Browsing Category

Top Stories

UPSC Recruitment 2025: ୟୁପିଏସସିରେ ୪୦୦ରୁ ଅଧିକ ପଦ ପାଇଁ ବମ୍ପର ଭର୍ତ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ବିଭିନ୍ନ ପଦବୀ ପାଇଁ ଏକ ବଡ଼ ନିଯୁକ୍ତି ଅଭିଯାନ ଘୋଷଣା କରିଛି। ୟୁପିଏସସି ଅଫିସିଆଲ ବିଜ୍ଞପ୍ତି ଅନୁଯାୟୀ, ୪୦୦ରୁ ଅଧିକ ପଦ ପାଇଁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ…

ଅହମଦାବାଦ ବିମାନ ଦୁର୍ଘଟଣା: ୯ ପୀଡ଼ିତଙ୍କ ଡିଏନଏ ମ୍ୟାଚ, ପ୍ରଥମ ମୃତଦେହ ପରିବାରକୁ ହସ୍ତାନ୍ତର

ଅହମଦାବାଦ: ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯ ଜଣ ପୀଡ଼ିତଙ୍କ ଡିଏନଏ ନମୁନା ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ମେଳ ଖାଇଛି। ଏହି ଦୁଃଖଦ ଘଟଣାରେ ପ୍ରାୟ ୨୪୧ ଜଣଙ୍କ ମୃତ୍ୟୁ…

ମାସିକ ୨୫ ହଜାରରେ ନିର୍ବସ୍ତ୍ର ହେଉଥିଲେ ଯୁବତୀ, ୱେବସାଇଟରେ ଏପରି ହେଉଥିଲା ମିନିଟରେ ରୋଜଗାର

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ପୁଲିସ ଏକ ଅଶ୍ଲୀଳ ଭିଡିଓ ଚାଟିଂ ରାକେଟର ପର୍ଦାଫାଶ କରିଛି। ଏହି ଗିରୋହ ଏକ ବିଦେଶୀ ପର୍ଣ୍ଣ ଓ୍ୱେବସାଇଟ ମାଧ୍ୟମରେ ଯୁବତୀମାନଙ୍କୁ ନିର୍ବସ୍ତ୍ର କରାଇ ଗ୍ରାହକଙ୍କ ଠାରୁ ମିନିଟ…

କରାଚୀରେ ପୁଣି କମ୍ପିଲା ପୃଥିବୀ: ଭୂକମ୍ପର ଝଟକା ଅନୁଭବ, ଜାଣନ୍ତୁ ତୀବ୍ରତା

କରାଚୀ: ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରେ ଶନିବାର ଦିନ ଭୂକମ୍ପର ଝଟକା ଅନୁଭବ ହୋଇଛି। ନ୍ୟାସନାଲ ସିସମିକ ମନିଟରିଂ ସେଣ୍ଟର ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରେକର୍ଡ କରାଯାଇଛି। ଏହାର…

8th Pay Commission: ଜାନୁଆରୀ ୨୦୨୬ରେ ହେବ ନାହିଁ ଲାଗୁ ! କ’ଣ ଏହି କାରଣରୁ ବିଳମ୍ବ ହେବ ସୁପାରିଶ?

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ସୁପାରିଶ ଜାନୁଆରୀ ୨୦୨୬ରେ ଲାଗୁ ହେବାର ସମ୍ଭାବନା କ୍ଷୀଣ ହେଉଛି। ସୂଚନା ଅନୁସାରେ, ଆୟୋଗର ଗଠନ ଓ ସୁପାରିଶ ପ୍ରକ୍ରିୟାରେ ବିଳମ୍ବ…

ଅହମଦାବାଦ ବିମାନ ଦୁର୍ଘଟଣା: ସାମ୍ନାକୁ ଆସିଲା ପାଇଲଟ ସୁମିତ ସଭରଓ୍ୱାଲଙ୍କ ଶେଷ ବାର୍ତ୍ତା

ଅହମଦାବାଦ: ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ପାଇଲଟ ସୁମିତ ସଭରଓ୍ୱାଲଙ୍କ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ପଠାଇଥିବା ଶେଷ ବାର୍ତ୍ତା ସାମ୍ନାକୁ ଆସିଛି। ୪-୫ ସେକେଣ୍ଡର ଏହି…

SBIର ଗ୍ରାହକଙ୍କୁ ଉପହାର: ହୋମ ଲୋନ ହେଲା ଶସ୍ତା, ଗୋଟିଏ କ୍ଲିକରେ ଜାଣନ୍ତୁ ସବୁକିଛି

ଭୁବନେଶ୍ୱର: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବ୍ୟାଙ୍କ ନିଜର ହୋମ ଲୋନ ସୁଧ ହାରକୁ ୦.୫୦% ହ୍ରାସ କରିଛି, ଯାହା ଫଳରେ ଏବେ…

ଫ୍ଲାଇଟ୍‌ରେ ମୋବାଇଲ୍‌କୁ ଏୟାରପ୍ଲେନ୍ ମୋଡ୍‌ରେ ରଖିବା କାହିଁକି ଜରୁରୀ? ଜାଣନ୍ତୁ ଏହା ପଛରେ ଥିବା କାରଣ

ଆଜିକାଲି ବିମାନ ଯାତ୍ରା ସମୟରେ ଆମକୁ ମୋବାଇଲ୍‌ ଫୋନ୍‌କୁ ଏୟାରପ୍ଲେନ୍ ମୋଡ୍‌ରେ ରଖିବାକୁ କୁହାଯାଏ। କିନ୍ତୁ ଏହା କାହିଁକି ଜରୁରୀ? ଅଧିକାଂଶ ଲୋକ ଏହାର ପ୍ରକୃତ କାରଣ ଜାଣି ନଥାନ୍ତି। ଆସନ୍ତୁ ଜାଣିବା ଏୟାରପ୍ଲେନ୍…

‘‘11A’’ Mystery: 27 ବର୍ଷ ତଳର ବିମାନ ଦୁର୍ଘଟଣାରେ ବି ବଞ୍ଚି ଯାଇଥିଲେ ‘‘11A’’ ସିଟ୍‌ର ଯାତ୍ରୀ

ଅହମଦାବାଦ୍‌: ଅହମଦାବାଦ୍‌ ବିମାନ ଦୁର୍ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁର୍ଘଟଣାରେ ଯଦି କିଛି ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି‌; ତାହା ହେଉଛି ବିମାନରେ ଥିବା ‘‘11A’’ ସିଟ୍‌। ସମସ୍ତେ…

ନାତି ଦୋକାନରେ ଶୋଇଥିଲା, ଜେଜେମା’ ଚା’ ପ୍ରସ୍ତୁତ କରୁଥିଲେ, ହଠାତ୍ ଖସିଲା ଜଳନ୍ତା ବିମାନ

ଅହମ୍ମଦାବାଦ:  ମେଘାନୀନଗର ବିମାନ ଦୁର୍ଘଟଣା ଛାଡିଯାଇଛି ଅନେକ ଛାପ । ଅନେକ ମୃତଦେହ ଏବେ ଖୋଜୁଛି ପରିଚୟ । ଡିଏନ୍‌ଏ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେଉଛି । ବିମାନ କ୍ରାସ ଛିଡାକରିଯାଇଛି ଅନେକ କରୁଣ କାହାଣୀ ।…