Browsing Category

ଖେଳ

କ୍ରୀଡା ମନ୍ତ୍ରଣାଳୟର ବଡ଼ ନିଷ୍ପତି: ୨୦୨୨ ଏସିଆନ ଗେମ୍ସ ରେ ଅଂଶଗ୍ରହଣ କରିବେ ଭାରତୀୟ ପୁରୁଷ, ମହିଳା ଫୁଟବଲ ଦଳ

ନୂଆଦିଲ୍ଲୀ: ଚୀନ୍‌ର ହଙ୍ଗଝୁ ସହରରେ ସେପ୍ଟେମ୍ବର ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଏସିଆନ୍ ଗେମ୍ସରେ ଭାଗ ନେବେ ଭାରତୀୟ ପୁରୁଷ ଏବଂ ମହିଳା ଫୁଟବଲ୍ ଟିମ୍। କ୍ରୀଡ଼ା ମନ୍ତ୍ରଣାଳୟ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ…

କ୍ରିକେଟ ଜଗତରେ ଇତିହାସ ରଚିଲେ ପାକିସ୍ତାନର ସଉଦ ଶକିଲ

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କଲେ ପାକିସ୍ତାନ କ୍ରିକେଟର ସଉଦ ଶକିଲ । କଲମ୍ବୋଠାରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି…

‘ସୁପରହିରୋ’ ଭୂମିକାରେ ନଜର ଆସିବେ M.S Dhoni: ନୂଆ ସିନେମାରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ନିଜ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଥିବା ନେଇ ସେ ଗତ ଆଇପିଏଲରେ ସୂଚନା ଦେଇଛନ୍ତି । ତେବେ…

ବିଶ୍ୱକପରେ ଖେଳାଯିବନି ଭାରତ-ପାକିସ୍ତାନ ମହା ମୁକାବିଲା! ଅକ୍ଟୋବର ୧୫ ବଦଳରେ ମିଳିପାରେ ନୂଆ ତାରିଖ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । ଏଥିପାଇଁ ପ୍ରତ୍ୟେକ ଦଳ ଟ୍ରଫି ହାସଲ କରିବା ପାଇଁ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏହାସହିତ କ୍ରିକେଟପ୍ରେମୀମାନେ ମଧ୍ୟ ଏହାର ମଜା ନେବା ପାଇଁ ଟିକେଟ ବୁକିଙ୍ଗ…

ଅଧିନାୟକ ହରମନପ୍ରୀତଙ୍କ ଉପରେ ଆଇସିସି ଲଗାଇଲା ବ୍ୟାନ୍: ଜାଣନ୍ତୁ କେତେ ଦିନ ବାଦ୍ ପଡ଼ିବେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ବ୍ୟାନ ଆଦେଶ ଜାରି କରିଛି ଆଇସିସି । ଆଚାର ସଂହିତାର ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ହରମନଙ୍କ ଉପରେ ଏପରି ଏକ ଶକ୍ତ…

ବିଶ୍ୱରେକର୍ଡ: କିଲିଆନ ଏମବାପ୍ପେଙ୍କ ପାଇଁ ୩୦୦ ମିଲିୟନ ୟୁରୋ ବିଡ୍ ଦାଖଲ କଲା ସାଉଦି ଆରବ କ୍ଲବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫ୍ରାନ୍ସର କିଲିୟାନ ଏମବାପ୍ପେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି । ଗତ ଫିଫା ବିଶ୍ୱକପ ସମୟରେ ୨୪ ବର୍ଷୀୟ ଏମବାପ୍ପେ ଫାଇନାଲରେ ଯେଉଁଭଳି ଭାବେ ସଂଘର୍ଷ କରିଥିଲେ ତାଙ୍କ ଆଗରେ…

IND vs WI ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ବାଧା ସାଜିବ ବର୍ଷା! କିଏ ନେବ ସିରିଜ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ କଳାବାଦଲ ଢାଙ୍କି ହୋଇ ରହିଛି । ମ୍ୟାଚରେ ଭାରତ ଦ୍ରୁତ ଗତିରେ ବିଜୟ ଦିଗରେ ଆଗେଇ ଚାଲିଥିବା ବେଳେ ଦଳକୁ କ୍ଲିନ ସ୍ୱିପ କରିବାରେ ରୋକ ଲଗାଇପାରେ…

ଦିନିକିଆ ବିଶ୍ୱକପ ପାଇଁ BCCI କରୁଛି ନୂଆ ପ୍ଲାନ: କିଏ ପାଇବେ ସ୍ଥାନ? ଦେଖନ୍ତୁ ୧୫ ଜଣିଆ ଲିଷ୍ଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆହୁରି ପ୍ରାୟ ୩ ମାସ ବାକି ଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେ ନେଇ ଆଲୋଚନା…

Emerging Asia Cup ଫାଇନାଲରେ ଭାରତ ହାରିଲା କାହିଁକି: ପରାଜୟ ପଛର ୬ଟି ବଡ଼ କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ ଫାଇନାଲ ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୨ ରନ ସଂଗ୍ରହ କରିଥିବା ବେଳେ ଭାରତ ମାତ୍ର ୨୨୪ ରନରେ ଅଲଆଉଟ ହୋଇ…

ଭାରତର ସ୍ୱପ୍ନ ଧୂଳିସାତ: ଏମର୍ଜିଂ ଏସିଆ କପ ଫାଇନାଲରେ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ସ୍ୱପ୍ନ ଚୁରମାର ହୋଇଯାଇଛି । ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ନିକଟରୁ ୧୨୮ ରନରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଆଖ୍ୟା…