Browsing Category

ଖେଳ

ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ପଡିଲେ ରହାଣେ! ‘BCCI’ର ଟ୍ୱିଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରାହାଣେଙ୍କୁ ଉପଅଧିନାୟକ ପଦ ଦେଇଛି ବିସିସିଆଇ । ତେବେ ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ…

(Video) Mahi Bhai… Keep Playing…. ମଜାଦାର ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଧୋନୀଙ୍କୁ ଜଣାଇଲେ ଦୀପକ ଚହର

ନୂଆଦିଲ୍ଲୀ: ଆଜି ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି ଇଣ୍ଡିଆନ କ୍ରିକେଟର ପୂର୍ବତନ ତଥା ସର୍ବଶ୍ରେଷ୍ଟ ଅଧିନାୟକ ଏମ.ଏସ ଧୋନୀ । ଏହି ଅବସରରେ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ଷ୍ଟାର ଖେଳାଳି ମାହିଙ୍କୁ ଜନ୍ମ ଦିନର…

ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବା ପରେ ତମିମ ଅବସର ନିଷ୍ପତି ବଦଳାଇଲେ ତାମିମ ଇକବାଲ, ଖେଳିବେ ଆଗାମୀ ବିଶ୍ୱକପ୍‌

ନୁଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଦଳର ଦିନିକିଆ ଅଧିନାୟକ ତାମିମ ଇକବାଲ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ହସ୍ତକ୍ଷେପ ପରେ ତାମିମ…

(Video) ଅଷ୍ଟ୍ରେଲିଆ ୱିକେଟକିପର ଆଲେକ୍ସ କେରି ଓଠରେ ଧରିଲେ ବେନ ଡକେଟଙ୍କ କ୍ୟାଚ, ଭିଡିଓ ଭାଇରାଲ

ଲଣ୍ଡନ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ୍ ୨୦୨୩ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଜୁଲାଇ ୬ରେ ହେଡିଙ୍ଗଲି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା। ଖେଳର ପ୍ରଥମ ଦିନରେ ପ୍ରଶଂସକମାନେ ବହୁତ ଉତ୍ସାହ ଦେଖିବାକୁ ପାଇଲେ।…

୪୨ ବର୍ଷରେ ପାଦ ଥାପିଲେ ଚେନ୍ନାଇ ଅଧିନାୟକ ଧୋନି, ଜାଣନ୍ତୁ ‘ରାଞ୍ଚିର ରାଜକୁମାର’ଙ୍କ ନେଟୱର୍ଥ କେତେ

ନୂଆଦିଲ୍ଲୀ: ଜୁଲାଇ ୭ (ଶୁକ୍ରବାର) ରେ ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୪୨ ବର୍ଷ ପୁରିଛି। ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନି ଏବେ ବି ଆଇପିଏଲରେ ଖେଳୁଛନ୍ତି। ସେ ଗତ ସିଜନରେ…

ସ୍କଟଲାଣ୍ଡକୁ ହରାଇ ବିଶ୍ୱକପରେ ଏଣ୍ଟ୍ରି ମାରିଲା ନେଦରଲାଣ୍ଡସ: ୧୦ଟି ଟିମ ଏବେ ପୂରା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଭାଗ ନେବାକୁ ଥିବା ସମସ୍ତ ୧୦ଟି ଟିମର ନିଷ୍ପତ୍ତି ସରିଛି । ପୂର୍ବରୁ ଶ୍ରୀଲଙ୍କା କ୍ୱାଲିଫାୟାର ଜରିଆରେ ବିଶ୍ୱକପରେ ପ୍ରବେଶ କରିଥିବା ବେଳେ ଏବେ…

ମାତ୍ର ୩୪ ବର୍ଷ ବୟସରେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଲେ ତାମିମ ଇକବାଲ, ବିଶ୍ୱକପ୍ ପୁର୍ବରୁ ବାଂଲାଦେଶକୁ ଲାଗିଲା ବଡ଼ ଝଟକା

ନୁଆଦିଲ୍ଲୀ: ବାଂଲାଦେଶ ଟିମ୍‌ର ଅଭିଜ୍ଞ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଦିନିକିଆ ଟିମ୍‌ର ଅଧିନାୟକ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତରେ ହେବାକୁ ଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ T-20 ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ପାଣ୍ଡ୍ୟା ଅଧିନାୟକ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହିତ ଟିମରେ ତିଲକ ବର୍ମା ଓ ଯଶସ୍ୱୀ ଜୟସ୍ୱାଲଙ୍କୁ…

ୱିମ୍ବଲଡନରେ ନାଟୁ-ନାଟୁ ଗୀତର ଜଲୱା: ଭାଇରାଲ ହେଲା ଜୋକୋଭିକ୍ ଓ ଅଲକାରାଜଙ୍କ ହୁକ ଷ୍ଟେପ ପୋଷ୍ଟର

ନୂଆଦିଲ୍ଲୀ: ସମ୍ମାନଜନକ ଟେନିସ୍ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୱିମ୍ବଲଡନ୍ ୨୦୨୩ ଜୁଲାଇ ୩ରୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଟେନିସ୍ ଜଗତର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରେ ଶ୍ରେଷ୍ଠ ମ୍ୟାଚ୍ ଖେଳିବାର…

SAFF Championship: ପେନାଲଟି ଶୁଟ୍ ଆଉଟରେ କୁଏତକୁ ୫-୪ରେ ହରାଇ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ (ସାଫ) ଚାମ୍ପିୟନଶିପରେ ଆଜି ଭାରତ-କୁଏତ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା ଖେଳ ୧-୧ ସ୍ଥିତିରେ ବରାବର ରହିଥିଲା । ଫଳରେ ପେନାଲଟି ଶୁଟ୍…