Browsing Category

Top Stories

Education News : ଦଶମ ପରେ କ’ଣ ପଢିବେ ? ବିଜ୍ଞାନ ଓ ବାଣିଜ୍ୟ ବ୍ୟତୀତ ଆଉ କ’ଣ ପଢି ପାରିବେ

ନୂଆଦିଲ୍ଲୀ : ଦଶମ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏବେ ଛାତ୍ରଛାତ୍ରୀମାନେ ଚିନ୍ତା କରୁଥିବେ କ’ଣ ପଢିବେ ଆଉ କ’ଣ ପଢିବେ ନାହିଁ । ଏଥିପାଇଁ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ନୂଆ ନୂଆ କୋର୍ସ ମଧ୍ୟ…

ଆଜିଠାରୁ ICC ନିୟମରେ ବଡ଼ ପରିବର୍ତ୍ତନ: ଖେଳାଳିମାନେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କ୍ରିକେଟର ଲୋକପ୍ରିୟତା ଓ ଖେଳାଳିଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଅନେକ ସମୟରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଆଜିଠାରୁ ଆଇସିସି ଏକ ନୂଆ ନିୟମ ଲାଗୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦରମା କେତେ ଜାଣନ୍ତି କି ? ଜାଣନ୍ତୁ ଆଉ କ’ଣ କ’ଣ ସୁବିଧା ସବୁ ମିଳେ

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ, ଯାହାଙ୍କ ପାଖରେ ସର୍ବୋଚ୍ଚ ଦାୟିତ୍ୱ । ସେ ଚହିଁଲେ ଗୋଟିଏ ରାତିରେ ନୋଟ୍ ବଦଳିଯିବ, ସେ ଚାହିଁଲେ ନୋଟ୍ ବନ୍ଦୀ ମଧ୍ୟ କରିପାରିବେ । ନୋଟ୍ ପ୍ରତ୍ୟାହାର ବ୍ୟବସ୍ଥା ମଧ୍ୟ ତାଙ୍କ…

ଭାରତର ସବୁଠାରୁ ପୁରାତନ ଏକ୍ସପ୍ରେସ୍ ଟ୍ରେନ କିଏ ଆପଣ ଜାଣନ୍ତି କି? ୧୯୧୨ରୁ ଆଜି ପର୍ଯ୍ୟନ୍ତ ଜାରି ରଖିଛି ଯାତ୍ରା

ନୂଆଦିଲ୍ଲୀ:କଣ ଆପଣ ଜାଣନ୍ତି କି ଇଂରେଜ ଜମାନାର ସବୁଠାରୁ ଦ୍ରୁତ ଟ୍ରେନ୍ ଆଜି ବି ଟ୍ରାକ୍ ରେ ଦୌଡୁଛି ବୋଲି । ଏହା ହେଉଛି ଭାରତର ସବୁଠାରୁ ପୁରାତନ ଏକ୍ସପ୍ରେସ୍ ଟ୍ରେନ୍ । ଏହି ଟ୍ରେନର ନାମ ପଞ୍ଜାବ ମେଲ୍ । ୧ ଜୁୂନ୍…

ତାମିଲନାଡୁରେ ଦେଖିବାକୁ ମିଳିଲା ବିରଳ ‘ଧଳା କାଉ’: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ- ଭାରତ ପାଇଁ ହୋଇପାରେ ଅଶୁଭ, ଓଡ଼ିଶା ସହ ଏହି ରାଜ୍ୟ ହେବେ…

ତୁତିକୋରିନ୍: ତାମିଲନାଡୁର କୋଭିଲପଟ୍ଟୀ ଅଞ୍ଚଳରେ ଏକ ବିରଳ ଆଲବିନୋ କାଉ, ଧଳା ରଙ୍ଗର କାଉ ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ହେଉଛି ଜେନେଟିକ୍ ମ୍ୟୁଟେସନ୍, ଯେଉଁ କାରଣରୁ ସେମାନଙ୍କଠାରେ ରଙ୍ଗର ଅଭାବ…

କାର୍ଯ୍ୟରୁ ଅବସର ନେଲେ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୫ ବର୍ଷର ଚାକିରି କାଳରେ ଡ.…

ଆମେରିକାରେ ରାହୁଲ ଗାନ୍ଧୀଙ୍କ କ୍ଷୋଭ, କହିଲେ ସଂସଦର ସଦସ୍ୟତା ଚାଲିଯିବା ମୋ ପାଇଁ ଏକ ବଡ ଅବସର

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ରାହୁଲଙ୍କ ଲୋକସଭା ସଦସ୍ୟତା ଚାଲିଯିବା ବିଷୟରେ ସେ ସେଠାରେ ଏକ କାର୍ଯ୍ୟକ୍ରମରେ କହିିଛନ୍ତି । ଲୋକସଭା ସଦସ୍ୟତା ଲାଗି ଅଯୋଗ୍ୟ ଘୋଷଣା…

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କ୍ରୀଡ଼ା ବିଷୟ: କ୍ରୀଡ଼ା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ…

ଆରମ୍ଭ ହେଲା ଏହି ରାଶି ମାନଙ୍କର ଭଲ ସମୟ, ୩୭ ଦିନ ଯାଏଁ ମାଲାମାଲ !

ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଏହାର ରାଶି ପରିବର୍ତ୍ତନ କରନ୍ତି । ଗ୍ରହମାନଙ୍କର ଗମନାଗମନ ସମସ୍ତ ରାଶିର ଜୀବନ ଉପରେ ଶୁଭ ଏବଂ ଉଦ୍ଦିଷ୍ଟ ପ୍ରଭାବ ପକାଇଥାଏ । ମେ…

(Video) ଚାଞ୍ଚଲ୍ୟକର ଘଟଣା: କୂଅ ଭିତରୁ ପାଣି ନୁହେଁ, ବାହାରୁଛି ଡିଜେଲ, ନିଆଁ ଲଗାଇଲେ ଜଳିଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମର ଆଖପାଖ ଅଞ୍ଚଳରେ କିଛି ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥାଏ । ବେଳେବେଳେ କୌଣସି ବ୍ୟକ୍ତି ମାଟି ଖୋଳୁଖୋଳୁ କିଛି ମୂଲ୍ୟବାନ ପଦାର୍ଥ ପାଇଥାନ୍ତି । ସେହିପରି ଅନେକ ସମୟରେ…