଚେଇଁ ଉଠିଲା…

ନୂଆଦିଲ୍ଲୀ: ନିକଟରେ ୩ଟି ଲୋକସଭା, ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି ବିଧାନସଭା ଆସନର ଉପନିର୍ବାଚନ ଫଳ ଆସିଛି । ଏହି ରେଜଲ୍ଟ ବିଶେଷ ଭାବେ କଂଗ୍ରେସ ଓ ବିଜେପି ପରି ଜାତୀୟ ଦଳର ହୃତସ୍ପନ୍ଦନକୁ ବଢ଼ାଇ ଦେଇଛି…

ଜିନ୍ନାଙ୍କୁ ସ୍ୱାଧିନତା ସଂଗ୍ରାମୀ କହିଲେ ଜେଡିୟୁ ବିଧାୟକ; ଏମିତି ପ୍ରତିକ୍ରିୟା ରଖିଲା ବିଜେପି

ନୂଆଦିଲ୍ଳୀ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହି ଅଡୁଆରେ ବିଧାୟକ । ଜିନ୍ନାଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଅଭିହିତ କରିବା ଫଳରେ ବିଜେପିର ରୋଷର ଶିକାର…

କଙ୍ଗନାଙ୍କ ଉପରେ ବର୍ଷିଲେ ତେଜ ପ୍ରତାପ, ବଳିଦାନ ଦେଇନଥିଲେ କୌଣସି ଇଂରେଜଙ୍କ ଘରେ…

ମୁମ୍ବାଇ : ୧୯୪୭ ମସିହାରେ ଭାରତକୁ ଭିକରେ ସ୍ଵାଧୀନତା ମିଳିଥିଲା। ଏପରି ବୟାନ ଦେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଅଡୁଆରେ। ଚାରି ଆଡୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ସାଧାରଣ ଲୋକେ ସାମାଜିକ…

ଦରଦାମ୍ ଯେତେ ବଢ଼ିଲେ ବି ଦଳ ହାରିବନି: ୟୁପି, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ପୁଣି ଫୁଟିବ ପଦ୍ମ (ଦେଖନ୍ତୁ ବିସ୍ତୃତ ସର୍ଭେ…

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ମୂଲ୍ୟ ବଢ଼ିବାରେ ଲାଗିଥିଲେ ହେଁ ଏହାର ଫରକ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଉପରେ ପଡ଼ିବ ନାହିଁ । ଆଗକୁ ଆସୁଥିବା ୟୁପି, ପଞ୍ଜାବ,…

ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣି ଥରେ ମନ୍ତ୍ରୀଙ୍କ ଗାଡି ଉପରକୁ ହୋଇଛି ଅଣ୍ଡାମାଡ । ଆସନ୍ତା କାଲି ବରଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି…

କଂଗ୍ରେସକୁ ବିଜେଡିର ଅଟ୍ଟହାସ୍ୟ, ହରତାଳକୁ ନେଇ ଏପରି କହିଲେ ସସ୍ମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ…

୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା, ଧର୍ମଘଟ ସଫଳ ପାଇଁ ରାଜ୍ୟବାସୀଙ୍କ ସମର୍ଥନ ଲୋଡିଲା କଂଗ୍ରେସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ଏବଂ ଏଥିରେ ସଂପୃକ୍ତ ମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳ ପକ୍ଷରୁ…

ୱାକଫ୍ ବୋର୍ଡ ଜମି ଦୁର୍ନିୀତିକୁ ନେଇ ଅଡୁଆରେ ନୱାବ: ୭ଟି ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଳୀ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରର ମନ୍ତ୍ରୀ ନୱାବ ମଲିକ୍ ବର୍ତ୍ତମାନ ଇଡି ରାଡାରରେ । ମଲିକଙ୍କ ନେତୃତ୍ୱାଧୀନ ବିଭାଗର ଏକ ଦୁର୍ନୀତିକୁ ନେଇ ଇଡି ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରାଯାଇଛି । ଏହି…