fbpx
Browsing Category

Top Stories

NCC କେବେ ଗଠନ କରାଯାଇଥିଲା: ଏହାକୁ କାହିଁକି ପାଳନ କରାଯାଏ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ ଓ ମହତ୍ତ୍ୱ

ନୂଆଦିଲ୍ଲୀ: ଆଜି (ନଭେମ୍ବର ୨୭) ନ୍ୟାସନାଲ କ୍ୟାଡେଟ କ୍ରପସ (ଏନସିସି)ର ୭୪ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହାରେ ଏନସିସି ଗଠନ କରାଯାଇଥିଲା । ଏନସିସି ହେଉଛି ବିଶ୍ୱର ସର୍ବବୃହତ ବର୍ଦ୍ଦିଧାରୀ ଯୁବ ସଂଗଠନ । ଏନସିସି…

ମଦର ଡେୟରୀ ପରେ ମହଙ୍ଗା ହେବ Amul କ୍ଷୀର! କମ୍ପାନୀ ତରଫରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖାଲି ମହଙ୍ଗା ପରେ ମହଙ୍ଗା ମାଡ଼ । ତେବେ ଏହା ମଧ୍ୟରେ କ୍ଷୀର ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଗତ ୨୦ ତାରିଖରେ ମଦର ଡେୟରୀ କମ୍ପାନୀ ପକ୍ଷରୁ କ୍ଷୀର ଦର ବୃଦ୍ଧି…

ଭିଡିଓ: ‘I LOVE YOU’ କହି ଅଶ୍ଳୀଳ କମେଣ୍ଟ କରୁଛନ୍ତି, ସ୍କୁଲ ଛାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ଦେଲେ ଶିକ୍ଷୟତ୍ରୀ

ନୁଆଦିଲ୍ଲୀ: ଚଳଚ୍ଚିତ୍ରରେ ଛାତ୍ରମାନେ ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରିବା ଏବଂ ନିର୍ଯାତନାର କାହାଣୀ ନିଶ୍ଚୟେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ପ୍ରକୃତ ଜୀବନ୍ତ କାହାଣୀ କହୁଛୁ। ଉତ୍ତରପ୍ରଦେଶର ମିରଟର…

ମିଳିମିଳା ଭାଇରସ୍ କେତେ କ୍ଷତିକାରକ: ଏହାର ଲକ୍ଷଣ କ’ଣ, ଭ୍ୟାକ୍ସିନ କାମ ନକଲେ କ’ଣ କରିବେ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ମିଳିମିଳାକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଏହା କେତେ ଭୟଙ୍କର ହୋଇପାରେ ସେନେଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଜଣେ ରୋଗୀ ୧୨ରୁ ୧୮…

Video: ଭାରତ ଯୋଡ ଯାତ୍ରାରେ ବୁଲେଟ ଉପରେ ରାହୁଲ ଗାନ୍ଧୀ

ଭୋପାଳ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସକାଳେ ତାଙ୍କ ଭାରତ ଯୋଡ ଯାତ୍ରା ସମୟରେ ବୁଲେଟ ଚଳାଇଥିବାର ନଜର ଆସିଥିଲେ। ବର୍ତ୍ତମାନ ଭାରତ ଯୋଡ ଯାତ୍ରା ମଧ୍ୟପ୍ରଦେଶ ଦେଇ ଚାଲିଛି। ଭିଡିଓରେ ଏହା ଦେଖିବାକୁ…

ସାଧାରଣ ଜ୍ୱର ପାଇଁ ଆଣ୍ଟିବାୟୋଟିକ୍ ଠାରୁ ଦୂରେଇ ରୁହନ୍ତୁ: ICMR

ନୂଆଦିଲ୍ଲୀ: ସାଧାରଣ ଜ୍ୱର ଏବଂ ଭାଇରାଲ୍ ବ୍ରୋଙ୍କାଇଟିସ୍(କାଶ) ଭଳି ପରିସ୍ଥିତିରେ ଆଣ୍ଟିବାୟୋଟିକ୍ ବ୍ୟବହାର ପାଇଁ ନିର୍ଦେଶନାମା ଜାରି କରିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର)।…

ଘରେ ପ୍ରତିଦିନ ଜଳାନ୍ତୁ ଲବଙ୍ଗ: କେବେବି ରହିବନି ଆର୍ଥିକ ସଙ୍କଟ

ଲବଙ୍ଗକୁ ହିନ୍ଦୁ ଧର୍ମ ଅନୁସାରେ ଅତ୍ୟନ୍ତ ଶୁଭ କୁହାଯାଏ । ହିନ୍ଦୁ ପୂଜା ସମୟରେ ଏହା ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଯଦି ଘରେ ପ୍ରତିଦିନ ଲବଙ୍ଗ ଜଳାଯାଏ, ତେବେ ଏହା ଜୀବନରେ ଅନେକ ସକାରାତ୍ମକ…

ସଞ୍ଜୁ ସାମସନଙ୍କ କ୍ୟାରିୟର ଶେଷ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ! ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ଜଷ୍ଟିସ୍ ଫର୍ ସଞ୍ଜୁ ସାମସନ

ନୂଆଦିଲ୍ଲୀ: ହାମିଲଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ପଦ୍ମପୁରରେ ପାୱାର ଶୋ’: ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରେଳମନ୍ତ୍ରୀ

ପଦ୍ମପୁର: ପଦ୍ମପୁରର ଉପନିର୍ବାଚନ ପାଇଁ ପ୍ରଚାର ଏବେ ସରଗରମ । ଏହାରି ମଧ୍ୟରେ ପଦ୍ମପୁର ପାଇକମାଳରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରଚାର ଆରମ୍ଭ କରିଛନ୍ତି । ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଦୀପ…

ଖେଳୁଥିବା ସମୟରେ ମଇଦାନରେ ଟଳି ପଡିଥିଲେ ଏହି ୬ କ୍ରିକେଟର; ଜାଣନ୍ତୁ ସେମାନଙ୍କ ନାଁ ଆଉ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଆଜକୁ ୫ ବର୍ଷ ତଳେ ଅର୍ଥାତ ୨୭ ନଭେମ୍ବର ୨୦୧୪ ରେ ଜଣେ କ୍ରିକେଟରଙ୍କର ମୃତ୍ୟୁ ହୋଇଥିଲା । ଯାହାଙ୍କ ନାମ ହେଉଛି ଫିଲିପ ହ୍ୟୁଜ୍ । ତେବେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଏକ ମ୍ୟାଚ୍ ଖେଳିବା ସମୟରେ,…