fbpx
BSKY
BJD MC SKY
BJD YOUTH SKY
Browsing Category

ଜ୍ଞାନ ବିଜ୍ଞାନ

ମଦନିଶାକୁ ରୋକିବ Semaglutide ମେଡିସିନ! ବାରମ୍ବାର ପିଇବାକୁ ଇଚ୍ଛା ହେବନି, ରିସର୍ଚ୍ଚରୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ମଦପାନ ପରି ଏକ କୁଅଭ୍ୟାସ ଆଜି ଆମ ସମାଜ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ମଦ୍ୟପାନ କାରଣରୁ ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା, ଲିଭର…

ରିସର୍ଚ୍ଚ ଖୋଲିଲା ବଡ଼ ରହସ୍ୟ: ବୃକ୍ଷଲତା, ସବୁଜିମା ଅଞ୍ଚଳରେ ରହିଲେ ମଣିଷର ଆୟୁଷ ବୃଦ୍ଧି ପାଉଛି

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଖାଦ୍ୟପେୟ, ଜୀବନଧାରଣ ଶୈଳୀରେ ଅନେକ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ତେଣୁ ବିଭିନ୍ନ କାରଣ ପାଇଁ ମଣିଷ ଅଧିକ ମାତ୍ରାରେ ରୋଗଗ୍ରସ୍ତ ହେବା ସହ ତା’ର ଆୟୁଷରେ ହ୍ରାସ ଘଟୁଥିବା ନେଇ…

ଦୁନିଆର ସବୁଠାରୁ ବଡ଼ ଆଇଫୋନ, ଆକାର ଏବଂ ଓଜନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆସିଲା ଦୁନିଆର ସବୁଠୁ ବଡ଼ ଆଇଫୋନ। ସାତ ଫୁଟ ଲମ୍ବା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଥିବା ଏହି ଫୋନ ଏବେ ସବୁଆଡେ ହଙ୍ଗାମା କରୁଛି। ଆଇଫୋନ ଏକ ଏମିତି ବ୍ରାଣ୍ଡ ଯାହାକୁ କିଣିବା ସମସ୍ତଙ୍କ ସ୍ୱପ୍ନ ଥାଏ।…

ଏବେ ଝାଳ ଏବଂ ମୂତ୍ରରୁ ପ୍ରସ୍ତୁତ ପାଣି ପିଇବେ ମହାକାଶଚାରୀ: NASAର ବଡ଼ ଖୁଲାସା

ୱାଶିଂଟନ: ଆମେରିକୀୟ ସ୍ପେସ ଏଜେନ୍ସି ନାସା ଏକ ବଡ଼ ସଫଳତା ହାସଲ କରିଛନ୍ତି । ନାସା ଆନ୍ତର୍ଜାତୀୟ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରେ ରହୁଥିବା ଏଷ୍ଟ୍ରୋନଟ୍ସର ହାରାହାରି ୯୮ ପ୍ରତିଶତ ମୁତ୍ର ଏବଂ ଝାଳକୁ ପିଇବା ପାଣି…

ଅତ୍ୟଧିକ ମଦ ସେବନ କଲେ ମସ୍ତିଷ୍କର ଆକାର ଛୋଟ ହୋଇଯିବ! ମାତ୍ର ୫ ମିନିଟରେ ବ୍ରେନରେ ପହଞ୍ଚି ଯାଉଛି ମଦ

ନୂଆଦିଲ୍ଲୀ: ମଦ୍ୟପାନ ଆଜିର ଯୁବପୀଢ଼ିଙ୍କ ପାଇଁ ଏକ ବଡ଼ ଅଭିଶାପ କହିଲେ ଚଳେ । ମଦ୍ୟପାନ ପରି ଏକ କୁଅଭ୍ୟାସ କାରଣରୁ ଅନେକ ଯୁବକ, ଯୁବତୀ ତଥା ବୟସ୍କଙ୍କର ଜୀବନ ଅକାଳରେ ଚାଲିଯିବା ସହିତ ଅନେକ ସଂସାର ଉଜୁଡ଼ି ଯାଉଛି । ମଦ…

ଭାବିବା ମାତ୍ରେ କାମ କରିବା ଆରମ୍ଭ କରିବ ଇଲେକ୍ଟ୍ରୋନିକ ଡିଭାଇସ : ନ ଛୁଇଁ ଚଲାଇ ପାରିବେ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ : ଅନେକ ସମୟରେ ମଣିଷ ଭାବେ କୌଣସି ପ୍ରୟାସ ନକରି ସେ ଭାବୁଥିବା କାମ ଆପେ ଆପେ ହେଇଯାଉ । ଯାହାଫଳରେ ମଣିଷକୁ କଷ୍ଟ କରିବାକୁ ପଡିବ ନାହିଁ । ଏବେ ଏହି ଭାବନା ସତ ହେବାକୁ ଯାଉଛି । ଚିନ୍ତା କରିବା ମାତ୍ରେ…

ବୈଜ୍ଞାନିକଙ୍କ ଭୟଙ୍କର ଚେତାବନୀ: Y Chromosome କମିବାରେ ଲାଗିଛି, ମଣିଷ ଜାତି ଡାଇନୋସର ପରି ବିଲୁପ୍ତ ହୋଇଯିବ!

ନୂଆଦିଲ୍ଲୀ: ଆଗାମୀ ଭବିଷ୍ୟତ ସମଗ୍ର ମାନବ ସଭ୍ୟତା ପାଇଁ ଅତ୍ୟନ୍ତ ଭୟଙ୍କର ସାବ୍ୟସ୍ତ ହୋଇପାରେ । ଦିନକୁ ଦିନ ବିଶ୍ୱର ପରିସ୍ଥିତି ଭୟଙ୍କର ଆଡ଼କୁ ମୁହାଁଉଥିବା ବେଳେ ପୁରୁଷଙ୍କ ୱାଇ କ୍ରୋମୋଜମର ସଂଖ୍ୟା ସମାପ୍ତ ହେବାରେ…

ମଣିଷର ମସ୍ତିଷ୍କରେ ଲୁଚି ରହିପାରିବ HIV ଭାଇରସ: ଚିକିତ୍ସା ବନ୍ଦ କଲେ AIDS ସଂକ୍ରମଣ ପୁଣି ବଢ଼ିବ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ମଣିଷକୁ ନେଇ ରିସର୍ଚ୍ଚରୁ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ତଥ୍ୟର ଖୁଲାସା କରିଛନ୍ତି । ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି (ଏଚଆଇଭି) ଆମର…

କାର ସାମ୍ନାରେ କାହିଁକି ଦିଆଯାଇଛି ଇଞ୍ଜିନ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଆମେ ପ୍ରତିଦିନ ରାସ୍ତା ଘାଟରେ କାର ଦେଖୁଛୁ କିମ୍ବା ଚଳାଉଛୁ। ଆମେ ସାଧାରଣତଃ ପ୍ରାୟ ସବୁ କାରରେ ଦେଖୁଛୁ ଯେ କାରର ସାମ୍ନା ପଟରେ ଇଂଜିନ ରହିଛି। ଆମ ମନକୁ ମଧ୍ୟ ବେଳେବେଳେ ଏହି ପ୍ରଶ୍ନ ଆସୁଛି ଯେ।…

ଲ୍ୟାବରେ ତିଆରି ହେଲା ବିଶ୍ୱର ପ୍ରଥମ କୃତ୍ରିମ ମାନବ ଭ୍ରୂଣ: ବିନା ଶୁକ୍ରାଣୁ ଓ ଅଣ୍ଡାରେ ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗକୁ ଅଗ୍ରଗତି କରିବାରେ ଲାଗିଛି । ବୈଜ୍ଞାନିକମାନେ ନୂଆ ନୂଆ ଜିନିଷର ବିକାଶ କରିବା ସହିତ ମଣିଷ ମନରେ ନୂଆ ଆଶାର ସଞ୍ଚାର କରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼…