fbpx
Browsing Category

ଜ୍ଞାନ ବିଜ୍ଞାନ

ଅଦ୍ଭୁତ ଦୃଶ୍ୟ! ସୌରମଣ୍ଡଳ ବାହାରେ ପ୍ରଥମ କରି ଦେଖାଗଲା Radiation Belt

ନୂଆଦିଲ୍ଲୀ: ଆଜିକାଲି ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟା ଜ୍ୟେତିର୍ବଜ୍ଞାନ କ୍ଷେତ୍ରରେ ଖୁବ ଆଗକୁ ଯାଇ ସାରିଲାଣି । ଏହି ବିଜ୍ଞାନର ସାହାଯ୍ୟରେ ବୈଜ୍ଞାନିକ ଏବେ ଟେଲିସ୍କୋପ ଦ୍ୱାରା ବ୍ରହ୍ମାଣ୍ଡ ଆରମ୍ଭର କିଛି ସମୟ ପରେ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର: ଦୁର୍ଘଟଣାଗ୍ରସ୍ତ ଅଙ୍ଗର ବିକଳ୍ପ ସାଜିବ ‘E-Skin’, ତାପମାତ୍ରା ଓ ଚାପକୁ ଅନୁଭବ କରିପାରିବ…

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରୁଥିବା ବେଳେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ନୂଆ ଆବିଷ୍କାର କରିଛନ୍ତି । ବୈଜ୍ଞାନିକମାନେ ନିକଟରେ…

ଆଜି ଭୁବନେଶ୍ୱରରେ ଦେଖାଯିବନି କାହାର ଛାଇ: ଜାଣନ୍ତୁ କେଉଁ ସମୟରେ ଦେଖାଯିବ ବିରଳ ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଘରୁ ବାହାରକୁ ଯିବା ସମୟରେ ସବୁ ସମୟରେ ନିଜର ଛାଇକୁ ଦେଖିଥିବେ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ…

ଆପଣଙ୍କ ଆଧାର କାର୍ଡରେ କେତେ ଲୋକ ରଖିଛନ୍ତି SIM? ଏମିତି କରନ୍ତୁ ଚେକ୍…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାର କାର୍ଡ ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉଛି । ଏହାସହିତ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ରାସନ କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ…

ମେ ୧୯ରେ ଆକାଶରେ ଦେଖାଯିବ ଦୁର୍ଲ୍ଲଭ ‘Black Moon’: କ’ଣ ରହିଛି କାରଣ, କଳା ଚନ୍ଦ୍ରକୁ ନେଇ ଜାଣନ୍ତୁ ବୈଜ୍ଞାନିକ ରହସ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ମେ ମାସ ୧୯ ତାରିଖରେ ଆକାଶରେ ଚନ୍ଦ୍ର ଦେଖାଯିବନି । ଯଦି ଆକାଶ ପରିଷ୍କାର ରହିଥିବା ତେବେ ବୋଧହୁଏ ଚନ୍ଦ୍ରକୁ ଦେଖିବାକୁ ମିଳିବ ନାହିଁ । ଏହି ସମୟରେ ଆକାଶରେ ଦେଖିବାକୁ ମିଳିବ ଏକ…

ଆଉ ଦୁଇ ଦିନର ଅପେକ୍ଷା: ରାଜଧାନୀରେ ଦେଖାଯିବନି କାହାର ଛାଇ, ଜାଣନ୍ତୁ କ’ଣ କହୁଛନ୍ତି ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ…

ଆଜି ପର୍ଯ୍ୟନ୍ତ AIDS / HIV ଭ୍ୟାକ୍ସିନ କାହିଁକି ବାହାରି ପାରୁନାହିଁ: କେବେ ଆସିବ ଭ୍ୟାକ୍ସିନ, କେତେ ଅଗ୍ରଗତି କରିଛି ଚିକିତ୍ସା ବିଜ୍ଞାନ

ନୂଆଦିଲ୍ଲୀ: ଆଜି ଚିକିତ୍ସା ବିଜ୍ଞାନର ବହୁଳ ଅଗ୍ରଗତି ଘଟିଥିଲେ ହେଁ ଅନେକ କ୍ଷେତ୍ରରେ ଏହା ଶତପ୍ରତିଶତ ସଫଳତା କରିପାରିନହିଁ । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ…

ଚାଲିବନି Whatsapp… ସରକାରଙ୍କ ନୋଟିସ ପରେ ବ୍ୟାନ ହେଲା ଆକାଉଣ୍ଟ; ଲିଷ୍ଟରେ ନାହିଁ ତ ଆପଣଙ୍କ ନାଁ?

ନୂଆଦିଲ୍ଲୀ: ଭାରତରେ ସ୍କାମ କଲ୍ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅନ୍ତରାଷ୍ଟ୍ରୀୟ ନମ୍ବରରୁ ଅଡିଓ ଏବଂ ଭିଡିଓ କଲ୍ କରି ସାଇବର ଲୁଟେରା ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏଭଳି…

ମଣିଷର DNAକୁ ନେଇ ଆଶଙ୍କା ବ୍ୟକ୍ତ କଲେ ବୈଜ୍ଞାନିକ: ଭୂଇଁରେ ପଡ଼ିଥିବା ଆମର କେଶ, ଚର୍ମ, ଛେପରୁ ସବୁ ଡାଟା ମିଳିପାରିବ, ମନ୍ଦ ଉଦ୍ଦେଶ୍ୟରେ…

ନୂଆଦିଲ୍ଲୀ: ଡିଅକ୍ସି ରିବୋନ୍ୟୁକ୍ଲିକ ଏସିଡ (ଡିଏନଏ) ହେଉଛି ମଣିଷର ଶରୀରର ସେଲ ଭିତରେ ଥିବା ଏକ ଅଣୁ ଯାହାକି ଆମର ଜେନେଟିକ ସୂଚନା ଧାରଣ କରିଥାଏ । ଏଥିସହିତ ଏହା ଆମର ବିକାଶ ଓ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିଥାଏ ।…

WhatsAppରେ ଆସିଲା ଆଉ ଏକ ନୂଆ ଫିଚର, ଏଣିକି Lock ହେବ ନିର୍ଦ୍ଦିଷ୍ଟ ଚାଟ ବକ୍ସ

ନୂଆଦିଲ୍ଲୀ: ମେଟା ହ୍ୱାଟ୍ସଆପକୁ ନେଇ ଏକ ନୂଆ ଏବଂ ଦମଦାର ଫିଚରର ଘୋଷଣା କରିଛି । ଦୀର୍ଘ ଦିନରୁ ୟୁଜରଙ୍କୁ ଯେଉଁ ଫିଚରର ଅପେକ୍ଷା ରହିଥିଲା, ବର୍ତ୍ତମାନ ସେହି ଫିଚରକୁ ଆଣିଛି ହ୍ୱାଟ୍ସଆପ କମ୍ପାନୀ । ଏହି ନୂଆ ଫିଚରର…