fbpx
Browsing Category

ଜ୍ଞାନ ବିଜ୍ଞାନ

ନୂଆରୂପରେ ଫେରିଲା ପବ୍‌ଜୀ: ଜାଣନ୍ତୁ କେମିତି କରିବେ ଡାଉନଲୋଡ

ନୂଆଦିଲ୍ଲୀ: ଅପେକ୍ଷାର ଘଟିଛି ଅନ୍ତ, ନୂଆ ରୂପରେ ଫେରିଛି ପବ୍‌ଜୀ ମୋବାଇଲ । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ନାମରେ ପୁଣିଥିରେ ଭାରତରେ ଲଞ୍ଚ ହୋଇଛି । କିଛି ଦିନ ତଳେ ଏହି ଗେମର ବିଟା ଟେଷ୍ଟିଂ ଆରମ୍ଭ ହୋଇଥିଲା ।…

ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ ଉପରେ କରୋନା ଭାଇରସ୍ ଅଛି କି ନାହିଁ, ଜାଣିବା ପାଇଁ କରନ୍ତୁ ଏହି ଟେଷ୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପ୍ରକୋପ ସାରା ବିଶ୍ୱରେ ରହିଥିବା ବେଳେ ଟିକାକରଣକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଭାଇରସ୍ ଠାରୁ ଦୂରେଇ ରହିବାକୁ ପାଇଁ ମାସ୍କ ପିନ୍ଧିବା, ସାମଜିକ ଦୂରତା ଅବଲମ୍ବନ…

କଣ ଏସି ଲଗାଇବା କାରଣରୁ ଆସୁଛି କି ଅଧିକ ଇଲେକ୍ଟ୍ରିକ୍ ବିଲ୍, ତେବେ ଆପଣାନ୍ତୁ ଏହିସବୁ ଟିପ୍ସ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା କାଳରେ ୱର୍କ ଫ୍ରମ୍ ହୋମ୍ ଆରମ୍ଭ ହେବା ପରଠାରୁ ଏୟାର କଣ୍ଡିସନର୍ ବା ଏସିର ଚାହିଦା ଖୁବ୍ ବଢ଼ିଯାଇଛି । ଯାହା ଫଳରେ ଦିନଯାକ ଘରେ ରହି କାମ କରିବାକୁ ପଡୁଥିବାରୁ ଇଲେକ୍ଟ୍ରିକ୍ ବିଲ୍…

ଲଞ୍ଚ ହେଲା Realme Narzo 30 5G ଏବଂ Realme Narzo 30, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

ନୂଆଦିଲ୍ଲୀ: ଭାରତରେ Realme Narzo 30 5G ଏବଂ Realme Narzo 30 ଲଞ୍ଚ ହୋଇଛି ।  ଆଜି ଏକ ଭର୍ଚୁଆଲ୍ ଇଭେଣ୍ଟରେ ଏହି ଫୋନ ଲଞ୍ଚ କରାଯାଇଛି  । ଫୋନ ସହ କମ୍ପାନୀର ନୂତନ ଏଲଇଡି ଟିଭି ଏବଂ Realme Buds Q2 ମଧ୍ୟ…

ସେପ୍ଟେମ୍ବରରେ ଆସିବ JioPhone Next

ଆସନ୍ତା ସେପ୍ଟେମ୍ବରରେ ଲଞ୍ଚ ହେବ JioPhone Next । ରିଲାଏନ୍ସର ୪୪ତମ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ଼ର ସିଇଓ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଏହା କମ୍ପାନୀର ସବୁଠୁ ଶସ୍ତା…

ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀ ସାବଧାନ୍: ଆସିଲା ITର ନୂଆ ନିୟମ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଫେକ୍ ଆକାଉଣ୍ଟ ଅଭିଯୋଗ…

ଭାରତରେ ଲଞ୍ଚ ହୋଇଛି Xiaomi Mi 11 Lite: ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ସାଓମି ଭାରତରେ ଏହାର ନୂତନ ଫୋନ Mi 11 Liteକୁ  ଲଞ୍ଚ କରିଛି | ଏହା ଭାରତରେ କମ୍ପାନୀର 11 ସିରିଜ୍‌ର ନୂତନ ସ୍ମାର୍ଟଫୋନ ।  Mi 11 Lite ଖୁବ୍‌ ପତଳା ଏବଂ ଅଧିକାଂଶ ପାରମ୍ପାରିକ ସ୍ମାର୍ଟଫୋନ୍ ଅପେକ୍ଷା…

ଏବେ ଭଏସ୍ କମାଣ୍ଡରେ ଚାର୍ଜ ହେବ ସ୍ମାର୍ଟଫୋନ! ସାଓମି ଆଣୁଛି ନୂଆ ଟେକନିକ୍

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ସାଓମୀ ବର୍ତ୍ତମାନ ଏକ ନୂତନ ଟେକନିକ୍ ଉପରେ କାମ କରୁଛି । ଯେଉଁଥିରେ କେବଳ ଶବ୍ଦ ମାଧ୍ୟମରେ ସ୍ମାର୍ଟଫୋନକୁ ଚାର୍ଜ କରାଯାଇପାରିବ । କମ୍ପାନୀ କହିଛି ଏହା ପ୍ରଥମ ବ୍ରାଣ୍ଡ୍ ଯାହା ଏହି…

ଲଞ୍ଚ ହେଲା Samsung Galaxy M32, 6000 mAh ବ୍ୟାଟେରୀ ସହ ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ: ସାମସଙ୍ଗ୍ ଏହାର ନୂତନ ଫୋନ Galaxy M32 ଭାରତରେ ଲଞ୍ଚ କରିଛି। ଏହି ଫୋନରେ ରହିଛି 6000 mAhର ବଡ଼ ବ୍ୟାଟେରୀ । ଏହାର ପ୍ରାରମ୍ଭିକ ଦାମ ୧୪,୯୯୯ଟଙ୍କା ରହିଛି ଏବଂ ଏଥିରେ ଆମୋଲେଡ ଡିସ୍ପ୍ଲେ ମଧ୍ୟ ରହିଛି ।…

ଏଣିକି ଭେଣ୍ଟିଲେଟର୍ ଓ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଗୁଆ ଠାବ କରିବ ସଫ୍ଟୱେର୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଏକ ନୁତନ ସଫ୍ଟୱେର୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଭେଣ୍ଟିଲେଟର୍, ଜରୁରୀକାଳୀନ ସେବା ଏବଂ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ସହଜରେ ଠାବ କରାଯାଇପାରିବ ।…