Browsing Category
ଖେଳ
ଏସିଆ କପ୍ ରେ ଭାରତୀୟ ଟିମ୍ ର ନେତୃତ୍ୱ ନେବେ ରୁପିନ୍ଦର ପାଲ ସିଂ, ସ୍ଥାନ ପାଇଲେ ୪ ଓଡ଼ିଆ ଖେଳାଳୀ
ନୁଆଦିଲ୍ଲୀ: ଅଭିଜ୍ଞ ରୁପିନ୍ଦର ପାଲ ସିଂଙ୍କ ନେତୃତ୍ୱରେ ଏସିଆ କପ୍ ଲାଗି ଭାରତୀୟ ଦଳର ଘୋଷଣା କରିଛି ହକି ଇଣ୍ଡିଆ । ସେହିପରି ଓଡ଼ିଆ ତାରକା ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା ଅବସର ପରେ ପୁଣି ଦଳକୁ ଫେରିଥିବା ବେଳେ…
ମୁମ୍ବାଇକୁ ବଡ଼ ଝଟକା, ଚଳିତ ସିଜନ୍ ରୁ ସମ୍ପର୍ଣ୍ଣ ବାଦ୍ ପଡ଼ିଲେ ଏହି ତାରକା ବ୍ୟାଟ୍ସମ୍ୟାନ୍
ମୁମ୍ବାଇ: ମୁମ୍ବାଇର ତାରକା ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବ ଇଞ୍ଜୁରୀ କାରଣରୁ ଚଳିତ ଅଇପିଏଲ ସିଜରୁ ସମ୍ପୁର୍ଣ୍ଣ ବାଦ୍ ପଡ଼ିଛନ୍ତି । ଗୁଜରାଟ ବିପକ୍ଷ ମ୍ୟାଚ୍ ସମୟରେ ବାମ ମୁଣ୍ଡର ମାଂସପେଶୀରେ ଆଘାତ ପାଇଥିଲେ ।…
ଟି-୨୦ରେ ଧୋନୀଙ୍କ ନାମରେ ଦ୍ୱିଶତକ: ପଛରେ ପଡିଲେ ଅନେକ ଧୁରନ୍ଧର ଖେଳାଳି
ମୁମ୍ବାଇ: ନିଜ ନାମରେ ଆଉ ଏକ ଅପୂର୍ବ ରେକର୍ଡ ଯୋଡିଛନ୍ତି । ଟ-୨୦ କ୍ରିକେଟରେ ଏକ ଦ୍ୱିଶତକ ହାସଲ କରିଛନ୍ତି ମାହି । ଏହି ଦ୍ୱିଶତକ ଅବଶ୍ୟ ତାଙ୍କ ବ୍ୟାଟରୁ ଆସିନାହିଁ, କିନ୍ତୁ ଏହାକୁ ଏକ ଅପୂର୍ବ ଡବଲ ସେଞ୍ଚୁରୀ ବୋଲି…
ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ହେବ ବଡ ଲଢେଇ: ମୁହାଁମୁହିଁ ହେବେ ହାର୍ଦ୍ଦିକ ଏବଂ ରାହୁଲ
ମୁମ୍ବାଇ: ଚଳିତ ବର୍ଷ ପ୍ରଥମ ସିଜନରେ ହିଁ ଧମାକାଦାର ପ୍ରଦର୍ଶନ ଜାରି ରଖିଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୧୧ଟି ମ୍ୟାଚରୁ ୮ଟି ଲେଖାଏଁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନ…
ପ୍ଲେ ଅଫର ଦୋଛକିରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀ କହିଲେ- ସ୍କୁଲରେ ବି ଗଣିତରେ ଭଲ ନଥିଲି
ନୂଆଦିଲ୍ଲୀ: କ୍ରିକେଟ୍ ଖେଳ ବେଳେ ବେଳେ ଗଣିତର କଠିନ ପ୍ରଶ୍ନ ପରି ହୋଇଥାଏ। ଯେଉଁଠି ଗୋଟିଏ ଜୟ ଏବଂ ପରାଜୟ ପରେ ଏମିତି ସମୀକରଣ ତିଆରି ହୋଇଥାଏ ଯାହାକୁ ବୁଝିବା ବହୁତ ମୁସ୍କିଲ ହୋଇଥାଏ। ଆଇପିଏଲ ୨୦୨୨ରେ ମଧ୍ୟ…
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20: ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ OCA
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ମାସରେ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚକୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଜୁନ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ…
ଦିଲ୍ଲୀ ଉପରେ ଭାରି ପଡିଲେ ଚେନ୍ନାଇ ବୋଲର: ବିଶାଳ ସ୍କୋରର ପିଛା କରି ୧୧୭ରେ ଅଟକିଲା ପନ୍ତ ପାୱାର
ମୁମ୍ବାଇ: ଧମାକାଦାର ବ୍ୟାଟିଂ, ଆଉ ପରେ ଜବରଦସ୍ତ ବୋଲିଂର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂରେ କମାଲ କରି ୨୦୯ ରନର ବିଜୟ ଲକ୍ଷ୍ୟ ଦେବା ପରେ ଦିଲ୍ଳୀକୁ ଧୂଳି ଚଟାଇଛି ଚେନ୍ନାଇ । ଧୋନୀଙ୍କ ବୋଲର…
ଦିଲ୍ଲୀ ବିରୋଧରେ ଧୋନୀଙ୍କ ଧମାଲ: ମାତ୍ର ୨୧ ରନ କରି ବି ରେକର୍ଡ କଲେ କ୍ୟାପଟେନ କୁଲ ମାହି
ମୁମ୍ବାଇ: ଦିଲ୍ଲ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଚାଲିଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ୨୦୯ ରନର ଟାର୍ଗେଟ ଦେଇଛି ଚେନ୍ନାଇ । ଡେଭନ କନୱେଙ୍କ ଦମଦାର ପାଳି…
ଦିଲ୍ଲୀକୁ ୨୦୯ ଟାର୍ଗେଟ: ଦମଦାର ବ୍ୟାଟିଂ ବଳରେ କ୍ୟାପିଟାଲ୍ସକୁ ବିରାଟ ଲକ୍ଷ୍ୟ ଦେଲା ଚେନ୍ନାଇ
ମୁମ୍ବାଇ: ଚେନ୍ନାଇ ବିପକ୍ଷରେ ଆଜିର ମ୍ୟାଚ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି ୨୦୯ ରନର ଏକ ବିରାଟ ଲକ୍ଷ୍ୟ । ଟସ ଜିତି ବୋଲିଂ କରିବା ନିଷ୍ପତ୍ତି ଋଷଭ ପନ୍ତଙ୍କ ଉପରେ ସେତେଟା ଫଳପ୍ରଦ ହୋଇନାହିଁ ।…
ହାଇଦ୍ରାବାଦ ଆଗରେ ୧୯୩ ରନ୍ ଲକ୍ଷ୍ୟ ଧାର୍ଯ୍ୟ କଲା ବାଙ୍ଗାଲୋର, ଶେଷ ଓଭରରେ ୨୫ ରନ୍ ଯୋଡ଼ିଲେ କାର୍ତ୍ତିକ
ମୁମ୍ବାଇ: ଆଇପିଏଲ ୨୦୨୨ର ୫୪ ମ୍ୟାଚ୍ ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଛି । ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି।…