fbpx
Browsing Category

Top Stories

(ଭିଡିଓ)ଗୃହ ମନ୍ତ୍ରଣାଳୟର ଚିନ୍ତନ ଶିବିର:ପୋଲିସଙ୍କ ପାଇଁ ‘ୱାନ୍ ନେଶନ, ୱାନ୍ ୟୁନିଫର୍ମ’ର ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ :ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’କୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପରାଧ ଓ ଅପରାଧୀଙ୍କ ବିରୋଧରେ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ RBIର ବଡ଼ ପଦକ୍ଷେପ: ସୂଚନା ଦେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ଭଲ ଖବର ଆସିଛି । ବ୍ୟାଙ୍କ ଗ୍ରାହକଙ୍କର ଅନେକ ସମସ୍ୟା ରହିଛି । ଗ୍ରାହକଙ୍କର ଅଭିଯୋଗର ମୂଳ କାରଣକୁ ଚିହ୍ନଟ କରି ତାହାକୁ…

କାହିଁକି ଛଟ ପୂଜାରେ ଆବଶ୍ୟକ ନଥାନ୍ତି ପଣ୍ଡିତ,ଜାଣନ୍ତୁ ଏହା ପଛର କାରଣ..

ନୂଆଦିଲ୍ଲୀ :ଚାରି ଦିନିଆ ଛଟ ପର୍ବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ଓଡ଼ିଶା ଏବଂ ନେପାଳର କିଛି ଅଂଶ ସମେତ ପୂର୍ବାଞ୍ଚଳରେ ରହୁଥିବା ପ୍ରତ୍ୟେକ ଲୋକ ଏହି ପର୍ବ ପାଳନ କରନ୍ତି । କେବଳ…

Drinik Virus ଆପଣଙ୍କର ସ୍କ୍ରିନ ରେକର୍ଡିଂ ଓ ଡାଟା ଚୋରି କରୁଛି: ଟାର୍ଗେଟରେ SBI ସମେତ ୧୮ଟି ବ୍ୟାଙ୍କ ଗ୍ରାହକ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଡ୍ରିନିକ ଭାଇରସ ଦ୍ୱାରା ଗ୍ରାହକଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କର ସ୍କ୍ରିନ ରେକର୍ଡିଂ କରାଯାଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସମେତ ୧୮ଟି…

ରାଶିଫଳ(ଶନିବାର,୨୯ ଅକ୍ଟୋବର,୨୦୨୨)

ମେଷ : ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଶାରୀରିକ ଏବଂ ମାନସିକ…

Video: ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଦିଲ୍ଲୀରେ ଅଟକିଲା ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ବାଙ୍ଗଲୋର ଯାଉଥିବା ବିମାନର ଉଡ଼ାଣ ବାତିଲ ହୋଇଯାଇଛି। ବିମାନ ଉଡ଼ାଣ ଭରିବା ସମୟରେ ବିମାନରେ ନିଆଁ ଲାଗି ଯାଇଥିଲା। ଯେଉଁ କାରଣରୁ ବିମାନକୁ ତୁରନ୍ତ ଦିଲ୍ଲୀ ଏୟାରପୋର୍ଟରେ ହିଁ ଅଟକାଇ…

ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ ଷ୍ଟ୍ରୋକ୍: ଲକ୍ଷଣ ଚିହ୍ନି ଚିକିତ୍ସା କରନ୍ତୁ, ନଚେତ …

ଷ୍ଟ୍ରୋକ୍ ଏକ ସ୍ନାୟୁଗତ ସମସ୍ୟା, ଯାହାକୁ ମସ୍ତିଷ୍କ ଆକ୍ରମଣ ମଧ୍ୟ କୁହାଯାଏ । ଯଦି ଦେଖାଯାଏ, ଆଜିର ସମୟରେ ଷ୍ଟ୍ରୋକ୍ ଏକ ସାଧାରଣ ସମସ୍ୟା ଅଟେ । ପ୍ରତିବର୍ଷ ଷ୍ଟ୍ରୋକରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।…

ନଭେମ୍ବରରେ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; ଭାରତର ଏହି ସହରରେ ହେବ ଦୃଶ୍ୟମାନ

ବର୍ଷର ଦ୍ୱିତୀୟ ଏବଂ ଶେଷ ଗ୍ରହଣ ଦୀପାବଳି ସମୟରେ ଲାଗିଥିଲା ​​ଏବଂ ବର୍ତ୍ତମାନ ବର୍ଷର ଶେଷ ଏବଂ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବରରେ ଲାଗିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର…

ଦେଶରେ ଦରଦାମ ବଢିବା ପଛରେ କାରଣ କ’ଣ ? ଆରବିଆଇ ବୈଠକ ପୁର୍ବରୁ ଏମପିସି ସଦସ୍ୟ କହିଲେ ଏହାର କାରଣ

ମୁମ୍ବାଇ: ଭାରତରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ଏକ ବଡ଼ ସମସ୍ୟା ଅଟେ । ଦେଶରେ ଲୋକେ ଏକ ଉଚ୍ଚ ସ୍ତରର ମହଙ୍ଗା ମାଡର ସାମ୍ନା କରୁଛନ୍ତି । ଯାହାର ପ୍ରଭାବ ଚାହିଦା ଉପରେ ମଧ୍ୟ ପଡୁଛି । ଆମାଗୀ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍: ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ

ଭୁବନେଶ୍ୱର: ଭୁବନେଶ୍ୱର ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ କରିଛି ଭିଜିଲାନ୍ସ। ଆରଡବ୍ଲୁଏସଏସ'ର ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ ପରେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା…