fbpx
Browsing Category

ଜ୍ଞାନ ବିଜ୍ଞାନ

ଛାତ୍ରଛାତ୍ରୀଙ୍କ ପାଇଁ ମାଇକ୍ରୋସଫ୍ଟ ଆଣୁଛି ସ୍ୱତନ୍ତ୍ର ଲାପଟପ୍, ଜାଣନ୍ତୁ କଣ ରହିଛି ଖାସିୟତ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପକ୍ଷରୁ ଆସନ୍ତାକାଲି ନିଜର ଏଜୁକେସନ୍ ଇଭେଣ୍ଟରେ ନୂତନ ସରଫେସ୍ ଲାପଟପ୍ ଲଞ୍ଚ କରିବାକୁ ଯାଉଛି । ନିଜର ଲାପଟପ୍ ସିରିଜ୍ କୁ ଆଗକୁ ବଢ଼ାଇବା ପାଇଁ ମାଇକ୍ରୋସଫ୍ଟ୍ ଖାସ୍ କରି ଛାତ୍ରଛାତ୍ରୀଙ୍କ…

ଗୁଗୁଲ ଫୋନରେ ତ୍ରୁଟି; ଆପେ ଆପେ ଲାଗୁଛି ଫୋନ୍ କଲ୍, ଡିସପ୍ଲେକୁ ନେଇ ଅସନ୍ତୁଷ୍ଟି ପ୍ରକାଶ କଲେ ୟୁଜର୍ସ

ନୂଆଦିଲ୍ଲୀ: ଗୁଗୁଲ ପିକ୍ସେଲ୍ ୬ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ ପରଠାରୁ ନିଜର ନୂତନ ଡିଜାଇନ୍ ଓ ସ୍ପେସିଫିକେସନ୍ କୁ ନେଇ ଚର୍ଚ୍ଚାରେ ରହିଥିଲା । ହେଲେ ଏବେ ଏହାକୁ ନେଇ ଅଭିଯୋଗ ଆସିବାରେ ଲାଗିଛି । ୟୁଜର୍ ମାନେ ଫୋନ୍ ର…

ଆସନ୍ତା ସପ୍ତାହରେ ଲଞ୍ଚ ହେବ ନୂଆ କ୍ରେଟା, ଦମଦାର ରହିବ ଫିଚର୍ସ

ହ୍ୟୁଣ୍ଡାଇ ନ୍ୟୁ ଜେନେରେସନ କ୍ରେଟା ଏସୟୁଭିକୁ ଇଣ୍ଡୋନେସିଆରେ ହେବାକୁ ଥିବା ଜିଆଇଆଇଏଏସ ୨୦୨୧ ଅଟୋ ଶୋରେ ଉପସ୍ଥାପନ କରିବାକୁ ଯାଉଛି । ଅଫିସିଆଲ ଭାବରେ ନଭେମ୍ବର ୧୧ରେ ଲଞ୍ଚ କରାଯିବ । ଏହାକୁ ଆସନ୍ତା ବର୍ଷ ଭାରତୀୟ…

ଫ୍ରୀ ୱାଇଫାଇ ପଡ଼ିପାରେ ଭାରୀ! ବ୍ୟବହାର କରୁଥିଲେ ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶ ଡିଜିଟାଲ ଯୁଗ ଆଡ଼କୁ ଗତି କରୁଛି । ଆଜି କାଲି ପ୍ରତିଟି କାମ ମୋବାଇଲ୍ ଫୋନ୍ ସାହାଯ୍ୟରେ ହୋଇଯାଉଛି । ଖାଇବା ଅର୍ଡର୍ କରିବା ଠାରୁ ଆରମ୍ଭ କରି ହେୟାର୍ କଟ୍ ପର୍ଯ୍ୟନ୍ତ ସବୁ କାମ ମୋବାଇଲ୍…

ଜିଓ ଗ୍ରାହକଙ୍କୁ ମାଗଣାରେ ମିଳିବ ୫ଜିବି ଡାଟା! ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ କମ୍ପାନୀ ଅନେକ ପ୍ଲାନ ଯୋଗାଇଦେଉଛନ୍ତି, ଯାହାଫଳରେ ୟୁଜର୍ସମାନଙ୍କର ଫାଇଦା ହେବ । ରିଲାଏନ୍ସ ଜିଓ ମଧ୍ୟ ଏଭଳି ଏକ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ, ଯାହାକି ବହୁତ କମ୍ ସମୟରେ ଲୋକଙ୍କ…

ଓଏମଆର୍ ସିଟ୍ ରେ ଚଳିବନି ପେନସିଲ୍, ପେନରେ ଲେଖାଯାଇଥିବା ଉତ୍ତର ହିଁ ହେବ ଠିକ୍: ସିବିଏସଇ ପରୀକ୍ଷା ନିୟମ

ନୂଆଦିଲ୍ଳୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଟର୍ମ -୧ ପରୀକ୍ଷାରେ ଓଏମଆର୍ ସିଟ୍ ଉପରେ ପେନସିଲ୍ ରେ ଉତ୍ତର ଲେଖିବା ମହଙ୍ଗା ପଡ଼ିପାରେ । ବୋର୍ଡ ଓଏମଆର୍ ସିଟ୍ ଉପରେ ପେନସିଲ୍ ବ୍ୟବହାରକୁ…

ସ୍ମାର୍ଟଫୋନରେ ବି ଉଠାଇପାରିବେ ଡିଏସଏଲଆର ଭଳି ଫଟୋ, କରନ୍ତୁ ଏମିତି

ଭୁବନେଶ୍ୱର: ସାଧାରଣତଃ ଫଟୋଉଠାଇବାକୁ ସମସ୍ତେ ଦାମୀ ଫୋନ ତଥା ଡିଏସଏଲଆର କ୍ୟାମେରା ଦରକାର ବୋଲି ଅନେକଙ୍କର ଧାରଣା ଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ବିନା ଡିଏସଏଲଆର କ୍ୟାମେରାରେ ମଧ୍ୟ ଭଲ ଫଟୋ ଉଠାଇପାରିବେ । ତେବେ…

ବିନା ଇଣ୍ଟରନେଟରେ ଚାଲିବ Whatsapp: ଆପଣଙ୍କ ଫୋନରେ ଏହି ଫିଚର ରହିଛି କି ନାଁ ଏମିତି ଚେକ୍ କରନ୍ତୁ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ପକ୍ଷରୁ ଏକ ନୂତନ ଫିଚର ଲଞ୍ଚ କରାଯାଇଛି । ଏହି ନୂତନ ଫିଚର ଅନୁଯାୟୀ ଏକା ସାଙ୍ଗରେ ୪ଟି ଡିଭାଇସରେ ଚାଲିପାରିବ ହ୍ୱାଟ୍ସଆପ୍ । ଏହି ନୂତନ ଫିଚର ଅନୁଯାୟୀ ଏକା ସାଙ୍ଗରେ ୪ଟି ଡିଭାଇସରେ…

ଆଣ୍ଡ୍ରଏଡ୍ ଫୋନ ବିକିବା ପୂର୍ବରୁ କରିନିଅନ୍ତୁ ଏହି କାମ, ନହେଲେ ହୋଇପାରେ ଅସୁବିଧା

ଯଦି ଆପଣ ପୁରୁଣା ଫୋନ ବିକ୍ରି କରିବାକୁ ଯାଉଛନ୍ତି ତାହେଲେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ । ଯାହାଦ୍ୱାରା ଆପଣଙ୍କ ଫୋନ ଡାଟା ସୁରକ୍ଷିତ ବି ରହିବ ଏବଂ ଏହାର ଦୁରୂପଯୋଗ ମଧ୍ୟ ହୋଇପାରିବନାହିଁ । ତେବେ…

Twitterର ନୂଆ ଫିଚର୍: ସହଜରେ ଖୋଜି ପାଇବେ କୌଣସି ଆକାଉଣ୍ଟର ପୁରୁଣା ଟୁଇଟ୍

ନୂଆଦିଲ୍ଲୀ: ଟୁଇଟର୍ ଆଣିଲା ନୂଆ ଫିଚର୍ । ଏହି ଫିଚରରେ କୌଣସି ଆକାଉଣ୍ଟର ପୁରୁଣା ଟୁଇଟ୍ ଖୋଜିବା ୟୁଜର୍ସଙ୍କ ପାଇଁ ଆହୁରି ସହଜ ହୋଇଯିବ । ତେବେ ଏହି ଫିଚର୍ କେବଳ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି ।…