Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ପଞ୍ଜାବ କିଙ୍ଗସରେ ସାମିଲ ହେଲେ ଷ୍ଟାର ବୋଲର ଅର୍ଶଦୀପ: RTM ଜରିଆରେ କିଣିଲା PBKS
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆଇପିଏଲ-୨୦୨୫ ମେଗା ଅକ୍ସନ । ଅକ୍ସନର ପ୍ରଥମ ଖେଳାଳି ଭାବରେ ନିଲାମ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଅର୍ଶଦୀପ ସିଂହ । ୧୫.୭୫ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ…
ଅଷ୍ଟ୍ରେଲିଆ ଦେଖିଲା ‘ବିରାଟ’ ରୂପ: ଯଶସ୍ୱୀଙ୍କ ପରେ ଦମଦାର ଶତକ ହାସଲ କଲେ କିଙ୍ଗ କୋହଲି
ନୂଆଦିଲ୍ଲୀ: ପର୍ଥରେ ପୁଣିଥରେ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ । ଦୀର୍ଘ ଦିନରୁ ବଡ଼ ପାଳିକୁ ଅପେକ୍ଷା କରି ରହିଥିବା ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି ଏକ ଦମଦାର ଶତକ । ଅଷ୍ଟ୍ରେଲିଆ ବିପକ୍ଷ…
ପନ୍ତ, କେ.ଏଲ୍ ରାହୁଲ ଏବଂ ଶ୍ରେୟସଙ୍କ ଉପରେ ସମସ୍ତଙ୍କ ନଜର, ଚଳିତ ଥର ୨୫ କୋଟି ପାର୍ କରିବ କିଏ ?
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିୟର ଲିଗ୍ (ଆଇପିଏଲ) ମେଗା ଖେଳାଳି ନିଲାମ ରବିବାର ଆରମ୍ଭ ହେବାକୁ ଯାଉଛି । ସାଉଦୀ ଆରବର ଜେଦା ସହରସ୍ଥିତ ଆବାଦି ଅଲ୍ ଜୋଦାର ଏରିନାରେ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିଲାମ ପାଇଁ…
ଚାମ୍ପିୟନ୍ସ ଟ୍ରଫି ପାଇଁ BCCI ଓ PCB ସହ ଜରୁରୀ ବୈଠକ କରିବ ICC
ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ କୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଅଛି, କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା…
IPL 2025: ମେଗା ଅକ୍ସନର ଟାଇମିଂ ପରିବର୍ତ୍ତନ କଲା BCCI
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନର ଟାଇମିଂରେ ପରିବର୍ତ୍ତନ କରାଯାଇଛି । ବ୍ରଡକାଷ୍ଟର୍ସଙ୍କ ଅନୁରୋଧ କ୍ରମେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଏହି ସମୟ…
AUS vs IND 1st Test; ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ: ମାତ୍ର ୧୫୦ ରନରେ ଅଲଆଉଟ ହେଲା ବୁମରାହ ବାହିନୀ
ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ ନିରାଶଜନକ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ଖତରନାକ ବୋଲିଂ ୟୁନିଟ ଆଗରେ ହାର୍ ମାନିଛି ଭାରତ । ଅଷ୍ଟ୍ରେଲିଆର ପେସ୍ ଆଟାକକୁ ସାମନା କରିବାରେ ଫେଲ ହୋଇଛି ବୁମରାହ ବାହିନୀ ।…
ଖୁସି ଖବର, ଏହିଦିନ ଆରମ୍ଭ ହେବ IPL-2025: ୩ ବର୍ଷ ପାଇଁ ଜାରି ହେଲା Schedule
ନୂଆଦିଲ୍ଲୀ: ଆଇପିଏଲ ମେଗା ଅକ୍ସନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଅକ୍ସନରେ କେଉଁ ଦଳ କେଉଁ ଖେଳାଳିଙ୍କୁ ସାମିଳ କରିବ ସେ ନେଇ ଚାଲିଛି । ତେବେ ଏହା ଭିତରେ ଆଇପିଏଲ-୨୦୨୫କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି ।…
ଦଳରେ ନାହାନ୍ତି ଅଶ୍ୱୀନ-ଜାଡେଜା: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ବୁମରାହ, ନୀତିଶ-ହର୍ଷିତଙ୍କ ଡେବ୍ୟୁ
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବର୍ଡର ଗାଭାସ୍କର ଟ୍ରଫି । ପ୍ରଥମ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ଅନୁପସ୍ଥିତ ରହିଛନ୍ତି । ତେଣୁ ଅଧିନାୟକ ଭାର ଗ୍ରହଣ କରିଛନ୍ତି…
୨ ୱିକେଟ୍ କିପରଙ୍କୁ ନେଇ ଖେଳିବ ଟିମ୍ ଇଣ୍ଡିଆ; ବାହାରିବେ ରୋହିତ-ଗିଲ-ଜାଡେଜା, ପ୍ଲେଇଂ ଇଲେଭେନ୍…
ମୁମ୍ୱାଇ: ବର୍ଡର ଗାଭାସ୍କର ଟ୍ରଫି୨୦୨୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୨୨ରୁ ପର୍ଥରେ ଖେଳାଯିବ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ, ତେଣୁ ପର୍ଥ ଟେଷ୍ଟରେ…
ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ରବିନ୍ଦ୍ର ଜାଡେଜା! ଡେବ୍ୟୁ କରିବେ ନୀତିଶ… କ’ଣ ରହିବ ଭାରତର ?
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟକୁ ମଝିରେ କେବଳ ଗୋଟିଏ ଦିନ ବାକି ରହିଛି । ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ପର୍ଥରେ ମୁହାଁମୁହିଁ ହେବେ ।…