Browsing Category

Top Stories

ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଲେ OPEC ଦେଶ, ପୁଣି ୬୦,୦୦୦ ଟଙ୍କା ଅତିକ୍ରମ ସୁନା

ନୂଆଦିଲ୍ଲୀ: କିଛି ଦିନ ସୁନା ମୂଲ୍ୟ ହ୍ରାସ ପାଇବା ପରେ ପୁଣି ସୁନାର ମୂଲ୍ୟ ଆକାଶକୁ ଛୁଇଁଛି। ସୁନା ପୁନର୍ବାର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଅତିକ୍ରମ କରିଛି। ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ OPEC ର…

ସନ୍ଦେହ କୌଣସି ଅପରାଧର ଆଧାର ହୋଇନପାରେ: ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ଘୋଷଣା କରି ବଡ଼ ବୟାନ ଦେଲେ କୋର୍ଟ

ନୂଆଦିଲ୍ଲୀ: ୨୨ ବର୍ଷ ପୂର୍ବେ ପତ୍ନୀଙ୍କୁ ହତ୍ୟା କରି ଜେଲ ଯାଇଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରାୟ ୨୨ବର୍ଷ ପୂର୍ବେ ତାଙ୍କ…

ମୋବାଇଲ ବ୍ୟବହାର ଅଧିକ ହେଲେ ଆଖି ଯନ୍ତ୍ରଣା ହେଉଛି କି? ଜାଣନ୍ତୁ ଏହାର ଉପଚାର

ନୂଆଦିଲ୍ଲୀ: ଆଜିକାଲି ପିଲାରୁ ବୁଢା ସମସ୍ତେ ଇକ୍ଟ୍ରୋନିକ୍ସ ଗ୍ୟାଜେଟର ପ୍ରଚୁର ବ୍ୟବହାର କରୁଛନ୍ତି । ମୋବାଇଲ, କମ୍ପ୍ୟୁଟର ଏବଂ ଲାପଟପ ଭଳି ଜିନିଷର ବହୁଳ ବ୍ୟବହାର ସେମାନଙ୍କ ଆଖି ଉପରେ ଖୁବ ପ୍ରଭାବ ପକାଇବାରେ…

ମାସକୁ ଏତିକି ଦିନ ବିମାନ ଉଡିବ ଭୁବନେଶ୍ୱର ରୁ ରଙ୍ଗେଇଲୁଣ୍ଡା, ତାରିଖ ସମୟ ଧାର୍ଯ୍ୟ କଲେ ବିମାନ ନିର୍ଦ୍ଦେଶକ

ଭୁବନେଶ୍ୱର: ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଯିବା ଆସିବା କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଏପ୍ରିଲ ମାସର ବିମାନ ଉଡାଣର ତାରିଖ ଏବଂ ସମୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ଦେଇଛନ୍ତି ।…

ଛାତ୍ରଛାତ୍ରୀ ଏବଂ ଚିକିତ୍ସାଧିନ ରୋଗୀମାନଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କଲା ଭୁବନେଶ୍ୱର ଏମ୍‍ସ

ଓଡ଼ିଶା ଭାସ୍କର: ଭୁବନେଶ୍ୱର ଏମ୍‍ସ ଏହାର ଛାତ୍ରଛାତ୍ରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି । ଛାତ୍ର ତଥା ଚିକିତ୍ସାଧିନ ରୋଗୀଙ୍କୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ…

୫୦୦୦ ରନ ପୂରଣ କଲେ ମାହି: ସୁପର ଜିଆଣ୍ଟସକୁ ୨୧୮ ରନର ଟାର୍ଗେଟ

ନୂଆଦିଲ୍ଲୀ: ଲକ୍ଷ୍ନୌ ବିପକ୍ଷ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି ଚେନ୍ନାଇ ସୁପର କିଙ୍ଗସ । ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଏବଂ ଶେଷରେ କ୍ୟାପଟେନ କୁଲ ମାହିଙ୍କ ଧମାକାଦାର ଇନିଂସ ବଳରେ ସୁପର ଜିଆଣ୍ଟସକୁ ୨୧୮…

୫୦ ବର୍ଷ ପୂର୍ବେ ଏହି ଦିନ ମୋବାଇଲରୁ ହୋଇଥିଲା ପ୍ରଥମ କଲ୍, ଆମେରିକାର ଇଞ୍ଜିନିୟର କରିଥିଲେ ଆବିଷ୍କାର

ନୂଆଦିଲ୍ଲୀ: ଆଜିକଲି ମୋବାଇଲ୍ ଫୋନର ଗୁରୁତ୍ୱ କେତେ ରହିଛି ତାହା କାହାକୁ କହିବାର ଆବଶ୍ୟକତା ନାହିଁ। ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। କିନ୍ତୁ ଆପଣ ଜାଣନ୍ତି କି ଏହା କେବେ, କିପରି ଏବଂ କେଉଁଠାରୁ ଆରମ୍ଭ…

୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନକୁ ଟପିଲା ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନ ଠାରୁ ଅଧିକ ଅସ୍ଥାୟୀ (ପ୍ରୋଭିଜନାଲ) ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି । ଚଳିତ ବର୍ଷ ୧୬.୬୧ ଲକ୍ଷ କୋଟି ଟଙ୍କାର ଶୁଦ୍ଧ (ଟିକସ) ସଂଗ୍ରହ କରାଯାଇଛି ଯାହାକି ପୂର୍ବ…

ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ନିମନ୍ତେ ୩ ଲକ୍ଷରୁ ଅଧିକ ଶିକ୍ଷକ ଆବଶ୍ୟକ; ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର…

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶାରେ ମାତୃଭାଷା ସମେତ ବିଭିନ୍ନ ଭାଷାରେ ଶିକ୍ଷାଦାନ ଲାଗି ୩ ଲକ୍ଷ ୩୧ ହଜାର ୩୩୬ ଜଣ ଭାଷା ଶିକ୍ଷକଙ୍କ ଆବଶ୍ୟକ ରହିଥିବା କେନ୍ଦ୍ରଶିକ୍ଷା ରାଷ୍ଟ୍ର ମନ୍ତ୍ରୀ…

କୋଟିଏ ଟଙ୍କା ଜରିମାନା ଦେବ ଷ୍ଟେଟ ବ୍ୟାଙ୍କ: ନିୟମ ଭାଙ୍ଗିବାରୁ RBI ନେଲା ପଦକ୍ଷେପ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବିରୋଧରେ ଏକ ବଡ ପଦକ୍ଷେପ ନେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଙ୍ଘନ କରିବାରୁ ଏସବିଆଇ ଉପରେ ଏକ କୋଟି ଟଙ୍କାର ଜରିମାନା ଆଦେଶ କରିଛି । ଜାଲିଆତି ବର୍ଗୀକରଣ ଏବଂ…