Browsing Category

Top Stories

କ’ଣ ଆପଣଙ୍କ ଫୋନକୁ ଆସୁଛି କି ଏହି ମେସେଜ ! ତୁରନ୍ତ କରନ୍ତୁ Delet, ନଚେତ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି

ସ୍ମାର୍ଟଫୋନ୍ ଆସିବା ପରେ ଆପଣଙ୍କୁ କିଛି ବିଶେଷ ଜିନିଷର ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । ଏହାକୁ ଅଣଦେଖା ନକରିବା କ୍ଷେତ୍ରରେ ଆପଣ ଅନେକ କ୍ଷତି ସହିପାରନ୍ତି । ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଚୋରି ହୋଇଛି ।…

କାଳଭୈରବଙ୍କ କୃପାରୁ ତୁଟିବ ଗ୍ରହ ଦୋଷ, ଜାଣନ୍ତୁ କେବେ ପଡୁଛି ଯୋଗ ଆଉ କିଭଳି କରିବେ କାଳଭୈରବଙ୍କୁ ସନ୍ତୁଷ୍ଟ

ନୂଆଦିଲ୍ଲୀ: ହିନ୍ଦୁ କ୍ୟାଲେଣ୍ଡରର ଦ୍ୱିତୀୟ ମାସ ବୈଶାଖ ୭ ଏପ୍ରିଲରୁ ଆରମ୍ଭ ହୋଇଛି । ତେବେ ଏହି ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ମାସିକ କାଲାଷ୍ଟମୀ ଉପବାସ ପାଳନ କରାଯାଏ । ଏହି ଦିନ ରୁଦ୍ରବତାର କାଳଭୈରବଙ୍କୁ…

ପ୍ରକାଶ ପାଇଲା ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର: ଚଳିତ ବର୍ଷ ରହିଛି ଏତିକି ଦିନ ପାଠପଢ଼ା, ଆଉ ଏତିକି ଦିନ ଛୁଟି

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ । ରାଜ୍ୟରେ ତାତି ବଡୁଥିବାରୁ ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ସେହିଭଳି ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ…

ମର୍ଣ୍ଣିଂ ୱାର୍କରେ ଯାଉଥିବା ବେଳେ ବିଜେପି ନେତାଙ୍କୁ ଭୁଜାଲି ଆକ୍ରମଣ, ରାଜନୈତିକ ଶତ୍ରୁତାରୁ…

ସୋର: ବାଲେଶ୍ୱର ଜିଲ୍ଲା ସୋର BJP ନଗର ଉପସଭାପତିଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ସୋର ଥାନା ନିକଟରେ…

ଭିଜିଲାନ୍ସ ଜାଲରେ ହିନ୍ଦୋଳ BEO ଶାନ୍ତନୁ ମଲ୍ଲିକ୍, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ମାଡିବସିଲା ଟିମ୍

ଢ଼େଙ୍କାନାଳ: ରାଜ୍ୟରେ ଦିନକୁ ଦିନ ଦୁର୍ନିତି ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଦୁର୍ନିତିଖୋର ଅପରାଧି ଧରାପଡିବାରେ ଲାଗିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ୍ ଏବେ…

ବିଜେଡିରୁ ବହିଷ୍କୃତ ହେଲେ ୨ ବରିଷ୍ଠ ନେତା; ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା

ଭୁବନେଶ୍ୱର : ବିଜୁ ଜନତା ଦଳ ନିଜର ଦଳର ଉନ୍ନତି ପାଇଁ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥାଏ । ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ…

ପ୍ୟାନ କାର୍ଡରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବରର ଅର୍ଥ ଜାଣନ୍ତି କି? ଏହି କଥାର ଦେଇଥାଏ ସଂକେତ

ନୂଆଦିଲ୍ଲୀ: ସାଧାରଣଃ ଆଜିକାଲି ପ୍ୟାନକାର୍ଡ ହେଉଛି ଆମ ପରିଚୟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର । ଏହା ବିନା କୌଣସି ଅର୍ଥ ଦେବା ନେବା କାମ ସମ୍ଭବ ହୋଇନଥାଏ । ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଏହାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ଭାରତ ନିଜର ଶକ୍ତିକୁ ହୃଦୟଙ୍ଗମ କରିବା ସହ ଭାରତକୁ ଏକ ଗତିଶୀଳ ରାଷ୍ଟ୍ରରେ ପରିଣତ କରିପାରିଛି

ନୂଆଦିଲ୍ଲୀ: ଚଳିତ ଥର ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ହନୁମାନ ଜୟନ୍ତୀ ଦିନ ପଡ଼ିଲା। ଆଉ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦଳ ଆଉ ସଙ୍ଗଠନ କୁ ଯେଉଁ ଗୁରୁମନ୍ତ୍ର ବାଣ୍ଟି ଥିଲେ ସେଥିରେ ହନୁମାନଙ୍କ ଜୀବନରୁ ଅଗଣିତ…

ଦେଶରେ ପ୍ରଥମ: ୨୦ ରୁ ଆରମ୍ଭ ହେବ ଓଡ଼ିଶା ସ୍କିଲ୍ କନକ୍ଲେଭ୍, କେବଳ ଦେଶ ନୁହେଁ ବରଂ ବିଦେଶରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ‘ସ୍କିଲ୍-ଇନ୍-ଓଡିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର ନୂତନ ଭାରତ ପାଇଁ ଦକ୍ଷତା…

ରାଶିଫଳ(ମଙ୍ଗଳବାର,୧୧ ଏପ୍ରିଲ,୨୦୨୩)

ମେଷ - ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ…