fbpx
Browsing Category

Top Stories

ବ୍ରିଟେନରେ ଦେଖାଦେଲା ଘୋର ଆର୍ଥିକ ସଙ୍କଟ , ଏହି ପରିସ୍ଥିତିରେ କି ପଦକ୍ଷେପ ନେବେ ଋଷି ସୁନକ..

ଲଣ୍ଡନ: ବ୍ରିଟେନର ଆର୍ଥିକ ପରିସ୍ଥିତି ଏବେ ଅଣାୟତ୍ତରେ । ତାହା ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ପହଁଚି ସାରିଲାଣି । ଏନେଇ ଆଗକୁ ଆସୁଥିବା ଦିନ ମାନଙ୍କରେ ଅର୍ଥବ୍ୟବସ୍ଥାର ଘୋର ମାନ୍ଦାବସ୍ଥା ଦେଖିବାକୁ ମିଳିବ ।…

ପୂର୍ବ ଲଦାଖରେ ତିଆରି ହେଉଛି ପୋଖରୀ, ବରଫଭଳି ଥଣ୍ଡାରେ ବି ମିଳିବ ତାଜା ପାଣି

ଲଦାଖ: ଭାରତକୁ ଲାଗି ରହିଥିବା ଚୀନସୀମା ପାଖ ଅର୍ଥାତ ପୂର୍ବ ଲଦାଖରେ ବହୁ ଗୁଡ଼ିଏ ପ୍ରାକୃତିକ ପୋଖରୀ ତିଆରି କରାଯାଉଛି । ଏହାଦ୍ୱାରା ସେନାମାନେ କଠୋର ଶୀତରେ ମଧ୍ୟ ପାଣି ପାଇପାରିବେ । ଜୁନ ୨୦୨୦ମସିହାର ଗଲାବାନରେ ଚୀନ…

Vikram-S Mission: ମହାକାଶ ଗବେଷଣାରେ ଇତିହାସ ରଚିଲା ଭାରତ, ଲଞ୍ଚ ହେଲା ଦେଶର ପ୍ରଥମ ଘରୋଇ ରକେଟ୍

ନୂଆଦିଲ୍ଲୀ: ଆଜି ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ…

ରାଜଧାନୀରେ କୁକୁର ପାଳିବାକୁ ହେଲେ ମାନିବାକୁ ହେବ ନିୟମ: BMC ଆଣିବେ ଏହି ଗାଇଡଲାଇନସ

ଭୁବନେଶ୍ୱ: ରାଜଧାନୀବାସିଙ୍କ ପାଇଁ BMC ଏକ ନୂଆ ନିମୟ ଆଣିବାକୁ ଯାଉଛନ୍ତି । ଯାହାକି ପଶୁପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟାନ୍ୟ…

No Money For Terror: ଆତଙ୍କବାଦର ମୂଳପୋଛ ପାଇଁ ବିଶ୍ୱଯୁଦ୍ଧର ଡାକରା ଦେଲେ ମୋଦୀ!

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆତଙ୍କବାଦୀଙ୍କର ଗୋଟିଏ ଆକ୍ରମଣ ସମସ୍ତଙ୍କ ଉପରେ ଆକ୍ରମଣ ସହିତ ସମାନ । ଯେ ପର୍ଯ୍ୟନ୍ତ ଆମେ…

ଗ୍ୟାସ ଲିକ୍ ରୁ ଅଗ୍ନିକାଣ୍ଡ; ନିଆଁରେ ଜଳି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଗାଜା ଷ୍ଟ୍ରିପରରେ ଥିବା ଏକ ଶରଣାର୍ଥୀ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୨୧ ଜଣ ନିଆଁରେ ଜଳି ସେମାନଙ୍କ ପ୍ରାଣ ହରାଇଛନ୍ତି । ତେବେ ଏହି ମୃତକମାନଙ୍କ ମଧ୍ୟରେ ୭ ଜଣ ଶିଶୁଥିବା…

କୋଇଲା ଖଣି ଭିତରେ ୩୦ ଜଣଙ୍କ ମୃତ୍ୟୁ! ଅବୈଧ ଖନନ ବେଳେ ଧସିଲା ମାଟି

ନୂଆଦିଲ୍ଲୀ: କୋଇଲା ଖଣିରେ ଅବୈଧ ଖନନ ବେଳେ ମାଡ଼ି ଆସିଲା ବିପଦ । ହଠାତ୍ ମାଟି ଧସିବା କାରଣରୁ ପାଖାପାଖି ୩୦ ଜଣ ଲୋକ ଚାପି ହୋଇ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡର ଧାନବାଦରୁ ଏପରି ଏକ ଘଟଣା…

କଂଗ୍ରେସ ଭବନରୁ ଲୁଟ୍: ଦାୟର ହେଲା ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ଲାଗି ପଡ଼ିଛନ୍ତି ।…

ମଣିଷର ବୃଦ୍ଧତ୍ୱ ଲିଙ୍ଗ ଆଧାରିତ: ମହିଳାଙ୍କ ତୁଳନାରେ ପୁରୁଷମାନେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି କାହିଁକି: କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଶିଶୁ, ଯୁବକ ଓ ବୃଦ୍ଧ । ମଣିଷ ଜୀବନର ଏହି ତିନୋଟି ଅବସ୍ଥାକୁ କେହି ରୋକି ପାରିବେ ନାହିଁ । ତେବେ ନିୟମିତ ଯୋଗ, ଉପଯୁକ୍ତ ଖାଦ୍ୟପେୟ ଓ ଶାରୀରିକ ଭାବେ ଫିଟ୍ ରହିପାରିଲେ ଜଣେ କମ୍ ବୟସର ମଣିଷ ପରି…

୨୦୨୩ରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ହେବ ଧନବର୍ଷା, ଜୀବନରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଏବଂ କେତୁ ଗ୍ରହ ଦେଢ ବର୍ଷରେ ଥରେ ସେମାନେ ତାଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଏହି ଦୁଇ ଗ୍ରହ ସର୍ବଦା ବକ୍ର ଚାଳନା କରୁଥିବା ବେଳେ ଏହି ଦୁଇ ଗ୍ରହଙ୍କୁ ମାୟାବି ଗ୍ରହ…