Browsing Category
Top Stories
ଜଗଦୀପ ଧନଖଡ଼ ହେଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ବିଜେପି ଅଧ୍ୟକ୍ଷ
ନୂଆଦିଲ୍ଲୀ: ଆସନ୍ତା ୬ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଶନିବାର ଭାରତୀୟ ଜନତା ପାର୍ଟୀର ସଂସଦୀୟ ବୋର୍ଡର ବୈଠକ ହୋଇଛି । ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଭାବରେ ଜଗଦୀପ ଧନଖଡ଼ଙ୍କ ନାମ…
ରାଜ୍ୟରେ ବଢୁଛି କରୋନା କେସ: ଜାଣନ୍ତୁ କ’ଣ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଏବେ ସାରା ଦେଶରେ ବଢ଼ୁଛି କୋଭିଡ ସଂକ୍ରମଣ । କିନ୍ତୁ ଯେଉଁ ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ସେଠି ଏବେ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ…
CBSE ଦଶମ ଓ ଦ୍ୱାଦଶ ରେଜଲ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନେଇ କ’ଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ: ଚଳିତ ବର୍ଷ ପାଖାପାଖି ୩୫ ଲକ୍ଷ ପରୀକ୍ଷାର୍ଥୀ ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିଲେ । ଏବେ ସମସ୍ତ ପରୀକ୍ଷାର୍ଥୀ ସିବିଏସଇ ୨୦୨୨ ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ପରୀକ୍ଷା ରେଜଲ୍ଟ ପ୍ରକାଶ…
ରେପ ପରେ ନାବାଳିକାଙ୍କ ସହ କଲେ ଏମିତି କାମ: ମୃତ୍ୟୁ ସହ ସଂଗ୍ରାମ କରୁଛି ପୀଡିତା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ସଙ୍ଗୀନ ମାମଲା । ଯାହାକୁ ନେଇ ଏବେ ଦିଲ୍ଲୀ ପୋଲିସ ଉପରକୁ ଆଙ୍ଗୁଠି ଉଠିଛି । ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହିତ ଘଟିଯାଇଛି ଏକ ଛାତିଥରା ଘଟଣା । ନାବାଳିକାଙ୍କ ସହ…
(video)ସେନାଙ୍କୁ ଦେଖି ଏମିତି କଲା କୁନିଝିଅ: ଦେଶ ପାଇଁ ଯବାନମାନଙ୍କ ମୂଲ୍ୟ ବୁଝାଇ ଦେବ ଏହି ଭିଡିଓ
ଭାରତୀୟ ସେନା ପାଇଁ ସାଧାରଣ ଜନତାଙ୍କ ମନରେ ରହିଛି ଅଗାଢ ଭଲ ପାଇବା । ଖରା, ବର୍ଷା, ଶୀତ ସବୁ ସମୟରେ ନିଜ ଜୀବନକୁ ବାଜି ଲଗାଇ ସୀମାରେଖାରେ ଜଗି ରହୁଛନ୍ତି ଇଣ୍ଡିଆନ ଆର୍ମି । ତେଣୁ ଏହି ଯବାନମାନଙ୍କୁ ଦେଶବାସୀ ଖୁବ…
‘Revdi Culture’ କ’ଣ: ପ୍ରଧାନମନ୍ତ୍ରୀ ମୋଦୀ କାହାକୁ ଏପରି କହିଲେ, ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀ କାନପୁରଠାରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି । ତେବେ ଏହି ଅବସରରେ ମୋଦୀ ନିଜ…
ଜାଣି ରଖନ୍ତୁ ଏହି ଟ୍ରାଫିକ୍ ନିୟମ, ନହେଲେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଜରିମାନା
ଭାରତ ସରକାର ଦେଶରେ ଅନେକ କଡ଼ା ଟ୍ରାଫିକ୍ ନିୟମ ଲାଗୁ କରିଛନ୍ତି । ଏମିତିକି ଗାଡ଼ିର ନିର୍ମାଣ ନେଇ ମଧ୍ୟ ଅନେକ ଗାଇଡଲାଇନ ଆସିଛି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟ୍ରାଫିକ୍ ନିୟମ ବିଷୟରେ କହିବାକୁ ଯାହା ବିଷୟରେ…
ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଲକ୍ଷ ଲକ୍ଷ ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ବେନିଫିଟ୍
ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇର ଗ୍ରାହକଙ୍କୁ ବେନିଫିଟ୍…
ବଦଳିଲା IPLର ନିୟମ: ଏଣିକି ଅଢେଇ ମାସ ପର୍ଯ୍ୟନ୍ତ ଚାଲିବ ଫଟାଫଟ କ୍ରିକେଟର ମହାଯୁଦ୍ଧ
ନୂଆଦିଲ୍ଲୀ: ଏଣିକି ୨ ନୁହେଁ, ଅଢେଇ ମାସ ପର୍ଯ୍ୟନ୍ତ ଚାଲିବ ଫଟାଫଟ କ୍ରିକେଟର ମହାସମର । ଏଥିପାଇଁ ଆଇସିସି ତରଫରୁ ମଧ୍ୟ ମିଳିଯାଇଛି ଗ୍ରୀନ ସିଗନାଲ । ଆଇପିଏଲ ପାଇଁ ଅଢେଇ ମାସର ଏକ ୱିଣ୍ଡୋ ସେଟ କରିଛି କ୍ରିକେଟ…
କଡ଼ାକଡ଼ି ହେଲା କୋଭିଡ୍ କଟକଣା, BMC ରେ ମାସ୍କ ନପିନ୍ଧିଲେ ମଳିବନି ଏହିସବୁ ସୁବିଧା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସମଗ୍ର ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି । ଖାଲି ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଦୈନିକ ସଂକମ୍ରଣ ମଧ୍ୟ ବୃଦ୍ଧି…