Browsing Category

Top Stories

(Video) ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଭାରତୀୟ ମୁଦି, ହୀରା ସଂଖ୍ୟା ଶୁଣିଲେ ଆପଣ ନିଶ୍ଚୟ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୁଦି କହିଲେ ଏକ ସଂଶାଧନ ସାମଗ୍ରୀକୁ ବୁଝାଇଥାଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ସମସ୍ତେ ମୁଦି ପିନ୍ଧିଥାନ୍ତି । ମୁଦି ପିନ୍ଧିବାର ଅନେକ କାରଣ ମଧ୍ୟ ଥାଏ ବିବାହ ଭଳି ଶୁଭ କାର୍ଯ୍ୟ ହେଉ, କିମ୍ବା ହେଉ…

ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ, ଉଦ୍ଧାର ପାଇଁ ଜୋରଦାର ପ୍ରୟାସ

ରାୟଗଡ଼ା:  ବୁଲିବା ପାଇଁ ଆସିଥିବାବେଳେ ନାଗାବଳୀ ନଦୀ ମଝିରେ ଫସିଗଲେ ଦୁଇ ପର୍ଯ୍ୟଟକ । ନଦୀରେ ପ୍ରବାହିତ ପ୍ରଖର ପାଣି ମଧ୍ୟରେ ଫସି ରହିଛନ୍ତି ଏହି ଦୁଇ ପର୍ଯ୍ୟଟକ । ମିଳିଥିବା ସୂଚନା ଅନୂଯାୟୀ, କାଶୀପୁର ବ୍ଲକ…

ଏଣିକି ପୁରୁଷ ଓ ମହିଳା କଏଦୀଙ୍କୁ ମିଳିବ ଟେଲରିଂ, କମ୍ପ୍ୟୁଟର ଓ ନର୍ସିଂ ଟ୍ରେନିଂ: ରାଜ୍ୟ ସରକାର ଗଠନ କଲେ କଏଦୀ ଉନ୍ନୟନ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନଙ୍କୁ ମିଳିବ କମ୍ପ୍ୟୁଟର ଶିକ୍ଷା ଓ ନର୍ସିଂ ଟ୍ରେନିଂ । ଜେଲ ବିଭାଗରେ ୫ଟି ଲାଗୁ ହେବା ପରେ କଏଦୀ ଓ କାରାଗାର ବିଭାଗରେ ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ ମିଳିଛି ।…

କରୋନା ଟୀକାକରଣରରେ ଇତିହାସ ସୃଷ୍ଟି କଲା ଭାରତ, ୧୮ ମାସରେ ୨୦୦ କୋଟି ଡୋଜ ଟୀକାକରଣ

ନୂଆଦିଲ୍ଲୀ: ଭାରତ କରୋନା ଟୀକାକରଣର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ରବିବାର ଦିନ ଦେଶରେ ମୋଟ ଟୀକାକରଣ ଦୁଇ ବିଲିୟନରେ ପହଞ୍ଚିଛି। ଏହା ସହିତ ଭାରତ ଏହାର ଜନସଂଖ୍ୟାକୁ ଦୁଇ ବିଲିୟନରୁ ଅଧିକ ଡୋଜ ଦେବାରେ ଦ୍ୱିତୀୟ…

(video)ଲୋକଙ୍କୁ ଦିୱାନା କରୁଛି ଏହି ଏକ୍ସପ୍ରେସନ: ପ୍ରଥମ ଥର ଆଚାର ଖାଇ ଏମିତି କଲା କୁନି ବାଳକ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଅନେକ ଛୋଟ ଛୋଟ ଛୁଆଙ୍କ ଭିଡିଓ ଭାଇରାଲ ହେଉଛି । ଛୋଟ ଛୋଟ ଛୁଆଙ୍କ ନଟଖଟ ଅନ୍ଦାଜ ସମସ୍ତଙ୍କୁ କରୁଛି ଏଣ୍ଟରଟେନ । ଛୁଆମାନଙ୍କ ଭିଡିଓର ଫ୍ୟାନ ଫଲୋଇଙ୍ଗ କିଛି ନିଆରା ଥାଏ । ନିଆରା ଢଙ୍ଗରେ…

ଭାରତ-ଚୀନ ମଧ୍ୟରେ ବୈଠକ: ସୀମା ବିବାଦକୁ ନେଇ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ୨୦୨୦ ମସିହାରୁ ଲାଗି ରହିଛି ଲଦ୍ଦାଖ ସୀମା ବିବାଦ । ଏ ନେଇ ଅନେକ ଆଲୋଚନା ପୂର୍ବରୁ ହୋଇ ସାରିଛି । ତେବେ ପୂର୍ବରୁ ସମସ୍ତ ଆଲୋଚନାରେ କୌଣସି ନିଷ୍କର୍ସ ମିଳି ନଥିବା ବେଳେ ଏବେ ଆଉ…

Video: ଠକ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରିଲେ ସ୍ତ୍ରୀ, ମିଛ କହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ପାଲଟିଲାଣି ଭଦ୍ର ଠକଙ୍କ ସାମ୍ରାଜ୍ୟ। କେତେବେଳେ ଚାକିରି ନାଁରେ ଠକେଇ ତ କେତେବେଳେ ବାହାଘର ସ୍ୱପ୍ନ ଦେଖାଇ ମହିଳାଙ୍କୁ ଠକେଇ କରୁଛନ୍ତି । କିଛି ଦିନ ତଳେ ରାଜ୍ୟରେ ଜଣେ ଡାକ୍ତର…

(video)ଲଣ୍ଡନରେ ମାହିଙ୍କ ଜଲୱା: ଧୋନୀଙ୍କ ସହ ସେଲ୍ଫି ପାଇଁ ରାସ୍ତାରେ ଲାଗିଗଲା ଭିଡ

ନୂଆଦିଲ୍ଲୀ: ଏହା ସତ ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ଜଗତରୁ ଅବସର ନେଇ ସାରିଛନ୍ତି କ୍ୟାପଟେନ କୁଲ ମାହି । କିନ୍ତୁ ଫ୍ୟାନ୍ସମାନଙ୍କ ମଧ୍ୟରେ ଏବେ ବି ତାଙ୍କ କ୍ରେଜ ପୂର୍ବ ଭଳି ରହିଛି । ଏବେ ବି ମଇଦାନରେ ଧୋନୀଙ୍କୁ…

କାହିଁକି ଆଜିର ଦିନରେ ପାଳନ ହୁଏ ବିଶ୍ୱ ଇମୋଜି ଡେ’? ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଜୁଲାଇ ୧୭ ତାରିଖକୁ ପ୍ରତିବର୍ଷ ବିଶ୍ୱ ଇମୋଜୀ ଦିବସ ଭାବେ ପାଳନ କରାଯାଏ । ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆରେ ଚାଟିଂକୁ ମଜାଦାର କରି ଦେଇଥାଏ ଏହି ଇମୋଜୀ । ଆଜି ଦୁନିଆରେ ନିଜ କଥା କହିବା ପାଇଁ ଶବ୍ଦ…

ଜଗଦୀପ ଧନଖଡ଼: ପଶ୍ଚିମବଙ୍ଗର ଚର୍ଚ୍ଚିତ ରାଜ୍ୟପାଳଙ୍କ ରାଜନୈତିକ ଯାତ୍ରା, ଓକିଲରୁ ରାଜ୍ୟପାଳ ଆଉ ଏବେ ଉପ-ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ। ଜଗଦୀପ ଧନକଡ଼ ୨୦୧୯ରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରଠାରୁ ଟିଏମ୍‌ସି ସରକାରଙ୍କ ସହିତ…