fbpx
BSKY
BJD MS SKY
BJD YOUTH SKY
Browsing Category

Top Stories

ନିର୍ବାଚନୀ ପ୍ରଚାର ସମୟରେ ଅସୁସ୍ଥ ହେଲେ ଅରୂପ ପଟ୍ଟନାୟକ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର କରୁ୍ଥିବା ସମୟରେ ହଠାତ ଅସୁସ୍ଥ ହେଲେ ପୁରୀ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଏହା ପରେ ପ୍ରଥମେ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ନିର୍ବାଚନୀ ପ୍ରଚାରରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ୱର: ନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଗୋଟିଏ ପଟେ ଟିକେଟକୁ ନେଇ ଟଣାଓଟରା ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାରକୁ ନେଇ ଦଳୀୟ କର୍ମକର୍ତ୍ତା, ନେତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ…

ଅଫିସରେ ମିଳୁଛି ଅତ୍ୟଧିକ Work Pressure? ଏହି ଉପାୟରେ ଟେନସନରୁ ମିଳିପାରିବ ମୁକ୍ତି

ଆଜିର ବ୍ୟସ୍ତବହୁଳ ଜୀବନରେ ଅଫିସ୍ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣ କଥା । ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ…

(Video) ଶ୍ରୀଲଙ୍କାରେ ବଡ଼ ଦୁର୍ଘଟଣା: କାର ରେସିଂ ଇଭେଣ୍ଟ ସମୟରେ ଟ୍ରାକରୁ ଖସିଲା କାର୍: ୭ ମୃତ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏକ କାର୍ ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଏଠାରେ ସେଣ୍ଟ୍ରାଲ୍ ହିଲ୍ସରେ କାର୍ ରେସ୍ ସମୟରେ ଏକ କାର୍ ଟ୍ରାକରୁ ଖସିଥିଲା । ଏହି କାରଣରୁ ଅତି କମରେ ୭ ଜଣଙ୍କର ମୃତ୍ୟୁ…

LLB ଷଷ୍ଠ ସେମିଷ୍ଟର ପରୀକ୍ଷା ରଦ୍ଦ: ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ

ଭୁବନେଶ୍ୱର: LLB ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷାକୁ ବାତିଲ କରାଯାଇଛି । ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୋଟ ୨୮ଟି କଲେଜରେ ଏହି ପରୀକ୍ଷାକୁ ରଦ୍ଦ ହୋଇଥିବା ଜଣାଯାଇଛି । ତେବେ ପରୀକ୍ଷାରେ ସିଲାବସ୍…

ଇତିହାସ ରଚିଲେ ୧୭ ବର୍ଷୀୟ ଡି ଗୁକେଶ : କ୍ୟାଣ୍ଡିିଡେଟ୍ସ ଚେସ ଟୁର୍ନାମେଣ୍ଟ ଜିତି ଭାଙ୍ଗିଲେ ୪୦ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ଭାରତର ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ସହିତ ଗୁକେଶ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ହେବା ପାଇଁ…

ହାର୍ଟ ଓ କ୍ୟାନ୍ସର ଭଳି ରୋଗକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଗୋଟିଏ ସପ୍ତାହ କେତୋଟି ଖାଇବେ ?

ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ସଚେତନ ରହିଥାଆନ୍ତି । ତେଣୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇଥାଉ । ସେଥି ମଧ୍ୟରୁ ଖଜୁରୀ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଖଜୁରୀକୁ ପୁରାତନ ସମୟରେ ଅନେକ…

‘Solar Mission’କୁ ନେଇ ଖୁସି ଖବର, ବଢିବ ଭାରତର ଦବଦବା! ଏମିତି କହିଲେ ଇସ୍ରୋର ମୁଖ୍ୟ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଇସ୍ରୋ ପଠାଇଚି ସୋଲାର ମିଶନ୍ । ତେବେ ଏହାକୁ ନେଇ ଏବେ ଏକ ବଡ଼ ଅପଡେଟ ଦେଇଛି ଇସ୍ରୋ । ସଂସ୍ଥାର ପ୍ରମୁଖ ଏସ.ସୋମନାଥ ଭାରତର ସୋଲାର ମିଶନକୁ ନେଇ ଆଉ ଏକ ଖୁସି…

୨୪ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ: ହିଞ୍ଜିଳିରୁ ହେବ ଅୟମାରମ୍ଭ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ଚର୍ଚ୍ଚା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରୁ ବିଜେଡି ସୁପ୍ରିମୋ ପ୍ରଚାର…

୨୫% ଫିସ୍ ବଢ଼ାଇଲା ଜୋମାଟୋ, ଏବେ ମିଳିବନି ଏହି ସେବା

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ ଡେଲୀଭରୀ ପ୍ଲାଟଫର୍ମ ଜୋମାଟୋ ଶେଷରେ ନିଜର ପ୍ଲାଟଫର୍ମ ଫି ବୃଦ୍ଧି କରିଛି । ଜୋମାଟୋ ଏହାର ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ଅର୍ଡର ପିଛା ୫ ଟଙ୍କା ବୃଦ୍ଧି କରିଛି । ଏହା ବ୍ୟତୀତ…