fbpx
Browsing Category

ଜ୍ଞାନ ବିଜ୍ଞାନ

ବିନା ଇଣ୍ଟରନେଟରେ ଦେଖିପାରିବେ ୟୁଟ୍ୟୁବ ଭିଡିଓ, ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ: ଅନଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ କ୍ଷେତ୍ରରେ ୟୁଟ୍ୟୁବ୍ ଏକ ବଡ଼ ପରିବର୍ତ୍ତନ ଆଣିଛି । ଆଉ ଆଜି ସମୟରେ କୋଟି କୋଟି ୟୁଜର୍ ଏହାର ନିୟମିତ ବ୍ୟବହାର କରୁଛନ୍ତି । ଏଜୁକେସନ୍ ଠାରୁ ଆରମ୍ଭ ବିଭିନ୍ନ…

ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍, ମାତ୍ର ୧୦ ହଜାରରେ ହେଉଛି ବୁକିଂ

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ-ଡିଜେଲ ଦର ବଢ଼ିଚାଲିଥିବା ବେଳେ ଇଲେକ୍ଟ୍ରିକ୍ ବାହନ କିଣିବାକୁ ଲୋକମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଯଦି ଆପଣ ଇଲେକ୍ଟ୍ରିକ୍ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ…

ଏବେ ଅନଲାଇନ୍ ବି ବ୍ୟବହାର କରିପାରିବେ Adobe Photoshop, ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ସଫ୍ଟୱେୟାର୍

ନୂଆଦିଲ୍ଲୀ: ଏବେ ଆପଣ ଅନଲାଇନ୍ ମଧ୍ୟ ବ୍ୟବହାର କରିପାରିବେ ଆଡୋବ୍ ଫଟୋସପ୍ (Adobe Photoshop) । ତେଣୁ ଯଦି ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋରେଜ୍ ଓ କଂଫିଗ୍ରେସନ୍ ନାହିଁ ତେବେ ଆଡୋବ୍ ଫଟୋସପ୍ ଚଳାଇବାରେ କୌଣସି…

ହୋଶ ଉଡାଇଦେବ Super Bike; ଆକାଶରେ ଉଡିବ ଚମତ୍କାର ଆବିଷ୍କାର

ନୂଆଦିଲ୍ଳୀ: ଏକ ଜାପାନୀ ଷ୍ଟାର୍ଟ ଅପ୍ କମ୍ପାନୀ ପକ୍ଷରୁ ଏମିତି ଏକ ବାଇକ ଆବିଷ୍କାର କରାଯାଇଛି ଯାହା ଆପଣଙ୍କ ହୋଶ ଉଡାଇବାରେ ସକ୍ଷମ ହେବ । ବାଇକଟି ଆକାଶରେ ଉଡିବ ଏମିତି କିଛି ଆପଣ କଳ୍ପନା ମଧ୍ୟ କରିପାରୁ ନଥିବେ ।…

ଭାରତରେ ଲଞ୍ଚ ହେଲା Lenovo Tab K10, ଦାମ୍ ୧୩,୯୯୯ ରୁ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Lenovo Tab K10 । ଆଣ୍ଡ୍ରଏଡ୍ ୧୧ ଦ୍ୱାରା  ପରିଚାଳିତ ଏହି ଟାବଲେଟରେ ରହିଛି ବଡ଼ ଡିସପ୍ଲେ  । କେବଳ ସେତିକି ନୁହେଁ ଟାବଲେଟରେ କଲିଂ ଫିଚର ସୁବିଧା ସହ ରହିଛି ଅନେକ ସୁବିଧା ।…

ଲଞ୍ଚ ହେଲା ୨୦୨୧ Bajaj Dominar 400, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ନୂଆଦିଲ୍ଳୀ: ବାଇକରେ ଟୁର କରିବା ସାଧାରଣତଃ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ । ବାଇକରେ ଟୁର ପାଇଁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ବଜାଜ ଏହାର ୨୦୨୧ Bajaj Dominar 400କୁ ଭାରତରେ ଲଞ୍ଚ କରିଛି । ଏହି ବାଇକରେ ଟୁର…

ପେଟ୍ରୋଲର ମହଙ୍ଗା ମାଡରୁ ମୁକ୍ତି; ୪ ଘଣ୍ଟାରେ ଦୁଇ ଚକିଆ ଯାନକୁ ବନାନ୍ତୁ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଳୀ: ପେଟ୍ରୋଲର ଦର ୧୦୦ ପାର କରିଥିବା ବେଳେ ଏହାକୁ ନେଇ ଅତ୍ୟନ୍ତ ଅସୁବିଧାରେ ପଡୁଛନ୍ତି ସାଧାରଣ ବର୍ଗର ଲୋକ । ତେବେ ଏହାର ଏକ ସରଳ ସମାଧାନ ବାହାର କରିଛି ଏକ ଷ୍ଟାର୍ଟଅପ୍ । ଜୁନିକ୍ ରେଟଫୋର୍ଟ ନାମକ ଏହି…

ଲଞ୍ଚ ପୂର୍ବରୁ ମିଳିଲା JioPhone Nextର ଝଲକ, ଜାଣନ୍ତୁ ଏହି ଶସ୍ତା 4G ସ୍ମାର୍ଟଫୋନର ଫିଚର

ନୂଆଦିଲ୍ଲୀ: JioPhone Next ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ଫୋନକୁ Googleର ସହଭାଗିତାରେ ତିଆରି କରାଯାଉଛି । ଏହି ଶସ୍ତା ଏବଂ ସୁଲଭ ୪ଜି ସ୍ମାର୍ଟଫୋନ ଭାରତରେ ଦୀପାବଳି ଅବସରରେ ଲଞ୍ଚ ହେବ । ତେବେ…

ଏହି ୫ଟି ଆପ୍ କାରଣରୁ ଖୁବ୍ ଶୀଘ୍ର ସରିଯାଏ ସ୍ମାର୍ଟଫୋନର ବ୍ୟାଟେରୀ, ତୁରନ୍ତ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଆଜିକା ସମୟରେ ସ୍ମାର୍ଟଫୋନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଉପଲବ୍ଧ ରହିଛି । ସ୍ମାର୍ଟଫୋନ୍ ଥିଲେ ଆପଣ ମାନେ ପୂରା ଦୁନିଆକୁ ନିଜ ହାତ ମୁଠାରେ ଥିବା ପରି ଅନୁଭବ କରିଥାନ୍ତି । ବର୍ତ୍ତମାନ ସମୟରେ ଯେକୌଣସି…

YouTubeର ନୂଆ ରେକର୍ଡ: ବିଶ୍ୱରେ ସବୁଠୁ ଅଧିକ ଥର ଡାଉନଲୋଡ୍ ହୋଇଥିବା ଆପ୍

ନୂଆଦିଲ୍ଲୀ: ୟୁଟ୍ୟୁବ୍ ର ଲୋକପ୍ରିୟତା ବିଷୟରେ କାହାରିକୁ ଅଛପା ନାହିଁ । ଗୁଗଲ ର ଏହି ଆଣ୍ଡ୍ରଏଡ୍ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଏକ ନୂଆ ରେକର୍ଡ କରିଛି । ୟୁଟ୍ୟୁବ୍ ଆପ୍ କୁ ଗୁଗଲ ପ୍ଲେ ଷ୍ଟୋରରୁ ୧୦୦୦ କୋଟିରୁ ଅଧିକ ଥର…