fbpx
Browsing Category

ଜ୍ଞାନ ବିଜ୍ଞାନ

IIT ଯୋଧପୁରର ବୈଜ୍ଞାନିକମାନେ ବିକଶିତ କଲେ ଏକ ‘CODE’ ଡିଭାଇସ: ବିଷାକ୍ତ ବାୟୁ ହୋଇପାରିବ ୯୯.୯୯ ପ୍ରତିଶତ ଶୁଦ୍ଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ଯଥେଷ୍ଟ ଅଗ୍ରଗତି କରିବା ସହ ବୈଜ୍ଞାନିକମାନେ ନୂଆ ନୂଆ ମାନବ ଉପଯୋଗୀ ଜିନିଷ ପ୍ରସ୍ତୁତ କରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ‘କୋଡ’ ଡିଭାଇସ ବିକଶିତ କରିଛନ୍ତି…

NASA ଶେୟାର କଲା ISROର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟର ନୂଆ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଇତିହାସ ରଚିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିଥିଲା । ଭାରତର ତା’ର…

ଜହ୍ନରେ ଏହି ଲାଲ-ନୀଳ ରଙ୍ଗ କ’ଣ? ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ଜହ୍ନ ରାଇଜର ନୂଆ ନୂଆ ଫଟୋ ସେୟାର କରୁଛନ୍ତି ପ୍ରଜ୍ଞାନ ଓ ବିକ୍ରମ । ତେବେ ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଯାଇଥିବାରୁ ସେଠାରେ ତାପମାତ୍ରା -୨୮୦ ଡିଗ୍ରୀ ପାର୍ କରି ସାରିଛି…

ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ଓଡିଶା ଭାସ୍କର; ମହାକାଶରେ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କରିଛି ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ-ଏଲ୍‌୧ । ପୂର୍ବରୁ ପ୍ରଥମ ଅର୍ବିଟ୍ ରେଜିଂ ହୋଇଥିବା ବେଳେ ଏବେ ଦ୍ୱିତୀୟ ଅର୍ବିଟ୍ ରେଜିଂ କରିବାରେ ସଫଳ…

(Video) ଶୋଇ ପଡ଼ିଛି ‘ପ୍ରଜ୍ଞାନ’: ଏବେ ଚନ୍ଦ୍ରପୃଷ୍ଠରେ ଶୋଇଲା ଲାଣ୍ଡର ବିକ୍ରମ, ଜାରି ରହିବ ‘Moon Mission’

ନୂଆଦିଲ୍ଲୀ: ରୋଭର ପରେ ସ୍ଲିପିଂ ମୋଡକୁ ଯାଇଛି ଲାଣ୍ଡର ବିକ୍ରମ । ଆଜି ରାତି ୮ ଟା ବେଳେ ନିଦ୍ରାଗ୍ରସ୍ତ ହୋଇଛି ବିକ୍ରମ । ଏଥିପାଇଁ ଆଜି ସକାଳେ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ୍ ସେଟ୍ କରାଯାଇଥିଲା । ସ୍ଲିପ୍ ମୋଡ଼କୁ…

ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ; ସଫଳ ହେଲା ‘ଆଦିତ୍ୟ-L1’ର ପ୍ରଥମ କକ୍ଷ ପରିବର୍ତ୍ତନ

ଓଡିଶା ଭାସ୍କର; ମହାକାଶରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ  L1ର ପ୍ରଥମ ଅର୍ବିଟ୍ ରେଜିଂ ହୋଇଛି । ଗତକାଲି ସଫଳତାର ସହ ଉତକ୍ଷେପଣ ହେବା ପରେ, ଆଜି ଦିନ ୧୧ଟା ୪୫ରେ ଏହା ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିଛି…

ଚନ୍ଦ୍ର, ସୂର୍ଯ୍ୟ ପରେ ଆଗାମୀ ପଦକ୍ଷେପ ‘ମିଶନ ଗଗନାୟନ’, ପୃଥିବୀ ଠାରୁ ୪୦୦ କିଲୋମିଟର ଉପରକୁ ଯିବେ ମହାକାଶଯାତ୍ରୀ

ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩…

(Video) ଚନ୍ଦ୍ରରେ ଶୋଇ ପଡିଛି ‘ରୋଭର୍‌ ପ୍ରଜ୍ଞାନ’, ୨୨ ତାରିଖରେ ପୁଣି ଥରେ ନିଦରୁ ଉଠିବ ବୋଲି ଆଶା

ଓଡିଶା ଭାସ୍କର; ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ମୋଟ ୧୪ ଦିନ ଯାଏଁ ତଥ୍ୟ ସଂଗ୍ରହ ଜାରି ରଖିବ ବୋଲି ସୂଚନା ମିଳିଥିଲା । ଅର୍ଥାତ୍…

କେନ୍ଦ୍ର ସରକାରଙ୍କ ଘୋଷଣା: ଗଗନଯାନର ପ୍ରଥମ ଟ୍ରାଏଲ ଅକ୍ଟୋବର ମାସରେ ହେବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଏବେ ଭାରତର ଗଗନଯାନ-୧ ମିଶନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ମିଶନରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ମାନବ ପଠାଇବ । ଏହି ମିଶନ ତିନୋଟି ପର୍ଯ୍ୟାୟରେ ହେବାକୁ…

ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ଲଞ୍ଚ ହେଲା ସଫଳ

ଶ୍ରୀହରିକୋଟା; ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ଲଞ୍ଚ ହେଲା ସଫଳ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ସୂର୍ଯ୍ୟ ମୁହାଁ ହୋଇ ଗତି କରୁଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ…