fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ବିପଦ ଘଣ୍ଟି: ବର୍ଷା ପାଇଁ ମ୍ୟାଚ ନହେଲେ ସେମିରୁ ବାଦ ପଡିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି ୨୦ ବଶ୍ୱକପ୍ ସେମି ଫାଇନାଲରେ ଭାରତର ସ୍ଥାନକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଯଦି ନଭେମ୍ବର ୨ ତାରିଖରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବର୍ଷା ହୁଏ ତେବେ ଭାରତର ବିଶ୍ୱକପ୍…

ଧୋନୀଙ୍କ ଦଳରୁ ବାହାରିବେ କି ସାର୍ ଜାଡେଜା? ବଡ ବୟାନ ଦେଲା ଚେନ୍ନାଇ ସୁପର କିଙ୍ଗସ…

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପର ମଜା ନେଉଛନ୍ତି କୋଟି କୋଟି କ୍ରିକେଟ ଫ୍ୟାନ୍ସ । ଆଉ କିଛି ଦିନ ପରେ ଆରମ୍ଭ ହେବ ସର୍ବଶ୍ରେଷ୍ଠ ଟି-୨୦ ଲିଗ ଆଇପିଏଲ । ବିଶ୍ୱକପ ସରିବା ମାତ୍ରେ ଆଇପିଏଲ ପାଇଁ ଆରମ୍ଭ ହେବ…

ଋଷଭ ପନ୍ତ ନା ଦିନେଶ କାର୍ତ୍ତିକ? ବାଂଲାଦେଶ ବିପକ୍ଷରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ରୋହିତ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ବିଜୟଧାରାରେ ବ୍ରେକ ଲଗାଇଛି ସାଉଥ ଆଫ୍ରିକା । ତେବେ ଏହି ମ୍ୟାଚରେ ଭାରତର ଅନେକ ଦୁର୍ବଳତା ସାମନାକୁ ଆସିଛି । ଏସବୁ ଉପରେ ଗୁରୁତ୍ୱ ଦେଇ ପରବର୍ତ୍ତୀ ମ୍ୟାଚରେ ଏହାକୁ ସୁଧାରିବା…

ଭାରତ ପାଇଁ ଚିନ୍ତା ରାହୁଲଙ୍କ ଫର୍ମ: ମ୍ୟାଚରେ ଖେଳିବା ନ ଖେଳିବା ନେଇ କୋଚ ଦ୍ରାବିଡଙ୍କ ସଂକେତ

ନୂଆଦିଲ୍ଲୀ: ବିଶ୍ୱକପରେ ଟିମ ଇଣ୍ଡିଆ ଦମଦାର ବ୍ୟାଟିଂ ଜାରି ରଖିଛି । ତେବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଉପ-ଅଧିନାୟକ କେ.ଏଲ ରାହୁଲଙ୍କ ଖରାପ ଫର୍ମ । ଚଳିତ ବିଶ୍ୱକପରେ ୩ଟି ମ୍ୟାଚ ଖେଳିଥିବା ବେଳେ ସେ ମାତ୍ର…

Boundary ପାଖରେ ବ୍ୟାରୀଙ୍କ ସୁପରମ୍ୟାନ ଶୋ’: ପ୍ରଥମେ ବୋଲିଂ ଏବଂ ପରେ Fieldingରେ କମାଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆୟରଲାଣ୍ଡକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୪୨ ରନରେ ଏହି ମ୍ୟାଚ ଜିତି ସେମି ଫାଇନାଲ ଆଶାକୁ ଦୃଢୀଭୂତ କରିଛି ଦଳ । ତେବେ ଆୟରଲାଣ୍ଡ ଏହି ମ୍ୟାଚରେ ପରାଜୟ ବରଣ କରିଥିଲେ ସୁଦ୍ଧା ଦଳର…

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ରୋହିତ-ବିରାଟ: ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତକୁ ପ୍ରଥମ ପରାଜୟର ସାମନା କରିବାକୁ ପଡିଛି । ୫ ୱିକେଟରେ ଟିମ ଇଣ୍ଡିଆକୁ ହରାଇଛି ସାଉଥ ଆଫ୍ରିକା । ଏହାପରେ ଦଳର ବିଭିନ୍ନ ଦୁର୍ବଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।…

(Video)ଅମ୍ପାୟାରଙ୍କୁ ମାରିବାକୁ ଉଠାଇଲେ ୟୁଜବେନ୍ଦ୍ର ଚହଲ: କାହିଁକି? ଭିଡିଓ ଭାଇରାଲ…

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ନିଜର ତୃତୀୟ ମ୍ୟାଚରେ ପ୍ରଥମ ପରାଜୟର ସାମନା କରିଛି ଟିମ ଇଣ୍ଡିଆ । ତେବେ ଏହି ତିନୋଟି ଯାକ ମ୍ୟାଚରେ ଦଳର ଷ୍ଟାର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରିନାହିଁ । ସାଉଥ…

ଭାରତୀୟ ଦଳକୁ ଆକ୍ଷେପ କଲେ ଅଧିନାୟକ ବାଭୁମା, କହିଲେ- ଅନ୍ୟ ଦଳ ପରି ନିଜକୁ ଫେବରେଟ୍ କହିବାକୁ ଚାହୁଁନୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ଵ କପର ନିଜର ତୃତୀୟ ମ୍ୟାଚରେ ଭାରତକୁ ପାଞ୍ଚ ଓ୍ଵିକେଟରେ ହରାଇଛି। ଦ୍ଵିତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଗ୍ରୁପ ୨ର ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଥିବା ବେଳେ ପ୍ରଥମ ପରାଜୟ…

କାମ ଦେଲାନି ଭାରତର ବୋଲିଂ ଆଟାକ୍: ପ୍ରଥମ ପରାଜୟର ସାମନା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତକୁ ମିଳିଛି ପ୍ରଥମ ପରାଜୟ । ବ୍ୟାଟିଂରେ ଦୁର୍ବଳ ପ୍ରଦର୍ଶନ ପରେ ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ ଭାରତର ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚ ଉପରେ କବଜା କରିଛି…

ଫେଲ ମାରିଲେ ଭାରତୀୟ ବ୍ୟାଟ୍ସମ୍ୟାନ: ଦକ୍ଷିଣ ଆଫ୍ରିକାକୁ ମିଳିଲା ୧୩୪ ରନର ଟାର୍ଗେଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ତୃତୀୟ ମ୍ୟାଚରେ ଭାରତର ସବୁଠୁ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ବ୍ୟାଟିଂ ଅର୍ଡରକୁ ମଜବୁତ କରିବାକୁ ଯାଇ ଫେଲ ମାରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ସାଉଥ ଆଫ୍ରିକାର ବୋଲିଂ…