fbpx
Browsing Category

Top Stories

(Video) ଦିଲ୍ଲୀର ଆୟକର ବିଭାଗ କାର୍ଯ୍ୟାଳୟରେ କିପରି ଲାଗିଲା ନିଆଁ? ପ୍ରାଣ ହରାଇଲେ ଜଣେ ଅଧିକାରୀ; ୭ ଜଣଙ୍କୁ ଉଦ୍ଧାର 

ନୂଆଦିଲ୍ଲୀ: ଦିଲ୍ଲୀରୁ ବଡ ଖବର ସାମ୍ନାକୁ ଆସୁଛି । ଜାତୀୟ ରାଜଧାନୀରେ ଥିବା ଆୟକର କାର୍ଯ୍ୟାଳୟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଆୟକର ବିଭାଗ ବିଲଡିଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପଛରେ ରହିଛି । କୁହାଯାଉଛି ଯେ ନିଆଁ…

ଆଉ ଦେଇପାରିବେନି ଅନଲାଇନ ସପିଙ୍ଗ ସାଇଟରେ ଫେକ ରିଭ୍ୟୁ, ସରକାର ନେଲେ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ଅନଲାଇନ ସପିଙ୍ଗ କରୁଥିବା ସମୟରେ ଗ୍ରାହକ ସର୍ବଦା ରିଭ୍ୟୁ ପଢନ୍ତି । କାରଣ ସେମାନେ ସେହି ପ୍ରଡକ୍ଟର ଗୁଣବତ୍ତା ବିଷୟରେ ଜାଣିପାରିବେ । ହେଲେ ଇ-କମର୍ସ ସାଇଟରେ ବେଳେ ବେଳେ ଫେକ୍ ରିଭ୍ୟୁ ମଧ୍ୟ ଦିଆଯିବା…

କିଏ ନେବେ ଦ୍ରାବିଡଙ୍କ ସ୍ଥାନ? ଏହି ବିଶ୍ୱବିଜେତାଙ୍କୁ କୋଚ୍ ଦାୟିତ୍ୱ ଦେଇପାରେ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଦଳରେ ନୂଆ ମୁଖ୍ୟ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ ଏହି ପଦବୀରେ ଥିବା ବେଳେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା…

(Video) ଏଣିକି ମଣିଷର ଇମୋସନ୍ ସହ କଥା ହେବ ChatGPT: ଲଞ୍ଚ୍ ହେଲା ସ୍ମାର୍ଟ ଭର୍ସନ GPT-4o

ନୂଆଦିଲ୍ଲୀ: ନିକଟରେ OpenAI ପକ୍ଷରୁ ଏକ ମେଗା ଇଭେଣ୍ଟ ‘ସ୍ପ୍ରିଙ୍ଗ ଅପଡେଟ୍ସ’ ଆୟୋଜନ କରାଯାଇଛି । ଏହି ଇଭେଣ୍ଟରେ କମ୍ପାନୀର ଚିଫ୍ ଟେକନିକାଲ ଅଫିସର (CTO) ମୀରା ମୁରାତି ନୂଆ AI ମଡେଲର ଘୋଷଣା କରିଛନ୍ତି ଯାହାର…

ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ୫୧.୪୦ କୋଟି ଲୋକ ନିଯୁକ୍ତି ପାଇଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଘରୋଇ ଅନୁସନ୍ଧାନ ପ୍ରତିଷ୍ଠାନ ସ୍କଚ୍ ସୋମବାର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୫୧.୪୦ କୋଟି ନିଯୁକ୍ତି ସୃଷ୍ଟି ହୋଇଛି । ଏହି…

ଭାରତ ତିଆରି କରିବ ୨୫ ପ୍ରତିଶତ ଅଧିକ ଆଇଫୋନ: ୧.୧ ବିଲିୟନ ଡଲାରରେ ପହଞ୍ଚିଲା ରପ୍ତାନୀ

ନୂଆଦିଲ୍ଲୀ: ଭାରତକୁ ପ୍ରମୁଖ ଆଇଫେନ ଉତ୍ପାଦନର ଏକ ପ୍ରମୁଖ ସ୍ଥଳୀ ଭାବେ ଆମେରିକୀୟ ଆପଲ କମ୍ପାନୀ ନଜର ରଖିଛି । ୨୦୨୮ ସୁଦ୍ଧା ୨୫ ପ୍ରତିଶତ ଅଧିକ ଭାରତରେ ଆଇଫୋନ ତିଆରି ଲାଗି ଆପଲ କମ୍ପାନୀ ଯୋଜନା କରିଛି । ଏହି…

ଶେଷ ହେଲା ‘ସୁପର’ ବିବାଦ… ପୁଣି ଏକାଠି ହେଲେ ରାହୁଲ-ସଞ୍ଜୀବ: ମଝିରେ ଆଥିୟାଙ୍କ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ ଅନେକ ଘଟଣାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଏହାମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଲକ୍ଷେ୍ନø ସୁପର ଜିଆଣ୍ଟସର ମାଲିକ ସଞ୍ଜୀବ ଗୋୟଙ୍କା ଏବଂ…

ବିକ୍ରି ହେବାକୁ ଯାଉଛି ହଲଦୀରାମ କମ୍ପାନୀ! ଜାଣନ୍ତୁ ନିଲାମରେ କିଏ ମାରିବ ବାଜି

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଖୁବ ଶିଘ୍ର ବିକ୍ରି ହୋଇପାରେ । ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium, କମ୍ପାନୀର ୭୫ ପ୍ରତିଶତ ଅଂଶ କିଣିବାକୁ ନିଲାମରେ ବିଡ୍…

ସରକାରୀ ବ୍ୟାଙ୍କକୁ କେତେ ମିଳିଲା ଲାଭ? ୨୦୨୩-୨୪ ବର୍ଷରେ ୩୫ ପ୍ରତିଶତ ଲାଭ ବୃଦ୍ଧି ରେକର୍ଡ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ସମୁଦାୟ ଲାଭ ରିପୋର୍ଟ ଜାରି ହୋଇଛି । ଏହି ବର୍ଷରେ ବିଭିନ୍ନ ସରକାରୀ ବ୍ୟାଙ୍କ ଦମଦାର ଇନକମ୍ କରିଛନ୍ତି । ଏହାସହିତ ସେୟାର ମାଧ୍ୟମରେ…

‘ମେମୋରୀ ଅଫ୍ ଦି ୱାର୍ଲ୍ଡ ତାଲିକା’ ରେ ସାମିଲ ହେଲା ‘ରାମଚରିତମାନସ୍’ ଏବଂ ‘ପଞ୍ଚତନ୍ତ୍ର’ର ପାଣ୍ଡୁଲିପି

ନୂଆଦିଲ୍ଲୀ: ଗୋସ୍ୱାମୀ ତୁଳସିଦାସଙ୍କ ଦ୍ୱାରା ଲିଖିତ 'ରାମଚରିତମାନସ'ର ପାଣ୍ଡୁଲିପି' ମେମୋରୀ ଅଫ୍ ୱାର୍ଲ୍ଡ ତାଲିକା'ରେ ସାମିଲ କରାଯାଇଛି । 'ରାମଚରିତମାନସ୍' ସମେତ ମୋଟ ତିନୋଟି ପାଣ୍ଡୁଲିପି ବିଶ୍ୱ ତାଲିକାରେ ସ୍ଥାନ…