Browsing Category

Top Stories

ମଣିଷ ମସ୍ତିଷ୍କକୁ ଦୁର୍ବଳ କରିଥାଏ ଏହି ଖରାପ ଅଭ୍ୟାସ: ଜାଣନ୍ତୁ ସୁସ୍ଥ ରଖିବାର ଉପାୟ

ମଣିଷ ଶରୀରର ମସ୍ତିଷ୍କ ସବୁବେଳେ କାମ କରିଥାଏ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଆମର ମସ୍ତିଷ୍କ କ୍ରମାଗତ ଭାବରେ ସକ୍ରିୟ ରହିଥାଏ। ଲୋକ ଏହାକୁ ସୁସ୍ଥ ରଖିବା ଉପରେ ଧ୍ୟାନ ଦେବା ଉଚିତ୍। କିନ୍ତୁ ଏପରି କିଛି ଅଭ୍ୟାସ…

ସରିଯିବ ମାଗଣା ବିଜୁଳି ଯୁଗ! ଏପରି ନିର୍ଦ୍ଦେଶ ଦେଲେ LG ସରକାର

ନୂଆଦିଲ୍ଲୀ: ଯଦି ଆପଣ ଦେଶର ରାଜଧାନୀ ଦିଲ୍ଲୀରେ ରୁହନ୍ତି ଏବଂ ସରକାରଙ୍କ ମାଗଣା ବିଦ୍ୟୁତ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ ସକସେନା ମୁଖ୍ୟ…

Video: ବାହା ବେଦିରେ ଶୋଇପଡ଼ିଲା ମଦୁଆ ବର, ଆଉ ତା’ପରେ..

ନୂଆଦିଲ୍ଲୀ: କଥାରେ ଅଛି 'ଶୋଇଲା ପୁଅର ଭାଗ ନାହିଁ', ଆଉ ବାହା ବେଦିରେ ଶୋଇପଡିଲେ ଚଳିବ କେମିତି। ବିବାହ ପୂର୍ବରୁ ମଦ୍ୟପ ସ୍ୱାମୀର ଏଭଳି ଅବସ୍ଥା ଦେଖି ଯୁବତୀ ବାହା ବେଦୀରୁ ଉଠିଯାଇଥିଲେ। ଏଭଳି ଏକ ଘଟଣା ଘଟିଛି…

ବଡ଼ ଦୁଃଖ ଖବର: କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଜନୈତିକ ଜଗତରୁ ଏକ ଦୁଃଖଦ ଖବର ଆସିଛି । ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଜଣେ ଟାଣୁଆ ନେତାଙ୍କୁ ହରାଇଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ପରଲୋକ ଘଯିଛି ।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଯାଜପୁରର ପାଣିକୋଇଲିରେ ଆମ୍ବ ଏବଂ ପନିପରିବା ପାଇଁ ଖୋଲିବ ଉତ୍କର୍ଷ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫଳ ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବେଙ୍ଗାଲୁରୁ, ଯାଜପୁର ଏବଂ ଗୋଆରେ ଡ୍ରାଗନ୍ ଫଳ, ଆମ୍ବ, ପନିପରିବା ଏବଂ ଫୁଲ ପାଇଁ ତିନୋଟି ସେଣ୍ଟର ଅଫ୍ ଏକ୍ସଲେନସି (ସିଓଇ) ପ୍ରତିଷ୍ଠା…

AAICLAS Recruitment: ୪୦୦ ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)- କାର୍ଗୋ ଲଜିଷ୍ଟିକସ ଆଣ୍ଡ ଆଲାଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ (କ୍ଲାସ) ପକ୍ଷରୁ ୪୦୦ ପଦବୀ ପାଇଁ ନୋଟିଫିକେସନ…

‘ପିଲାଦିନେ ମୋ ବାପା ମୋର ଯୌନ ଶୋଷଣ କରିଥିଲେ, ମୁଁ ଭୟରେ ଖଟ ତଳେ ଲୁଚି ରହିଥିଲି’: ଦିଲ୍ଲୀ ମହିଳା ପ୍ୟାନେଲ ମୁଖ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ(DCW) ମୁଖ୍ୟ ସ୍ୱାତି ମାଲିୱାଲ ନିଜର ପିତାଙ୍କ ଉପରେ ପିଲାଦିନେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି। ମହିଳା ଆୟୋଗ ଦ୍ୱାରା ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସେ ତାଙ୍କ ସହିତ ଘଟିଥିାବ…

ମାଲାମାଲ୍ ହେବେ ରାସନ କାର୍ଡଧାରୀ, ଏବେ ଗହମ-ଚାଉଳ ସହିତ ଏହି ସାମଗ୍ରୀ ମଧ୍ୟ ମାଗଣାରେ ମିଳିବ! ଜାରି ହେଲା ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଯଦି ଆପଣ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ସରକାର ଏବେ ଆପଣଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି,…

UGCର ନୂଆ ନିୟମ: ବିଶ୍ୱବିଦ୍ୟାଳୟ ଓ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ Ph.D ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ନିକଟରେ ୟୁଜିସି ପକ୍ଷରୁ…

MSME ମେଳାରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ‘ଉଦ୍ୟମୀ’ର ପ୍ରଥମ ସ୍ଥାନ ହାସଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ାଠାରେ ଚଳିତ ବର୍ଷ ମାର୍ଚ୍ଚ ମାସ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏମଏସଏମଇ ମେଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଅଂଶଗ୍ରହଣ କରିବା…