Browsing Category

Top Stories

ନୀତିଶ,ଲାଲୁ, ମାଝୀଙ୍କ ପୋଲ ଖୋଲିଲେ ପିକେ, ନେତାଙ୍କ ପରିବାରବାଦକୁ କଲେ ଆକ୍ରମଣ

ନୂଆଦିଲ୍ଲୀ: ଜନ ସୁରାଜର ପ୍ରତିଷ୍ଠାତା ଶୁକ୍ରବାର ଗୟାରେ ଏକ ପ୍ରେସ କନଫେରେନ୍ସ ଡକାଇ ପୁଣି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ । ଖାଲି ନୀତିଶ ନୁହଁନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ…

ଦୀପାବଳି ପାଇଁ ଦୀପ ଲଗାଇ ଶୋଇଥିଲେ, ନିଆଁ ଲାଗି ଜୀବନ୍ତ ଦଗ୍ଧ ହେଲେ ଦମ୍ପତି

ନୂଆଦିଲ୍ଲୀ: ଭାବିଥିଲେ ଠାକୁରଙ୍କ ପାଖେ ଦୀପ ଜାଳି ଦୀପାବଳି ପାଳନ କରିବେ । ହେଲେ ସୁଖର ପର୍ବ ଭିତରେ ଘୋଟି ଆସିଲି ଦୁଃଖ । ସେହି ଦୀପ ନିଆଁରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲା ପୁରା ପରିବାର । ଦମ୍ପତିଙ୍କ ସହିତ ଘରୋଇ…

ନଭେମ୍ବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ଛୁଟିର ଲିଷ୍ଟ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନଭେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ଏହି ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଚାରିଟି ରବିବାରକୁ ମିଶାଇ ମୋଟ ୧୩ ଦିନ ଛୁଟି ରହିବ ବ୍ୟାଙ୍କ।…

ବାଇକର ଦାମ ଯାହା, ସେଥିରେ କିଣି ହେବ ୨-୩ଟି ଦାମୀ କାର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅନେକ ବାଇକ ରହିଛି । ଏସବୁ ମଧ୍ୟରେ ହିରୋ, ହୋଣ୍ଡା, ଟିଭିଏସ, ବାଜାଜ, କାୱାସାକି ଆଦିର ଚାହିଦା ଯୁବପିଢିଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଥାଏ । ଏସବୁ ବ୍ୟତୀତ ଭାରତରେ ଅନେକ ବାଇକ…

ପାର୍ବଣ ଋତୁରେ BSNLର ଉପହାର: ଶସ୍ତା ରିଚାର୍ଜ ପ୍ଲାନ୍ ଆଣି କରିଦେଲା ଖୁସି

ପାର୍ବଣ ଋତୁରେ ୮ କୋଟିରୁ ଅଧିକ ଗ୍ରାହକଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି BSNL। ବାସ୍ତବରେ କମ୍ପାନୀ ଏହାର ଏକ ଶସ୍ତା ରିଚାର୍ଜ ପ୍ଲାନ୍ ସହିତ ମାଗଣା ଡାଟା ଦେଉଛି। ଆସନ୍ତୁ ଜାଣିବା ଏହା ବିଷୟରେ ...…

ବାରରେ ନାଚ ସମ୍ପୂର୍ଣ୍ଣ ବ୍ୟାନ୍, ରଦ୍ଦ ହୋଇପାରେ ଲାଇସେନ୍ସ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ବାରକୁ ନେଇ କଠୋର ହୋଇଛି ଅବକାରୀ ବିଭାଗ । ବାରରେ ଗୀତ ଗାଇବା ଛଡ଼ା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆଣାଯାଇଥିବା ଏହି ଗାଇଡଲାଇନ କୁ ଉଲଂଘନ କଲେ ନିଆଯିବ କୋଠର…

(video) ନରକ ଚତୁର୍ଦ୍ଦଶୀ ଅବସରରେ ଦେବୀରମ୍ମା ମନ୍ଦିରରେ ପ୍ରବଳ ଭିଡ, ଖସିପଡି ୧୨ ଆହତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିକ୍କମଗଲୁରୁରେ ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଛି । ଏଥିରେ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁବାର କାଳୀପୂଜା ଅବସରରେ ଚିକ୍କମଗଲୁରୁର ଦେବୀରମ୍ମା ପାହାଡ ଉପରେ ଥିବା ମନ୍ଦିରକୁ…

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା; ଆଜି ଆସିବ ଗାଇଡଲାଇନ୍, ଏହି ଦିନ ଆସିବ ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଆଜି ସୁଭଦ୍ରାକୁ ନେଇ ଆସିବ ନୂଆ ଗାଇଡଲାଇନ୍ । ଦିନ 3ଟାରେ ବୈଠକ ବସିବା ନେଇ…

Kukur Puja: ଗଳାରେ ଫୁଲମାଳ-ମଥାରେ ଟିକା, ଦୀପାବଳି ପରଦିନ ଏଠାରେ ହୁଏ କୁକୁର ପୂଜା

ନୂଆଦିଲ୍ଲୀ: କୁକୁରକୁ ବିଶ୍ବସ୍ଥ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ । ଅନେକ ସ୍ଥାନରେ ଲୋକେ କୁକୁରକୁ ଘରେ ଆଣି ରଖିଥାନ୍ତି । ତେବେ ବିଶ୍ବରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ କି କୁକୁରଙ୍କୁ ପୂଜା କରାଯାଇଥାଏ ।…

ଦାନା ବାନ୍ଧୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ବଡ଼ ବର୍ଷା ଆଶଙ୍କା, ଜାଣନ୍ତୁ ତାରିଖ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଫଳରେ ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୬-୭ରେ…