fbpx
Browsing Category

Top Stories

ବଢ଼ିଲା ବିବାଦ, ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇବା ପାଇଁ ଅଧ୍ୟାଦେଶ ଆଣିବେ କେରଳ ସରକାର

ନୂଆଦିଲ୍ଲୀ: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ଘନୀଭୂତ ହେବାରେ ଲାଗିଛି। ସ୍ଥିତି ଏମିତି ଉପଜୁଲାଣି ଯେ, ରାଜ୍ୟପାଳଙ୍କୁ ବିଶ୍ଵ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଯୁଦ୍ଧ ପାଇଁ ପ୍ରସ୍ତୁତ ବିଜେଡି-ବିଜେପି-କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୫ ତାରିଖରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଭୋଟିଂ ହେବ । ତେବେ ଆସନ୍ତା…

India Vs England: Playing-11ରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ସମାପ୍ତ ହେବାକୁ ଆଉ ମାତ୍ର ଦୁଇପାଦ ଦୂର । ଗତକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିସାରିଛି । ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ…

ରାଶିଫଳ(ଗୁରୁବାର,୧୦ ନଭେମ୍ବର,୨୦୨୨)

ମେଷ :  ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି । ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର…

କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଧିବାସୀ

ସୋନପୁର: ବିନିକା ମନ୍ଦିର ଚୋରି ପ୍ରସଙ୍ଗରେ ସ୍ଥାନୀୟ ଲୋକେ ରାସ୍ତା ବନ୍ଦ କରିଛନ୍ତି । ସୋନପୁର ବିନିକା ଉର୍ଲେଠାରେ ଥିବା ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଛି । ରାସ୍ତା ବନ୍ଦ କରିବାର କାରଣ ହେଉଛି ପୋଲିସ ଚୋରଙ୍କୁ…

ଓଡ଼ିଶାରେ ମିଲେଟ୍‍ ମିଶନ୍‍କୁ ସମ୍ପ୍ରସାରିତ କରିବାର ଭିନ୍ନ ପ୍ରୟାସ :ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’

ଭୁବନେଶ୍ୱର: ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେଉଛି ‘ମାଣ୍ଡିଆ ଦିବସ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆଉ ଏକ ଭିନ୍ନ ପଦକ୍ଷପ ହାତକୁ ନେଇଛନ୍ତି। ଏହା ସହିତ ଜନସାଧାରଣଙ୍କ ମଧ୍ୟରେ କିପରି…

୩୪୯ଟି କୃଷି ବୈଜ୍ଞାନିକ ପଦବୀ ଖାଲି: ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ…

VIMSAR ପକ୍ଷରୁ ବାହାରିଲା ୧୧୩ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ଖବର ଆସିଛି । ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ଅନୁଷ୍ଠାନ (ଭୀମସାର) ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିରେ ଚାକିରି…

‘ ମୁଁ ମରି ଯିବି , କିନ୍ତୁ ସେନା ଛାଡିବି ନାହିଁ’ ମୋତେ ଗିରଫ କରି ବହୁତ ବଡ ଭୁଲ କରିଛ ବୋଲି କହିଲେ ସଞ୍ଜୟ

ମୁମ୍ବାଇ :ଅର୍ଥ ହେରଫେର ମାମଲାରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି। ବୁଧବାର ସନ୍ଧ୍ୟାରେ ସେ ଜେଲରୁ ବାହାରି ତୁରନ୍ତ ବିରୋଧୀ ଦଳକୁ ଗାଳିଗୁଲଜ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୈତିକ…

ଗ୍ରାଜୁଏସନ ପରେ ସିଧାସଳଖ Ph.D ଆଡମିସନ: ମାଷ୍ଟର ଡିଗ୍ରୀର ଆବଶ୍ୟକ ନାହିଁ, UGC ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ପିଏଚଡିରେ ଆଡମିସନ ନେଇ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ପରେ ସିଧାସଳଖ ପିଏଚଡିରେ ଆଡମିସନ ନେଇପାରିବେ । ମାଷ୍ଟର ଡିଗ୍ରୀର କୌଣସି…