fbpx
Browsing Category

Top Stories

(Video) ପିତା ସାମ୍ନାରେ ୧୮ ବର୍ଷର ଝିଅକୁ ଉଠାଇନେଲେ: ସିସିଟିଭିରେ କଏଦ୍ ହେଲା ଅପହରଣର ଦୃଶ୍ୟ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଏକ ଅପହରଣର ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପିତା ସାମ୍ନାରେ ହିଁ ତାଙ୍କ ଝିଅର କିଡ଼ନାପ୍ ହୋଇଛି । ଏହି ପୂରା ମାମଲା ସିସିଟିଭିରେ କଏଦ୍ ହୋଇଛି । ତେଲେଙ୍ଗାନାର ରାଜନ୍ନା ସିରସିଲା…

ଦ୍ରୁତ ଗତିରେ ଗାଡ଼ି ଚଲାଇଲେ ଗଣିବେ ମୋଟା ଅଙ୍କର ଜୋରିମାନା, ସତର୍କ କରାଇଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଦ୍ରୁତ ଗତିରେ ଗାଡ଼ି ଚଲାଇବା, ହଠାତ୍ ବ୍ରେକ୍ ମାରିବା, ଅନାବଶ୍ୟକ ଷ୍ଟଣ୍ଟ୍ କରିବା, ଡ୍ରାଇଭିଂ ନିୟମକୁ ନମାନିବା, ଅପରିପକ୍ୱ ଭାବେ ଗାଡ଼ି ଚଲାଇବା ପାଇଁ ଦେବାକୁ ପଡ଼ିପାରେ ଭାରି ଜୋରିମାନା। ଏନେଇ ଓଡ଼ିଶା…

Video: ପୁରୁଣା ହେଲା ନାଗିନ୍ ଡ୍ୟାନ୍ସ; କୁକୁଡ଼ା ଡ୍ୟାନ୍ସ କରି ଧମାଲ କଲେ ଯୁବକ

ନୂଆଦିଲ୍ଲୀ: ଆମ ଦେଶରେ ବିବାହ ସମୟରେ ଭିନ୍ନ ଭିନ୍ନ ଭଙ୍ଗୀରେ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ହେବା ସମ୍ଭବ ନୁହେଁ । ବିବାହ ବେଳେ ଡ୍ୟାନ୍ସ ଏବଂ ଏହାର ଭିଡିଓ ସେୟାର କରିବାର ଧାରା ମଧ୍ୟ ଆରମ୍ଭ ହୋଇଛି । ବିବାହ…

ଏହି ଗୁଣ ଥିବା ସ୍ତ୍ରୀମାନଙ୍କ ସାମ୍ନାରେ ନତମସ୍ତକ ହୁଅନ୍ତି ପୁରୁଷ

ଆଜି ଦେଶର ପ୍ରଗତିରେ ମହିଳାମାନଙ୍କର ଏକ ବଡ଼ ଅବଦାନ ରହିଛି । ଘରର ଯତ୍ନ ନେବା ସହିତ ମହିଳାମାନେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ଆତ୍ମବିଶ୍ୱାସ ସହିତ ବାହ୍ୟ କାର୍ଯ୍ୟ ମଧ୍ୟ କରନ୍ତି । ମହାନ ଦାର୍ଶନିକ ଆଚାର୍ଯ୍ୟ…

Video: ଧନୁଯାତ୍ରା ପୂର୍ବରୁ ବରଗଡ଼ରେ ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଆଦାନୀ, ଜାଣନ୍ତୁ କ’ଣ ରହିଛି କାରଣ

ଭୁବନେଶ୍ୱର: ବରଗଡ଼ ଗସ୍ତରେ ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଆଦାନୀ। ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି କିଣିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ସ୍ଵତନ୍ତ୍ର ଚାଟର ପ୍ଲେନ୍ ରେ ପଦମପୁର ସତିଭଟା ଏୟାର ଷ୍ଟ୍ରିପ ରେ ଅବତରଣ କରି…

ଜାନୁଆରୀ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍‌: ଶୀଘ୍ର ସାରି ଦିଅନ୍ତୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ, ଦେଖନ୍ତୁ ଛୁଟି ତାଲିକା

ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା, ୨୦୨୨ ବିଦାୟ ନେଇ ଆସିବ ନୂତନ ବର୍ଷ ୨୦୨୩। ନୂଆ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ୨୦୨୩ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ…

Video: ଗୁଗୁଲରେ ଅଜବ ଡିମାଣ୍ଡ କଲେ ବୟସ୍କ ବ୍ୟକ୍ତି, ଯାହାକୁ ଶୁଣି ଆପଣ ବି ହସି ହସି ଗଡ଼ିଯିବେ

ଧିରେ ଧିରେ ଯୁଗ ଆଧୁନିକୀକରଣ ହେବାରେ ଲାଗିଛି, ଯାହାଫଳରେ ଟେକ୍ନୋଲୋଜି ଦୁନିଆରେ ତୀବ୍ର ବିକସିତ ହେବାରେ ଲାଗିଛି । ଏଥିରେ ସବୁଠାରୁ ବଡ଼ ଯୋଗଦାନ ଗୁଗୁଲର ରହିଛି । ପ୍ରତିଦିନ ଦୁନିଆର ଅଧା ଲୋକ ନିଜର ଜରୁରୀ କାମ ପାଇଁ…

ପୁଣି ବଢିବ ରାତ୍ରି ତାପମାତ୍ରା କମିବ ଶୀତର ପ୍ରକୋପ!

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ, ୨ ଦିନ ପରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରା ରେ ବୃଦ୍ଧି ସମ୍ଭାବନା ଥିବା ବେଳେ ଶୀତର ପ୍ରକୋପ…

(VIDEO)କନ୍ନଡର ଏହି ଅଭିନେତାଙ୍କୁ ଚପଲ ମାଡ; ଇଭେଣ୍ଟ ସମୟରେ ଘଟିଲା …

ମୁମ୍ବାଇ: ଆଜିକାଲି ଇଣ୍ଟରନେଟରେ ଅନେକ କଥା ଏବଂ ଭିଡିଓ ଭାଇରାଲ ହେଉଛି । କିଏ ମଜାଳିଆ ଭିଡିଓ କରି ଭାଇରାଲ କରୁଛି ତ ଆଉ଼ କିଏ ଷ୍ଟାରମାନଙ୍କ ସହ ଘଟୁଥିବା ଘଟଣାର ଭିଡିଓ ଭାଇରାଲ କରୁଛନ୍ତି । ତେବେ ବର୍ତ୍ତମାନ…

ରେଲୱେରେ ଚାକିରୀ ଦେବା ନାମରେ କୋଟି କୋଟି ଟଙ୍କାର ଠକେଇ; ଟ୍ରେନିଂ ଦେବେ କହି ଗଣାଉଥିଲେ ଟ୍ରେନ୍ ବଗି

ନୂଆଦିଲ୍ଲୀ: ଚାକିରୀ ନାଁରେ ବଡ଼ ଧରଣର ଠକେଇ । ରେଲୱେରେ ଚାକିରୀ ଦେବେ କହି କୋଟି କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ତେବେ ନୂଆଦିଲ୍ଲୀ ରେଳ ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମରେ ତାମିଲନାଡୁର ଅତି କମରେ ୨୮ ଜଣ…