fbpx
Browsing Category

Top Stories

ସରକାର କମାଇଲେ ଗ୍ୟାସ୍ ଦର: ଜାଣନ୍ତୁ CNG ଓ PNG ଉପରେ କ’ଣ ପଡିଲା ପ୍ରଭାବ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି । ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ…

ଆସୁଛି ରିଜର୍ଭ ବ୍ୟାଙ୍କର ‘ଡିଜିଟା’, ଏଣିକି ଅନଲାଇନ୍ ଠକେଇ ଉପରେ ଲାଗିବ ଲଗାମ୍

ନୂଆଦିଲ୍ଲୀ: ଅନଲାଇନ୍ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡିଜିଟାଲ୍ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଗମ୍ଭୀରତାର ସହ ବିଚାର କରୁଛି । ‘ଡିଜିଟା' ଦେଶରେ ବୃଦ୍ଧି…

ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ସୋରିଷ: ହାର୍ଟକୁ ରଖିଥାଏ ସୁସ୍ଥ

ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତିରେ ସୋରିଷକୁ ବ୍ୟବହାର କରୁ । ମାତ୍ର ଆପଣମାନେ ଜାଣନ୍ତି କି କେବଳ ରୋଷେଇ କାର୍ଯ୍ୟରେ ନୁହେଁ , ସୋରିଷ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଏଥିରେ ଅନେକ ମାତ୍ରାରେ ପୋଷକ…

(Video)କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ମୁକ୍ତି ସହିତ ଆଜି ମହାର‌୍ୟାଲିରେ ଇଣ୍ଡିଆ ମେଣ୍ଟ ରଖିଲା ୫ ସୂତ୍ରୀ ଦାବୀ

ନୂଆଦିଲ୍ଲୀ:ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର‌୍ୟାଲି ଆୟୋଜିତ ହୋଇଯାଇଛି । ଏହି ର‌୍ୟାଲି ଜରିଆରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୫ ସୂତ୍ରୀ ଦାବୀ ଉପସ୍ଥାପନ କରାଯାଇଛି । ଏଥିରେ କୁହାଯାଇଛି କି…

Parenting tips: ପିତାମାତାଙ୍କ ଏହି ଭୁଲ୍ ଯୋଗୁ ପିଲା ହୋଇଥାନ୍ତି ଜିଦିଆ ଓ ବଦ୍‌ରାଗୀ

ଓଡ଼ିଶା ଭାସ୍କର:ଛୋଟ ପିଲା ନିଜ ଆଖପାଖ ପରିବେଶରୁ ବହୁତ କିଛି ଶିଖିଥାଏ । କିଛି ପିଲାଙ୍କ ସ୍ୱଭାବ ବହୁତ ଶାନ୍ତ ଓ ସହଜ ହୋଇଥିବା ବେଳେ ଆଉ କିଛି ପିଲା ବହୁତ ଜିଦିଆ ଓ ରାଗୀ ହୋଇଥାନ୍ତି । ତେବେ ଆପଣ କେବେ ଭାବିଛନ୍ତି କି…

ବିନା ଖାଇବା-ପିଇବାରେ ଘଣ୍ଟା ଘଣ୍ଟା କାମ, ଟାର୍ଗେଟ ପୂରଣ ନହେଲେ ଦଣ୍ଡ: ଜାଣନ୍ତୁ କମ୍ବୋଡିଆରେ କେମିତି ଫସିଲେ ୫ ହଜାର ଭାରତୀୟ

ନୂଆଦିଲ୍ଲୀ: କାମ୍ବୋଡିଆରେ ୫୦୦୦ ରୁ ଅଧିକ ଭାରତୀୟ ଫସିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଲୋକଙ୍କୁ ବିଦେଶରେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଅଟକ ରଖାଯାଇଛି । କେବଳ ଏତିକି ନୁହେଁ, ସେମାନେ ଘରକୁ ଫେରୁଥିବା ଭାରତୀୟଙ୍କ…

ପାନ ଖାଇବା ପରେ ଭୁଲ୍‌ରେ ବି ଖାଆନ୍ତୁନି ଏହିସବୁ ଜିନିଷ, ଭୋଗିବାକୁ ପଡିପାରେ ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର:ପାନ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି । ଏହା ହଜମ ପ୍ରକ୍ରିୟା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ । ପୂଜା ସମୟରେ ମଧ୍ୟ ପାନ ପତ୍ରର ଉପଯୋଗ କରାଯାଏ । ଆମ ସଂସ୍କୃତିରେ ଖାଦ୍ୟ ଖାଇବା ପରେ ପାନ…

ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ କମିବ ଦିନ ତାପମାତ୍ରା : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆଜି ସକାଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀର ପ୍ରଭାବରେ…

(Video)‘ଭୋଟ୍ ଦିଅ, ନୋଟ୍ ବି ଦିଅ’: ଏପରି କହି ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ:ନିର୍ବାଚନ ସମୟରେ ନୋଟ୍ ଦେଇ ନେତାମାନେ ଭୋଟ୍ କିଣୁଥିବା ବେଳେ ଏବେ କିନ୍ତୁ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି । ଏବେ କଂଗ୍ରେସର ଜଣେ ପ୍ରାର୍ଥୀଙ୍କ ଭିଡିଓ ସାମ୍ନାକୁ ଆସିଛି ଯିଏକି ଲୋକଙ୍କ ମଧ୍ୟକୁ ଯାଇ ଭୋଟ…

୨୦୨୪ ଲୋକସଭା ନିର୍ବାଚନରେ ହେଉଛି ମ୍ୟାଚ୍ ଫିକ୍ସିଂର ପ୍ରୟାସ, ଏପରି ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଇଣ୍ଡିଆ ମେଣ୍ଟ ମହାର‌୍ୟାଲି କରୁଛି । ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିରୋଧୀ ମେଣ୍ଟର ଏହି ର‌୍ୟାଲିକୁ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଛି । ଏହି…