Browsing Category

ଅଲିମ୍ପିକ୍

ପାରାଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଭାରତୀୟ ତୀରନ୍ଦାଜ ସରିତା କୁମାରୀ, ବାହାରିଲେ ଶୀତଲ ଦେବୀ

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ଶନିବାର ଦିନ ତୀରନ୍ଦାଜୀରେ ମିଶ୍ରିତ ଫଳାଫଳ ମିଳିଛି । କାରଣ ଦେଶର ହାତ ନଥିବା ତୀରନ୍ଦାଜ ଶୀତଲ ଦେବୀ ଶନିବାର ଦିନ ପାରାଅଲିମ୍ପିକ୍ସରୁ ବାହାରିଥିବା ବେଳେ…

ଡାଇମଣ୍ଡ ଲିଗ୍ ଫାଇନାଲରେ ସ୍ଥାନ ପାଇଲେ ନୀରଜ ଚୋପ୍ରା; ଫିଙ୍ଗିଲେ ସିଜନର ଶ୍ରେଷ୍ଠ ଥ୍ରୋ 

ନୂଆଦିଲ୍ଲୀ: ଅଗଷ୍ଟ ୨୨ ତାରିଖ ଗୁରୁବାର ଲଉସାନ୍ ଡାଇମଣ୍ଡ ଲିଗ୍ ରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ସିଜନର ଶ୍ରେଷ୍ଠ ଥ୍ରୋ ୮୯.୪୯ ମିଟର ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ…

ଭାରତୀୟ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା: ପ୍ରତ୍ୟେକଙ୍କୁ ୧୫ ଲକ୍ଷ, ଓଡ଼ିଆ ଖେଳାଳି ଅମିତ୍‌ଙ୍କୁ ମିଳିଲା ୪ କୋଟି

ଭୁବନେଶ୍ବର: ଭାରତୀୟ ହକି ଦଳର ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ଓଡ଼ିଆ ଖେଳାଳି ଅମିତ୍‌ଙ୍କୁ ୪ କୋଟି ମିଳିଛି, ଗୋଲକିପର ଶ୍ରୀଜେସ୍‌ଙ୍କୁ…

(Video) ମନ କିଣିନେଲେ ମନୁ ଭାକର… ‘Kala Chashma’ ଗୀତରେ କାଂସ୍ୟ ବିଜୟୀନୀଙ୍କ ଠୁମକା…

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ଶୁଟର୍ ମନୁ ଭାକର । ଫ୍ୟାରିସ୍ ଅଲିମ୍ପିକ୍ସ ପରେ ସାରା ଭାରତ ପାଇଁ ସେ ପାଲଟିଛନ୍ତି ଗେହ୍ଲାଝିଅ । ପ୍ୟାରିସରେ ଶୁଟିଙ୍ଗର କମାଲ…

କାଲି ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍; ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍‌ ଯାଏଁ ହେବ ଶୋଭାଯାତ୍ରା

ଭୁବନେସ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା କାଲି ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍ । ନିକଟରେ ପ୍ୟାରିସ୍ ଅଲିମ୍ପିକ୍-2024ରେ ଜିତି ଥିଲେ ବ୍ରୋଞ୍ଜ ପଦକ । ବ୍ରୋଞ୍ଜ ପଦକ ଜିତି ସାରା ବିଶ୍ୱରେ ଦେଶର ମାନ ବଢ଼ାଇଛନ୍ତି ।…

“ଆମର ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଆମର ଲଢ଼େଇ ବାକି ଅଛି”; ବିନେଶ ଫୋଗାଟ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଛନ୍ତି ବିନେଶ ଫୋଗାଟ । ନୂଆଦିଲ୍ଲୀସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ପରେ ଭିନେଶଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଅଲିମ୍ପିକ୍ସ ପଦକ ବିଜେତା…

ପ୍ୟାରିସ୍ ଅଲିମ୍ପିକ୍ସ ପରେ ଭାରତ ଆସିଲେ ଭିନେଶ ଫୋଗାଟ; ସ୍ୱାଗତ କଲେ ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ 

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଛନ୍ତି ଭିନେଶ ଫୋଗାଟ। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭିନେଶ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ଏହି ଅବସରରେ…

Wrestlingକୁ ଫେରୁଛନ୍ତି ବିନେଶ ଫୋଗାଟ ୨.୦! ଲକ୍ଷ୍ୟ ପୂରଣ କରିବାକୁ ପୁଣି ହେବ ଲଢେଇ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ରୌପ୍ୟ ପଦକ ଆଶାକୁ ଧୂଳିସାତ୍ କରିଦେଇଛି କୋର୍ଟଙ୍କ ରାୟ । ଫାଇନାଲ ମ୍ୟାଚ୍ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ବିନେଶଙ୍କ ପଦକ ବିଜୟର…

ଭିନେଶଙ୍କ ମାମଲାକୁ ଖାରଜ କଲା ସିଏଏସ; ପଦକ ପାଇବେ ନାହିଁ ଫୋଗାଟ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ । ଫାଇନାଲ ମ୍ୟାଚ୍ ଦିନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ରହୁଥିବା…

Big Breaking; ଭିନେଶଙ୍କୁ ପୁଣି ମିଳିଲା ତାରିଖ: Silver Medal ମାମଲାରେ ଆଉ ଏକ Date ଦେଲେ କୋର୍ଟ

ନୂଆଦିଲ୍ଲୀ: ଆଶା-ନିରାଶାର ମାୟାଜାଲ ଭିତରେ ଫସି ରହିଛନ୍ତି ଭାରତୀୟ ରେସଲର ଭିନେଶ ଫୋଗାଟ । କୋର୍ଟ ପୁଣିଥରେ ଆଉ ଏକ ନୂଆ ତାରିଖ ଘୋଷଣା କରିଛନ୍ତି । ଭିନେଶଙ୍କ ଅପିଲରେ ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ…