Browsing Category
Top Stories
‘କେଜ୍ରିୱାଲ ଜଣେ ମିଛୁଆ, ମମତା ଶୋଇଛନ୍ତି, ନୀତୀଶ ଜଙ୍ଗଲ ରାଜ ଆଣିଛନ୍ତି’, ଅନୁରାଗ ଠାକୁର କହିଲେ – ରାହୁଲ ୧୦ ଜନ୍ମ ପରେ…
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହି ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ନମ୍ବର ମିଛୁଆ ଏବଂ ମଦ ଘୋଟାଲାର…
ଭାରତୀୟ ବଜାର ଉପରେ ବିଦେଶୀ ନିବେଶକଙ୍କ ଫେରିଲା ଭରଷା, ନିବେଶ କଲେ ୮୦୦୦ କୋଟି ଟଙ୍କା
ନୂଆଦିଲ୍ଲୀ: ଦୁଇମାସ କ୍ରମାଗତ ବିକ୍ରୟ ପରେ ମାର୍ଚ୍ଚ ମାସରେ ବିଦେଶୀ ନିବେଶକଙ୍କ ଦ୍ୱାରା କରାଯାଇଥିବା ବିନିଯୋଗ ସକରାତ୍ମକ ହୋଇଛି। ମାର୍ଚ୍ଚରେ ବୈଦେଶିକ ପୋର୍ଟଫୋଲିଓ ନିବେଶକ (FPI) ଦ୍ୱାରା ୭,୯୩୬ ଟଙ୍କା ବିନିଯୋଗ…
Video: ଠେଙ୍ଗା-ବାଡି ଧରି ଚିତାକୁ ଖୋଜୁଛନ୍ତି ଲୋକେ, କୁନୋ ଉଦ୍ୟାନରୁ ବାହାରି ଗାଁରେ ଲୁଚି ରହିଛି ବାଘ
ଭୋପାଲ: କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, କୁନୋ ନ୍ୟାସନାଲ ପାର୍କରେ ଏକ ମାନ୍ଦା ଚିତାର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ଖବର ଆସି ପହଁଚିଛି ଯେ, ଏହି ପାର୍କର ଏକ ଚିତା ଅଭ୍ୟାରଣରୁ ବାହାରି ନିକଟସ୍ଥ ଗାଁରେ…
ମୁସୁରୀ-ଡେହରାଡୁନ୍ ରାଜପଥରେ ଘାଟୀରୁ ଖସିଲା ବସ୍: ୪୦ ଜଣ ଲୋକ ବସରେ ଥିଲେ; ଦୁଇ ମୃତ ଅନେକ ଆହତ
ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ମୁସୁରୀ ଡେହରାଡୁନ୍ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ଘାଟୀରୁ ବସ୍ ଏକ ଖାଲରେ ଖସି ପଡିଛି। ସେଠାରେ ଏବେ ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।…
(Video) ISRO କୁ ମିଳିଲା ବଡ ସଫଳତା: ପୁନଃ ବ୍ୟବହାରିକ ଯାନର ସଫଳ ପରୀକ୍ଷଣ, ଜାଣନ୍ତୁ ଏହାର ବିଶେଷତା
ନୂଆଦିଲ୍ଲୀ: ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନକୁ ଏକ ବଡ ସଫଳତା ମିଳିଛି । ଇସ୍ରୋର ବୈଜ୍ଞାନିକ ଡିଆରଡିଓ ଏବଂ ଭାରତୀୟ ବାୟୁସେନା ସହିତ ଆଜି କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନାର୍ଟିକଲ ଟେଷ୍ଟ ରେଞ୍ଜରେ ପୁନଃ…
୫ ବର୍ଷ ପରେ IPLକୁ କମବ୍ୟାକ୍ କଲେ ମାର୍କ ଉଡ୍, ରକେଟ୍ ସ୍ପିଡ୍ରେ ବଲ୍ ପକାଇ ବ୍ୟାଟ୍ସମ୍ୟାନ୍ଙ୍କୁ କଲେ ଘାଇଲା
ଲକ୍ଷ୍ନୌ: ଆଇପିଏଲ୍ ୨୦୨୩ ର ତୃତୀୟ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦିଲ୍ଲୀ ରାଜଧାନୀକୁ ୫୦ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଲକ୍ଷ୍ନୌର ଦ୍ରୁତ ବୋଲର ମାର୍କ ଉଡ୍ ୫ ଟି ୱିକେଟ୍ ନେଇ ଦିଲ୍ଲୀ ଟିମ୍ର…
କଂଗ୍ରେସର ବିକ୍ଷୋଭ: ଦଳର ନେତା ଓ କର୍ମୀଙ୍କ ସହିତ ପୋଲିସର ଧସ୍ତାଧସ୍ତି
ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କଥା ସାମ୍ନାକୁ ଆସିଛି । କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଏପରି ପରିସ୍ଥିତି ଉପୁଜିଛି । ପୋଲିସ…
ଇଂରାଜୀ ଭାଷା ବ୍ୟବହାର କରିବ ନାହିଁ ଏହି ଦେଶ, ନିୟମ ଉଲଂଘନ କଲେ ଏକ ଲକ୍ଷ ଟଙ୍କା ଜରିମାନା
ରୋମ: ଇଟାଲୀ ସରକାର ନିଜ ଦେଶରେ ଇଂରାଜୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ସିଏନଏନ ଅନୁଯାୟୀ, ସରକାରୀ ଯୋଗାଯୋଗ କରିବା ପାଇଁ ଇଟାଲୀରେ ନାଗରିକଙ୍କ ଦ୍ୱାରା ଇଂରାଜୀ ବା ଅନ୍ୟ କୌଣସି ବିଦେଶୀ…
ଆସନ୍ତାକାଲି ଦିଲ୍ଲୀରେ ବିରୋଧୀ ଦଳର ନେତାଙ୍କ ମେଳି କରିବେ ଏମ୍.କେ ଷ୍ଟାଲିନ୍, ଜାଣନ୍ତୁ ଯୋଗ ଦେବେ କେଉଁ ଦଳ ?
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ଦଳ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଅନେକ ଦଳ ଜୋରଦାର ପ୍ରୟାସ କରୁଛନ୍ତି। କିଛି ସମାନ କାର୍ଯ୍ୟ ମଧ୍ୟ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ନେତୃତ୍ୱରେ…
ଏହି ଲୋକମାନଙ୍କୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ: ଏପରି ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ଚିକିତ୍ସା
ନୂଆଦିଲ୍ଲୀ: ବିଶ୍ୱରେ ସ୍କିନ୍ କ୍ୟାନ୍ସର ବା ଚର୍ମ କର୍କଟର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଏହି କ୍ୟାନ୍ସରର ମାମଲା ଦେଖିବାକୁ ମିଳୁଛି । ସ୍କିନରେ ଆଗ ଏହାର ଲକ୍ଷଣ ଦେଖାଦେଇଥାଏ, କିନ୍ତୁ ଏହା…