Browsing Category
Top Stories
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ପରାକ୍ରମ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ନେତାଜୀ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦେଶର ସ୍ୱାଧୀନତା…
ଗୋଟିଏ ପରେ ଦ୍ୱିତୀୟ ସ୍ତନକୁ ବ୍ୟାପିପାରେ କ୍ୟାନ୍ସର: ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ
ସାରା ବିଶ୍ୱରେ ପ୍ରତିବର୍ଷ ସ୍ତନ କର୍କଟ ମାମଲା ବଢ଼ିବାରେ ଲାଗିଛି । ଏହି କାରଣରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଯାଉଛି । ମହିଳାମାନଙ୍କ କ୍ଷେତ୍ରରେ ଏହା ସବୁଠାରୁ ସାଧାରଣ କ୍ୟାନ୍ସର । ବର୍ତ୍ତମାନ ସ୍ତନ କର୍କଟ ବିଷୟରେ ଆଉ…
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ମିଳିବ ଚଳିତବର୍ଷର ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର
ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍ଡମା) ଏବଂ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ଅନୁଷ୍ଠାନ ବର୍ଗରେ ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପାଇଁ ଯୋଗ୍ୟ…
ଖୋଲିଲା ଫୁଡ୍ ଡେଲିଭରି ସ୍କାମ୍: ଜାଣନ୍ତୁ କିପରି ଜୋମାଟୋ ସହିତ ପ୍ରତାରଣା କରୁଛନ୍ତି ଡେଲିଭରି ବଏ
ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି କିଛି ଖାଇବାକୁ ଇଛା କରନ୍ତି, ତେବେ ରୋଷେଇ ଘରକୁ ଯିବା ପରିବର୍ତ୍ତେ ଆପଣ ମୋବାଇଲ ଉଠାଇ ଖାଦ୍ୟ ଆପରୁ ଖାଦ୍ୟ ଅର୍ଡର କରିପାରିବେ। ଦିନ ହେଉ କିମ୍ବା ମଧ୍ୟରାତ୍ରି ହେଉ, ଯେତେବେଳେ ବି…
Google, Microsoftଏବଂ Amazon ଏହି କର୍ମଚାରୀମାନଙ୍କୁ କଲା ଛଟେଇ, ଜାଣନ୍ତୁ ମାସକୁ କେତେ ଥିଲା ଦରମା ?
ନୂଆଦିଲ୍ଲୀ: ଗୁଗୁଲ, ଆମାଜନ ଏବଂ ମାଇକ୍ରୋସଫ୍ଟ ପରି ଆଇଟି କମ୍ପାନୀଗୁଡିକ ଏକ ବଡ଼ ଆକରରରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଏକ ରିପୋର୍ଟରୁ ସୂଚନା ମିଳିଛି କି, ଯେଉଁ କର୍ମଚାରୀମାନେ ୧ ମିଲିୟନ୍ ଡଲାର ପର୍ଯ୍ୟନ୍ତ…
ଗର୍ଭପାତ କରିବା କିମ୍ବା ନକରିବା ମହିଳାଙ୍କ ଅଧିକାର: ହାଇକୋର୍ଟ
ନୂଆଦିଲ୍ଲୀ: ମହିଳାଙ୍କ ଗର୍ଭଧାରଣକୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଗର୍ଭଧାରଣ ଜାରି ରଖିବା କିମ୍ବା ନରଖିବା ଅଧିକାର ସମ୍ପୂର୍ଣ୍ଣ ମହିଳାଙ୍କ ଉପରେ ରହିଛି…
ଛଟେଇ ପାଇଁ ପ୍ରସ୍ତୁତ ହେଉଛି ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଇ, ଯାଇପାରେ ୬% କର୍ମଚାରୀଙ୍କ ଚାକିରି
ନୂଆଦିଲ୍ଲୀ: ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଇ ଏହାର ୬% କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ସାମ୍ଭାବ୍ୟ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଥିବା ସୋମବାର କମ୍ପାନୀ ପକ୍ଷରୁ…
(VIDEO)ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି; ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା
ଜଗତସିହଂପୁର: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାଲେଣ୍ଟାଇନ୍ସ ସପ୍ତାହ । ଯାହାକୁ ଆଜିର ଯୁବପିଢି ଖବୁ ଧୁମଧାମରେ ସେଲିବ୍ରେଟ କରିଥାନ୍ତି । ନିଜର ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ସହ ବୁଲିବା ସହ ଗିଫ୍ଟ ମଧ୍ୟ…
ଦିଶାଙ୍କ ପାଇଁ ହଁ, ଯାତ୍ରା ପାଇଁ ନାଁ; କାହିଁକି ଏତେ ପାତରଅନ୍ତର ?
ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ୱରର ଖଣ୍ଡଗିରି ଏବଂ ଉଦୟଗିରି ପାଦଦେଶରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷ…
ମଇଳା ପାଣିରେ ବଢ଼ିଥିବା ମାଛକୁ ଖାଇଲେ କ୍ୟାନ୍ସର ଓ ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା: ରିସର୍ଚ୍ଚ
ଖାସକରି ମାଛ ଖାଇବାକୁ ପସନ୍ଦ କରୁଥିବା ଶାକାହାରୀ ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର, ଯାହା ଆପଣଙ୍କୁ ବିଚଳିତ କରିପାରେ । ତେବେ Environmental Working Group (EWG) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଧୁର…