fbpx
Browsing Category

ଜ୍ଞାନ ବିଜ୍ଞାନ

ଏବେ ନୋ ଟେନସନ: ଆକାଶରେ ଉଡିବ ୨ ସିଟର ଇଲେକ୍ଟ୍ରିକ ଟାକ୍ସି, ଥରେ ରିଚାର୍ଜ କଲେ ଚାଲିବ ଦୁଇଶହ କିମି

ଚେନ୍ନାଇ: ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ଦେଶରେ ଇଲେକ୍ଟ୍ରିକ୍ ବିମାନ ଟାକ୍ସି। ଏହି ସ୍ୱତନ୍ତ୍ର ବିମାନକୁ ଇପ୍ଲେନ୍ ନାମକ ଏକ ସଂସ୍ଥା ତିଆରି କରିଛି, ଯାହାଦ୍ୱାରା ଯାତ୍ରୀ ଅଳ୍ପ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ…

ହ୍ୱାଟ୍ସଆପ ଆଣିଲା ଜବରଦସ୍ତ ଫିଚର: ଏବେ ସବୁ କାମ ହୋଇଯିବ ସହଜ!

ନୂଆଦିଲ୍ଲୀ: ୟୁଜରମାନଙ୍କୁ ବିଭିନ୍ନ ନୂଆ ଅଭିଜ୍ଞତା ଦେବା ପାଇଁ ହ୍ୱାଟ୍ସଆପ ଅନେକ ଫିଚର ଆଣୁଛି । ତେବେ ବର୍ତ୍ତମାନ ହ୍ୱାଟ୍ସଆପ୍ ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ହ୍ୱାଟ୍ସଆପ୍ ଚାଟିଙ୍ଗ ଷ୍ଟାଇଲକୁ…

ବୈଜ୍ଞାନିକଙ୍କ ଭୟଙ୍କର ଚେତାବନୀ! ଆକାଶରେ ଦେଖା ଯିବେନି ତାରା, ମଣିଷ ପାଇଁ ବିପଦ ସାଜିବ ଆଲୋକ ପ୍ରଦୂଷଣ

ନୂଆଦିଲ୍ଲୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଏହାର ଭୟଙ୍କର କୁପ୍ରଭାବ ମଧ୍ୟ ରହିଛି । ଗୋଟିଏ ପଟେ ମଣିଷ ବିକାଶ ଲାଭ କରୁଥିବା ବେଳେ ଅନ୍ୟପଟେ ପ୍ରକୃତିକୁ ନଷ୍ଟ କରିଚାଲିଛି । ତେବେ ଏହା ମଧ୍ୟରେ ଏକ…

ସୁନ୍ଦରତା ପାଇଁ ନୁହେଁ ଗଛକୁ ଧଳା କରାଯିବାର ବୈଜ୍ଞାନିକ କାରଣ ବି ରହିଛି

ଆପଣ ପ୍ରାୟ ସମୟରେ ହାଇୱେ କିମ୍ବା ସହରର ସଡକ ଉପରେ ଲାଗିଥିବା ଗଛରେ ଧଳା ରଙ୍ଗ ଲଗା ଯାଇଥିବାର ଦେଖିଥିବେ । ଭାରତରେ ବହୁ ଗଛରେ ଲାଲ ରଙ୍ଗ ମଧ୍ୟ ଦିଆଯାଇଥାଏ । ତେବେ ଏହା ପଛରେ କଣ କାରଣ ରହିଛି ତାହା ଆପଣ ଜାଣନ୍ତି କି?…

୬ ମାସ ମୋବାଇଲ ଗେମ୍ ଖେଳିବା ପାଇଁ ଏହି କମ୍ପାନୀ ଦେଉଛି ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ମୋବାଇଲ ଗେମ୍ ଖେଳୁଥିବା ଯୁବବର୍ଗଙ୍କ ପାଇଁ ଆସିଛି ଏକ ଖୁସିର ଖବର । ଏଣିକି ମୋବାଇଲରେ ଗେମ୍ ଖେଳିଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା । IQ00 କମ୍ପାନୀ ନିଜର ପ୍ରଥମ ଗେମିଙ୍ଗ ଅଫିସରଙ୍କୁ ଖୋଜୁଛି, ଏହି…

ଆଶ୍ଚର୍ଯ୍ୟଜନକ ଘଟଣା! ଜଣେ ବ୍ୟକ୍ତିଙ୍କର ଛାତିର ଡାହାଣ ପଟେ ରହିଥିଲା ‘ହୃଦୟ’, ଜୀବନ ପ୍ରତି ବିପଦ ଅଛି କି

ନୂଆଦିଲ୍ଲୀ: ମଣିଷର ଶରୀରର ଛାତିର ବାମ ପଟେ ହୃଦୟ ବା ଦିଲ୍ ରହିଥାଏ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କର ଶରୀରର ଡାହାଣ ପଟେ ତାଙ୍କର ହୃଦୟ ରହିଥିଲା ।…

ଫୋନ୍ ଗ୍ୟାଲେରୀରେ ଦିଶିବନି Whatsappର ଫଟୋ ଭିଡିଓ: ନୂଆ ଟ୍ରିକ ଆଣୁଛି କମ୍ପାନୀ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟି ଯାଇଛି । ଏବେ ଏହା କେବଳ ଟେକ୍ସଟ ମେସେଜ ଭିତରେ ସୀମିତ ନାହିଁ, ଏହି ଆପ୍ ସାହାଯ୍ୟରେ…

ସୌରମଣ୍ଡଳ ବାହାରେ ବୃହତ୍ତ ଗ୍ରହର ସନ୍ଧାନ, ବୃହସ୍ପତିି ଠାରୁ ୧୩ ଗୁଣ ବଡ

ନୂଆଦିଲ୍ଲୀ:ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆର୍ ଏଲ୍) ଅହମ୍ମଦାବାଦର ପ୍ରଫେସର ଅଭିଜିତ୍ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ଟିମ୍ ଏକ ବିଦେଶୀ ଗ୍ରହର ଠାବ କରିଛନ୍ତି । ଏହାର ଆକାର ବୃହସ୍ପତି ଠାରୁ ୧୩…

ଚିହ୍ନି ରଖନ୍ତୁ ଏହି ବୃକ୍ଷକୁ, ଆକର୍ଷଣୀୟ କିନ୍ତୁ ମାରାତ୍ମକ

ନୂଆଦିଲ୍ଲୀ: ଆମ ଏହି ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଲତା ରହିଛନ୍ତି । ଏହା ମଧ୍ୟରୁ କେତେକଙ୍କୁ ଆମେ ଘରର ଶୋଭା ବଢାଇବା ଲାଗି ଲଗାଇଥାଉ । ଅନ୍ୟ କିଛି ଗଛ ଲତା ଜଙ୍ଗଲୀ ହୋଇଥାଏ । ଏହି ସବୁ ଜଙ୍ଗଲୀ ଗଛ ଲତା ଆପେ ଆପେ…

ଚିଲିକାରୁ ଚିହ୍ନଟ ହେଲା ନୂତନ ପ୍ରଜାତିର କୋଚିଆ ମାଛ ‘କଳିଙ୍ଗ ଡୁଣା’: ZSI ଓ ଓଡ଼ିଶାର ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ହ୍ରଦରୁ ଏକ ବିରଳ ପ୍ରଜାତିର କୋଚିଆ ମାଛ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତିର ମାଛକୁ ‘କଳିଙ୍ଗ ଡୁଣା’ ବା ‘ପାଇସାଡାନାଫିସ୍ କଳିଙ୍ଗା’ ବୋଲି କୁହାଯାଉଛି । ଓଡ଼ିଶାର ଐତିହାସିକଙ୍କ…