Browsing Category

Top Stories

UIDAI ଆଣିଲା ନୂଆ ପ୍ଲାନ: ଠକଙ୍କ ଯୁଗ ସରିଲା, ମୃତ ବ୍ୟକ୍ତିଙ୍କ Aadhaarରେ ଏଣିକି କେହି ନେଇ ପାରିବେନି ସିମ୍ କାର୍ଡ!

ନୂଆଦିଲ୍ଲୀ: ଦିନକୁ ଦିନ ଆଧାର କାର୍ଡ ଜନିତ ଠକାମି ବଢ଼ିବାର ଲାଗିଛି । ଅନେକ ସମୟରେ ଅପରାଧୀମାନେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ସିମ୍ କାର୍ଡ ହାତେଇ ନେଇଥାନ୍ତି । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟକୁ ଏହି…

ତୃତୀୟ ମ୍ୟାଚରେ ଦଳରୁ ବାଦ୍ ପଡିବେ ଏହି ଖେଳାଳି: ଉମ୍ରାନ ମଲିକଙ୍କୁ ମିଳିବ କି ସୁଯୋଗ?

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରି ପାରିନି ଟିମ ଇଣ୍ଡିଆ । ଭାରତୀୟ ପଶଂସକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏହି ସିରିଜ ବର୍ତ୍ତମାନ ୧-୧ରେ ବରାବର…

(Video) ଯାଜପୁରରେ ମାଡ଼ ହେଲା ୧ କେଜିର ଏକ ବିରାଟ କୁଆପଥର: ଦେଖିବାକୁ ଲୋକଙ୍କର ଲମ୍ବା ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଭୀଷଣ ଗରମରେ ରାଜ୍ୟବାସୀ କଲବଲ ହେବା ପରେ ପଶ୍ଚିମା ଝଡ଼ ଦାଉ ସାଧିଥିଲା । ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ରାଜ୍ୟର ଅନେକ ଅଞ୍ଚଳ ମେଘୁଆ ରହିବା ପରେ ୧୮ ତାରିଖ ସନ୍ଧ୍ୟାରେ…

ITBP ଯବାନଙ୍କୁ ନେଇ ଯିବା ବେଳେ ଓଲଟିଲା ଗାଡି: ୬ ଜଣ ଆହତ

ଖୋର୍ଦ୍ଧା: ITBP ଯବାନମାନଙ୍କୁ ନେଇ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇଛି । ଛତିଶଗଡ ଯିବା ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକାଧିକ ଯବାନ ଏଥିରେ ଆହତ ହୋଇଛନ୍ତି । ଆଇଟିବିପି ଯବାନମାନଙ୍କୁ ନେଇ…

HDFC ପରେ ଏହି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲେ ଆରବିଆଇ: ଆପଣଙ୍କର ଅଛି କି ଆକାଉଣ୍ଟ?

ନୂଆଦିଲ୍ଲୀ: ନିୟମ ପାଳନରେ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏଚଡିଏଫସି ଲିମିଟେଡ ଉପରେ ଜରିମାନା ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାପରେ ବର୍ତ୍ତମାନ କେନ୍ଦ୍ରର ଆଉ ଏକ ବଡ ବ୍ୟାଙ୍କ ଉପରେ ମଧ୍ୟ ଜରିମାନା…

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ବିଶ୍ୱର ୫୦ଟି ଶ୍ରେଷ୍ଠ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଟାଇମ୍ ମାଗାଜିନରେ ଶ୍ରେଷ୍ଠ ସ୍ଥାନ- ୨୦୨୩ ତାଲିକାରେ ମୟୂରଭଞ୍ଜକୁ ସ୍ଥାନ ମିଳିଛି । ବିଶ୍ୱର ୫୦ଟି ପ୍ରାକୃତିକ ପରିବେଶ…

ବିଶ୍ୱର ସବୁଠୁ ଖୁସି ଦେଶ ହେଉଛି ଫିନଲାଣ୍ଡ: କେତେ ନମ୍ବରରେ ରହିଛି ଭାରତ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ସମସ୍ତ ଦେଶକୁ ନେଇ ହୋଇଥିବା ବାର୍ଷିକ ବିଶ୍ୱ ଖୁସି ସର୍ଭେ । ଏହି ତାଲିକାର ଶୀର୍ଷ ସ୍ତାନ ପୁଣି ଥରେ ଫିନଲାଣ୍ଡ ଅଧିକାର କରିଛି । ତେବେ ଲଗାତାର ଭାବେ ଷଷ୍ଠ ଥର ପାଇଁ ଏହି ସ୍ଥାନରେ କବଜା…

ନୀତୀଶ ଠାରୁ ମମତା ପର୍ଯ୍ୟନ୍ତ, ମୋଦୀଙ୍କ ବିରୋଧରେ ଜି୮ ପ୍ଲାନ୍ ; ପ୍ରଥମ ଷ୍ଟେପରେ ବଡ ଝଟକା ଖାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୃତୀୟ ଫ୍ରଣ୍ଟ ଗଠନ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଅଣ-ବିଜେପି ଏବଂ…

ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହୋଇ ପାରିବ! ମରିବା ପରର ୬ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, ଆମେରିକା ଡାକ୍ତରଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ସୃଷ୍ଟି । ବୃକ୍ଷଲକ୍ଷତା, ପଶୁପକ୍ଷୀ, ସରିସୃପଙ୍କ ଅପେକ୍ଷା ମଣିଷକୁ ସବୁଠାରୁ ଶ୍ରେଷ୍ଠ ଜୀବ ଭାବେ ଗ୍ରହଣ କରାଯାଇଥାଏ । ମୃତ୍ୟୁ ପରେ ମଣିଷ ଦୁନିଆରୁ ମୁକ୍ତ ହୋଇ…

ପୁଣି ଆସିଲା ଛଟେଇ ଝଡ଼: ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ…