
Browsing Category
ଖେଳ
ଅଲ୍ ଟାଇମ୍ ପ୍ଲେଇଂ XI ଚୟନ କଲେ ଯୁବରାଜ ସିଂହ; ଧୋନୀଙ୍କୁ କଲେ ନାହିଁ ସାମିଲ, ଫ୍ୟାନ୍ସ ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ନିଜ ପସନ୍ଦର ପ୍ଲେଇଂ XI ଘୋଷଣା କରିଛନ୍ତି । କହିରଖୁଛୁ ଚଳିତ ବର୍ଷ ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଭାରତୀୟ ଚମ୍ପିଆନ୍ସ ଦଳ ପାକିସ୍ତାନ ଚମ୍ପିଆନ୍ସଙ୍କୁ…
ଭାରତ-ଶ୍ରୀଲଙ୍କା ସିରିଜର ଶିଡ୍ୟୁଲ ବଦଳିଲା: ଦିନିକିଆ ଓ ଟି-୨୦ ପାଇଁ ନୂଆ ତାରିଖ ଘୋଷଣା କଲା BCCI
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜର ଶିଡ୍ୟୁଲରେ ପରିବର୍ତ୍ତନ ହୋଇଛି । ତେଣୁ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଓ ଦିନିକିଆ ମ୍ୟାଚ ପାଇଁ ନୂଆ ତାରିଖ…
WCL 2024 ଚାମ୍ପିୟନ୍ ହେଲା ଭାରତ: ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟ ମୈଦାନରେ ମୁହାଁମୁହିଁ ହୋଇଥିଲେ । ୱାର୍ଲ୍ଡ ଚାମ୍ପିୟନ୍ସ ଅଫ୍ ଲିଜେଣ୍ଡସ (ଡବ୍ଲ୍ୟୁସିଏଲ) ୨୦୨୪…
ବନ୍ଧୁଙ୍କ ଚିକିତ୍ସା ପାଇଁ ପେନସନ୍ ଦାନ କରିବେ କପିଲ ଦେବ, BCCIକୁ କଲେ ନିବେଦନ
ନୂଆଦିଲ୍ଲୀ: ଭାରତୀୟ ଟିମକୁ ପ୍ରଥମ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କପିଲ ଦେବ ବର୍ତ୍ତମାନ ଦୁଃଖି ଅଛନ୍ତି । ତାଙ୍କ ପୁର୍ବତନ ସାଥି କ୍ରିକେଟର ତଥା ବନ୍ଧୁ ବର୍ତ୍ତମାନ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି…
ବାର୍ବୋରା କ୍ରେଜିକୋଭା ୱିମ୍ବଲଡନ୍ ୨୦୨୪ ଚାମ୍ପିୟନ: ଫାଇନାଲରେ ହାରିଲେ ଜସ୍ମିନ ପାଓଲିନି
ନୂଆଦିଲ୍ଲୀ: ଚେକ୍ ଗଣରାଜ୍ୟର ମହିଳା ଟେନିସ ଷ୍ଟାର ବାର୍ବୋରା କ୍ରେଜିକୋଭା ୱିମ୍ବଲଡନ୍ ୨୦୨୪ରେ ଚାମ୍ପିୟନ ହୋଇଛନ୍ତି । କ୍ରେଜିକୋଭା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଇଟାଲିର ଜସ୍ମିନ ପାଓଲିନିଙ୍କୁ ୬-୨, ୨-୬, ୬-୪…
EURO 24: କିଏ ଜିତିବ ୟୁରୋକପ! କ’ଣ ରହିଛି ସମୀକରଣ, ୫୮ ବର୍ଷ ପରେ ଇଂଲଣ୍ଡ ପିନ୍ଧିବ କି ବିଜୟ ମୁକୁଟ….
ଓଡିଶା ଭାସ୍କର: ବର୍ଲିନ- ଜର୍ମାନୀର ଗୋଟିଏ ପାର୍ଶ୍ବରୁ ଆଉ ଗୋଟିଏ ପାର୍ଶ୍ବକୁ ଲମ୍ବିକି ଥିବା ମହାଦ୍ୱୀପୀୟ ପ୍ରତିସ୍ପର୍ଦ୍ଧା ଗୋଟିଏ ମାସର ଲମ୍ବା ଅବଧାନ ପରେ ଫାଇନାଲରେ ପହଞ୍ଚିଛି । ୟୁରୋକପ ୨୦୨୪ ର ଫାଇନାଲ ଫାଇଟ…
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି: ରିକି ପଣ୍ଟିଂଙ୍କୁ କୋଚ୍ ଦାୟିତ୍ୱରୁ ହଟାଇଲା ଫ୍ରାଞ୍ଚାଇଜି
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ପାଇଁ ନିଲାମୀ ଆରମ୍ଭ ହେବା ପୂର୍ବରୁ ଦଳ ଏକ ବଡ଼ ନିଷ୍ପତ୍ତି ନେଇଛି । ଖରାପ ପ୍ରଦର୍ଶନ ଯୋଗୁଁ କୋଚ୍ ରିକି ପଣ୍ଟିଂଙ୍କୁ…
Big Breaking ଯଶସ୍ୱୀଙ୍କ ବିସ୍ଫୋରକ ବ୍ୟାଟିଂ: ଚତୁର୍ଥ ଟି-୨୦ ସହ ସିରିଜ ଜିତିଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ବିଜୟ ହାସଲ କରି ସିରିଜ ହାତେଇଛି ଟିମ ଇଣ୍ଡିଆ । ଷ୍ଟାର ଓପନିଂ ଯୋଡ଼ି ଯଶସ୍ୱୀ ଜଏସ୍ୱାଲ ଏବଂ ଅଧିନାୟକ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତ ଏହି ମ୍ୟାଚ…
ସୁନ୍ଦରୀ ବ୍ରିଟିଶ ରାଜକୁମାରୀ ଦେଖିବେ ୱିମ୍ବିଲଡନ ପୁରୁଷ ଏକକ ଫାଇନାଲ ଫାଇଟ, ମୁହାଁମୁହିଁ ହେବେ କାର୍ଲୋସ- ଜୋକୋବିଚ..
ଓଡିଶା ଭାସ୍କର: ବ୍ରିଟେନ ରାଜକୁମାରୀ କେଟ ମିଡଲଟନ ଦେଖିବେ ୱିମ୍ବିଲଡନ ପୁରୁଷ ଏକକ ଫାଇନାଲ ଫାଇଟ । ଲଣ୍ଡନର ୱିମ୍ବିଲଡନ ଚାମ୍ପିଅନସିଫରେ ନୋବାକ ଜୋକୋବିଚ ଓ କାର୍ଲୋସ ଅଳ୍କାରେଜଙ୍କ ମ୍ୟାଚର ମଜା ନେବେ । ଆସନ୍ତାକାଲି…
(Video) KKR ମ୍ୟାନେଜମେଣ୍ଟର ବଡ଼ ଘୋଷଣା: ନୂଆ ମେଣ୍ଟର ବାଛିଲା ନାଇଟ ରାଇଡର୍ସ, ପରବର୍ତ୍ତୀ ସିଜନରୁ ଦାୟିତ୍ୱ…
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟରଙ୍କୁ ଦଳର ମେଣ୍ଟର ପଦରେ ନିୟୋଜିତ କରିଛି ନାଇଟ ରାଇଡର୍ସ । ଏ ନେଇ ନୂଆ ମେଣ୍ଟରଙ୍କ ନାଁ ମଧ୍ୟ ଘୋଷଣା କରିଛି ମ୍ୟାନେଜମେଣ୍ଟ । ପୂର୍ବତନ ପେସ୍ ବୋଲର ଝୁଲଣ…