Browsing Category

Top Stories

ଅସୁସ୍ଥ ହେଲେ ପୋପ୍ ଫ୍ରାନ୍ସିସ: ଶ୍ୱାସନଳୀରେ ସଂକ୍ରମଣ ପରେ ଡାକ୍ତରଖାନାରେ ଭର୍ତ୍ତି

ଭାଟିକାନ୍ ସିଟି: ଶ୍ୱାସନଳୀରେ ସଂକ୍ରମଣ ଯୋଗୁଁ ହଠାତ ଅସୁସ୍ଥ ହୋଇପଡିଛନ୍ତି ପୋପ୍ ଫ୍ରାନ୍ସିସ । ନିଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେବାରୁ ରୋମର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ…

ଖାଉଟିଆଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼, ରାଜ୍ୟରେ ପୁଣି ଥରେ ବଢ଼ିଲା କ୍ଷୀର ଦାମ୍

ଭୁବନେଶ୍ୱର:ଗ୍ରାହକଙ୍କ ପାଇଁ ଏକ ଖରାପ ଖବର । ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି । ରାଜ୍ୟରେ ବଢ଼ିଲା କ୍ଷୀର ଦର। ରାଜ୍ୟରେ ପୁଣି ଥରେ…

ବଡ ଘୋଷଣା! ଟାକ୍ସ ଚୋରି କରୁଥିବା ଲୋକଙ୍କୁ ଧରା ପକାଇଲେ ମିଳିବ ଇନାମ: ଗୁପ୍ତ ରହିବ ସୂଚନା ଦାତାଙ୍କ ନାମ

ନୂଆଦିଲ୍ଲୀ: ଦେଶରେ ଟାକ୍ସ ଚୋରି କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ ଏବଂ ଟାକ୍ସ ଚୋରି କରୁଥିବା ଲୋକମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ଜିଏସଟି…

ଇସ୍ରୋରେ ବାହାରିଲା ନିଯୁକ୍ତିର ସୁଯୋଗ, କେବଳ ଦ୍ୱାଦଶ ପାସ କରିଥିଲେ ମଧ୍ୟ କରିପାରିବେ ଆବେଦନ; ଲକ୍ଷରେ ମିଳିବ ଦରମା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରେ ଅନେକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ବାହାରିଛି। ଏଥିରେ ଫାୟାରମ୍ୟାନ୍, କ୍ଷୁଦ୍ର ଯାନ ଡ୍ରାଇଭର, ଭାରୀ ଯାନ ଡ୍ରାଇଭର, ଡ୍ରାଫ୍ଟମ୍ୟାନ୍ ବି (ସିଭିଲ୍),…

ଶରୀରରୁ କାହିଁ ବାହାରେ ଅଧିକ ଝାଳ? ଏହା ପଛରେ କ’ଣ ରହିଛି କାରଣ..

ନୂଆଦିଲ୍ଲୀ: ଅନେକ ଲୋକଙ୍କର ଶରୀରରୁ ଅଧିକ ଝାଳ ବାହାରିଥାଏ । ବେଳେବେଳେ ଏହା ପଛର କାରଣ ସ୍ୱାଭାବିକ । କିନ୍ତୁ ବେଳେବେଳେ ହାଇପରହିଡ୍ରୋସିସ ପାଇଁ ଅତ୍ୟଧିକ ଝାଳ ବାହାରେ । ଝାଳ ବାହାରିବା ଶରୀରର ଏକ ନିତିଦିନିଆ…

Twitter ର ବଡ଼ ନିଷ୍ପତି, ତୃତୀୟ ଥର ପାଇଁ ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ:ବର୍ତ୍ତମାନ ଭାରତର ଲୋକମାନେ ପଡୋଶୀ ଦେଶ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଦେଖି ପାରିବେ ନାହିଁ। କାରଣ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଅବରୋଧ କରାଯାଇଛି। ସୋସିଆଲ ମିଡିଆ…

ଜୁନ ୨୦ରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଶାନ୍ତିଶୃଙ୍ଖଳା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତା ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ଏହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବୁଧବାର ଜିଲ୍ଲାପାଳ ସମର୍ଥ…

ବିରୋଜଗାରୀଙ୍କ ପାଇଁ ଖୁସି ଖବର, ଏପ୍ରିଲ ପହିଲାରୁ ବ୍ୟାଙ୍କ ଖାତାକୁ ଆସିବ ବେକାରି ଭତ୍ତା

ରାୟପୁର:ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ବିରୋଜଗାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ମାସିକ ବେକାରି ଭତ୍ତା ଦିଆଯିବ। ଏହି ଯୋଜନା ଅନୁଯାୟୀ ଯୋଗ୍ୟ…

(Video)ବସରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଭାବପ୍ରବଣତା ଦେଖାଇଲେ ବୃଦ୍ଧଚାଷୀ, କହିଲେ ତୁମେ ହେଉଛ ‘ବିଶ୍ୱ…

ବାଙ୍ଗାଲୋର:ଗତକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନ ପ୍ରଚାରର ପାଇଁ ଏବେ କର୍ଣ୍ଣାଟକ ପଡିବ ଆଉ ଉଠିବ। ତେବେ ଏହାପୂର୍ବରୁ କର୍ଣ୍ଣାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ…

୩୧ରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ: ଭାରି ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ତେବେ ଆସନ୍ତା ୩୧ମାର୍ଚ୍ଚରେ ପଶ୍ଚିମାଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି…