fbpx
BSKY SKY
BSKY SKY
Browsing Category

ଖେଳ

ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ରୋହିତ: ଆମେ ଯେଉଁଭଳି ଭାବରେ ବିଶ୍ୱକପ୍‌ ଖେଳିଥିଲୁ…

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏହି…

କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇପାରିବେ କି ରୋହିତ ଶର୍ମା? କାଲି ରହିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ODI ବିଶ୍ୱକପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା। କ୍ରମାଗତ ୧୦ ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ । ହେଲେ…

କାହିଁକି ଟେଷ୍ଟ ସିରିଜରୁ ଓହରିଗଲେ ଇଶାନ୍ କିଶାନ? ଏହି ଖେଳାଳିଙ୍କୁ ସୁଯୋଗ ଦେଲା BCCI

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଅଚାନକ ନିଜ ନାମ ଫେରାଇ ନେଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ୍ । ମାନସିକ ଚାପରୁ ବିରତୀ ପାଇବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଷ୍ଟାର…

ଟି-୨୦ ବିଶ୍ୱକପରେ ଇଂଲଣ୍ଡକୁ ସମର୍ଥନ କରିବେ କାଏରନ୍ ପୋଲାର୍ଡ: ଦଳରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦଳକୁ ସମର୍ଥନ କରିବେ ପୋଲାର୍ଡ । ବିଶ୍ୱକପ ପାଇଁ…

ମୁଁ ପଦ୍ମଶ୍ରୀ ଫେରାଇ ନେବି ନାହିଁ, ଯେପର୍ଯ୍ୟନ୍ତ….WFI ର ମାନ୍ୟତା ରଦ୍ଦ ହେବା ପରେ ଏମିତି କହିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ବା ଭାରତୀୟ କୁସ୍ତି ମହାସଂଘ(WFI) ର ମାନ୍ୟତା ରଦ୍ଦ ହେବା ପରେ ରବିବାର (୨୪ ଡିସେମ୍ବର), ବିଖ୍ୟାତ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ନ୍ୟାୟ ପାଇବା ପର୍ୟ୍ୟନ୍ତ ସେ…

ଖୁବଶୀଘ୍ର ଫେରୁଛନ୍ତି Captain ହାର୍ଦ୍ଦିକ: ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଖୁସି ଖବର

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ଟିମ ଇଣ୍ଡିଆ ପାଇଁ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି । ଦିନିକିଆ ସିରିଜରେ ଷ୍ଟାର ବ୍ୟାଟର ଋତୁରାଜ…

ଭାରତର ଐତିହାସିକ ବିଜୟ; ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ

ମୁମ୍ୱାଇ: (ଓଡ଼ିଶା ଭାସ୍କର) ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳର…

ଖେଳ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ରଦ୍ଦ ହେଲା ଭାରତର କୁସ୍ତି ମହାସଂଘ WFI

ନୂଆଦିଲ୍ଲୀ: ଭାରତର କୁସ୍ତି ମହାସଂଘ(WFI) ବିରୋଧରେ ଖେଳ ମନ୍ତ୍ରଣାଳୟ ନେଇଛି ଏକ ବଡ଼ ନିଷ୍ପତ୍ତି । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରଣାଳୟ । କୁସ୍ତି ମାହସଂଘର ନବ ନିର୍ବାଚିତ…

ନ ଥିଲା Family Emergency… କାହିଁକି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଆସିଲେ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ କେଳିବାକୁ ଯାଉଛି । ଟେଷ୍ଟ ସିରିଜ ପାଇଁ ଡିସେମ୍ବର ୧୫ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲା ଭାରତୀୟ ଦଳ ।…

ବ୍ୟାଡମିଣ୍ଟନରେ ସାତ୍ବିକ-ଚିରାଗଙ୍କ ନୂଆ ରେକର୍ଡ: ପଛରେ ରହିଗଲେ ସିନ୍ଧୁ

ଓଡ଼ିଶା ଭାସ୍କର:  ସରିବାକୁ ବସିଲାଣି ବର୍ଷ୨୦୨୩, ଆଶାତିତ ଖୁସି ପାଇଲେନି ଭାରତୀୟ ବ୍ୟାଡମିଣ୍ଟନ ପ୍ରଶଂସକ। ପୁରୁଷ ବର୍ଗରେ ବିଶେଷକରି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ି ରେକର୍ଡ ଭାଙ୍ଗି…