fbpx
Browsing Category

Top Stories

ଜୋମାଟୋର ସିଇଓ ବି ବାଇକ ଧରି ଡେଲିଭରୀ କରନ୍ତି ଖାଦ୍ୟ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଫୁଡ୍ ଡେଲିଭରୀ ମାମଲାରେ ସଂପ୍ରତି ଭାରତରେ ଏକ ନମ୍ବର ନେଟଓ୍ଵର୍କ ହେଉଛି ଜୋମାଟୋ। ଆପଣ କେବେ ଚିନ୍ତା କରିନଥିବେ ଯେ ଏତେ ବଡ କମ୍ପାନିର ମାଲିକ ବି ମୋଟର ସାଇକେଲରେ ଫୁଡ ଡେଲିଭରୀ କରିବାକୁ ଯାଇ…

ଫିଟୁଛି ବ୍ଲାକମେଲ କୁଇନର ଗୁମର;ଟଙ୍କା ନଦେଲେ ଟିକ୍ ଟକ୍ କରିବ ବୋଲି ଦେଉଥିଲା ଧମକ

ଭୁବନେଶ୍ୱର:ଖୋଲୁଛି ଅର୍ଚ୍ଚନାଙ୍କ ଗୁମର । ଟଙ୍କା ପାଇଁ ଜୀବନ ନେବାକୁ ଧମକାଉଥିଲା ଅର୍ଚ୍ଚନା । ୩ କୋଟି ନ ଦେଲେ କାଟି ପିସ ପିସ କରି ଦେବ ବୋଲି କହୁଥିଲା ଅର୍ଚ୍ଚନା ।ତେବେ ଏହା ଭିତରେ ଫିଲ୍ମ ପ୍ରୟୋଜକ ଅକ୍ଷୟ…

ଦୀପାବଳି ପରେ ସତର୍କ ହୋଇଯାଅ ୫ ରାଶିର ଲୋକ: ୩୦ ଅକ୍ଟୋବରରୁ ଆରମ୍ଭ ହୋଇଯିବ ଖରାପ ସମୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଯାଇ ଅନ୍ୟ ରାଶିରେ ପ୍ରବେଶ କରନ୍ତି, ତାଙ୍କର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡ଼ିଥାଏ । ଏହି ରାଶି ପରିବର୍ତ୍ତନ କିଛି ରାଶିର ଚିହ୍ନ ପାଇଁ ଶୁଭ…

ଭାଗ୍ୟ ବଦଳାଇଲା ମାଛ ! କେଜିଏର ଦାମ୍ ୧୪ ହଜାର ଟଙ୍କା

ମୋହନା: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ…

ରାଜଧାନୀରେ ୨୪ ଘଣ୍ଟା ଖୋଲା ରହିବ ହୋଟେଲ ଆଉ ରେଷ୍ଟୁରାଣ୍ଟ ! ହେବ ଅନଲାଇନ ଫୁଡ ଡେଲିଭରୀ

ନୂଆଦିଲ୍ଲୀ :ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ଦିନରାତି ୨୪ ଘଣ୍ଟା ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ପ୍ରାୟ ୩୦୦ ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନକୁ ଏହି ନିଷ୍ପତି ଦିଆ ଯାଇଛି ।…

ଯେଉଁ ହସ୍ପିଟାଲରେ ହୋଇଥିଲା ପତ୍ନୀଙ୍କ ନିଧନ, ୯୩ ଦିନ ପରେ ସେଠାରେ ଆଖି ବୁଜିଲେ ନେତାଜୀ ମୁଲାୟମ

ନୂଆଦିଲ୍ଲୀ: ସଂଯୋଗ ଏମିତି ଯେଉଁଠି ପତ୍ନୀଙ୍କ ଦେହାନ୍ତ ହୋଇଥିଲା ଠିକ୍ ସେହି ସ୍ଥାନରେ ସ୍ଵାମୀ ଇହଲୀଳା ସମ୍ବରଣ କରିଛନ୍ତି। ଆମେ କହୁଛୁ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ କଥା। ଆଜି ସକାଳେ ୮ଟା…

ଶସ୍ତା ସୁନା କିଣିବାର ଆଜି ସୁବର୍ଣ୍ଣ ସୁଯୋଗ! ରୂପା ୧,୨୩୯ ଟଙ୍କା କମିଲା , ଜାଣନ୍ତୁ କେତେ ରହିଛି ରେଟ୍

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ସୁନା ଓ ରୂପା ମୂଲ୍ୟରେ ଆଜି ହ୍ରାସ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବଜାରରେ ସୁନା ତୁଳନାରେ ରୂପା ମୂଲ୍ୟ ସୁନାଠାରୁ ଅଧିକ ହ୍ରାସ ପାଇଛି । ପ୍ରାରମ୍ଭିକ ବାଣିଜ୍ୟରେ ଭାରତୀୟ ଫ୍ୟୁଚର…

କଟକ ବାରବାଟୀ ବିଧାୟକ ମୋକିମଙ୍କ ଜାମିନ ମଞ୍ଜୁର

କଟକ:କଟକ ବାରବାଟୀ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି । ମୋକିମଙ୍କ ଜାମିନଙ୍କୁ ମଞ୍ଜୁର କରାଯାଇଛି । ଆସନ୍ତା ୧୩ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ହାଇକୋର୍ଟରେ ଆବେଦନ କରିଥିଲେ…

ମଧୁମେହ ରୋଗୀଙ୍କ ପାଇଁ କେତେ ଫଳପ୍ରଦ ଘୋଳଦହି, ଜାଣନ୍ତୁ ଆପଣଙ୍କ ଶରୀର ଉପରେ ପଡିପାରେ କେଉଁ ପ୍ରଭାବ

ବଟର ମିଲ୍କ ହେଉଛି ଭାରତରେ ସବୁଠାରୁ ଅଧିକ ପାନୀୟ ଭାବେ ଆଦୃତ। କ୍ଷୀରକୁ ଘଷିବା ପରେ ଲହୁଣୀରୁ ବଟରମିଲ୍କ କିମ୍ବା ଘୋଳ ଦହି ବାହାର କରାଯାଏ । ବଟରମିଲ୍କରେ ଶର୍କରା ପରିମାଣ ବହୁତ କମ୍, ତେଣୁ ଏହା ମଧୁମେହ ରୋଗୀଙ୍କ…

ମୁଲାୟମଙ୍କ ମୃତ୍ୟୁରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘୋଷଣା

ଲଖନଉ: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ୟୁପିରେ ୩ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା ହୋଇଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…