Browsing Category

Top Stories

ଆଇବି ସିକ୍ୟୁରିଟି ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ, ୧୦ମ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆପ୍ଲାଏ

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ସିକ୍ୟୁରିଟି ଆସିଷ୍ଟାଣ୍ଟ/ଏକ୍ସଇକ୍ୟୁଟିଭ (SA/Exe) ପଦବୀ ପାଇଁ ୪,୯୮୭ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହା…

PM Kisan Yojana: ଚାଷୀଙ୍କ ପାଇଁ ଗୁଡନ୍ୟୁଜ୍, ଅଗଷ୍ଟ ୫ରେ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା !

ନୂଆଦିଲ୍ଲୀ: ପ୍ରତିକ୍ଷାର ହେଲା ଅନ୍ତ । ଫାଇଲାନ ହେଲା ତାରିଖ । ଅଗଷ୍ଟ 5ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 20 ତମ କିସ୍ତି । PM Kisan Yojana ଯୋଜନା ସହିତ ଜଡ଼ିତ ସମସ୍ତ…

୨୦୦୦ ଟଙ୍କାରୁ ଅଧିକ UPI ଟ୍ରାନଜାକ୍ସନରେ ଲାଗିବ କି GST ? ସରକାର ଦେଲେ ଜବାବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଗୁଜବ ଦ୍ରୁତ ଗତିରେ ବ୍ୟାପିଥିଲା ଯେ, ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI (ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍) ଟ୍ରାନଜାକ୍ସନ ଉପରେ ସରକାର GST (ଗୁଡସ୍ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ)…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଚୁକ୍ତି ବାତିଲ କରି ଲୋକଙ୍କ ସହ କଲେ ବିଶ୍ୱାସଘାତକତା: ନବୀନଙ୍କ କଡ଼ା ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ବିଜେପି ସରକାରଙ୍କୁ ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଚୁକ୍ତି ବାତିଲ କରିବା ନେଇ କଡ଼ା ସମାଲୋଚନା…

ବୋତଲ ଠିପି ଖୋଲିଦେଲା ବେବଫା ସ୍ତ୍ରୀର ରାଜ୍; ପ୍ରେମିକ ସହ ମିଶି କଲା ହତ୍ୟା, ଛାତି ଥରାଇ ଦେବ ଏ କାହାଣୀ

ବେଙ୍ଗାଲୁରୁ: ବୋତଲ ଠିପି, ଚପଲ ଖୋଲିଲା ହତ୍ୟାର ରହସ୍ୟ । ବ୍ୟକ୍ତିଙ୍କ ମୃତ୍ୟୁରେ ଯିଏ ବେଶି କାନ୍ଦୁଥିଲା, ସେ ହିଁ ବାହାରିଲା ହତ୍ୟାକାରୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ ।…

ଘରୋଇ କଳିର କରୁଣ ପରିଣତି, ବାପା-ମା ଟଣାଟଣିରେ ତଳେ ପଡ଼ିଲା ଛୁଆ, ଚାଲିଗଲା ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦମ୍ପତିଙ୍କ ଝଗଡ଼ାରେ ତଳେ ପଡ଼ି ଦୁଇ ବର୍ଷର ନିଷ୍ପାପ ଶିଶୁର ମୃତ୍ୟୁ ହୋଇଛି । ସେପଟେ ଶ୍ବଶୁର ଘର ଲୋକେ ସ୍ବାମୀ ଉପରେ ନିର୍ଦ୍ଦୋଶ ଶିଶୁକୁ…

BIG Breaking: ବିଜେଡିରୁ ବିଦା ହେଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

ଭୁବନେଶ୍ବର: ବଡ଼ ଖବର । ବିଜୁ ଜନତା ଦଳରୁ ବିଦା ହେଲେ ଅମରେଶ ଜେନା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଷ୍କର୍ମ ମାମଲାରେ ଫସିଥିବା ଅମରେଶ…

ଡ୍ରାଇଭିଂ ଲାଇସେନ୍ସ ଏକ୍ସପାରି ହୋଇଯାଇଛି କି ? ମିନିଟ୍‌ରେ ଅନଲାଇନରେ ଏହିପରି କରନ୍ତୁ ରିନ୍ୟୁ

ଯଦି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର ଏକ୍ସପାରି ହୋଇଯାଇଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଏବେ ଆପଣ ଘରେ ବସି କିଛି ମିନିଟ୍‌ରେ ଅନଲାଇନ୍‌ ମାଧ୍ୟମରେ ନିଜର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ…

ChatGPTରେ ବ୍ୟକ୍ତିଗତ କଥାବାର୍ତ୍ତା କୋର୍ଟରେ ହୋଇପାରେ ପ୍ରମାଣ, ଚେତାବନୀ ଦେଲେ ସାମ୍ ଆଲ୍ଟମାନ୍

ଓପନ୍ ଏଆଇର ସିଇଓ ସାମ୍ ଆଲ୍ଟମାନ୍ ଚେତାବନୀ ଦେଇଛନ୍ତି ଯେ, ChatGPT ସହିତ ବ୍ୟକ୍ତିଗତ କଥାବାର୍ତ୍ତା କୋର୍ଟ ମାମଲାରେ ପ୍ରମାଣ ଭାବେ ବ୍ୟବହୃତ ହୋଇପାରେ। ଅନେକ ବ୍ୟବହାରକାରୀ ଏଆଇ ଚାଟବଟ୍ ChatGPTକୁ ଥେରାପିଷ୍ଟ…

ରାତିରାତି କୋଟିପତି ହେବା ନିଶା; ଘରେ ଚାଲିଥିଲା ଦୋକାନ, ଖଟାଖଟ ଛପା ହେଉଥିଲା ନୋଟ୍, ସତ ଜାଣିଲେ ଉଡ଼ିଯିବ ହୋସ୍

କୋଲକାତା: ପଶ୍ଚିମବଙ୍ଗର ହୁଗୁଳିରେ ଅନଲାଇନ୍ ସାଇବର ଠକେଇ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ମହମ୍ମଦ ଅଫସର। ପୋଲିସ ଅଭିଯୁକ୍ତଙ୍କଠାରୁ ଅନେକ ମୋବାଇଲ୍…