Browsing Category

Top Stories

ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାରଙ୍କ ପାଖରେ ନିଜସ୍ୱ ଇଣ୍ଟରନେଟ୍

ନୂଆଦିଲ୍ଲୀ: କେରଳ ଦେଶର ଏକମାତ୍ର ରାଜ୍ୟ ଯିଏ ଏବେ ନିଜସ୍ୱ ଇଣ୍ଟରନେଟ ସୁବିଧା ହାସଲ କରିଛି । କେରଳ ଫାଇବର ଅପ୍ଟିକ୍ ନେଟୱାର୍କ ଲିମିଟେଡକୁ ଦୁରସଞ୍ଚାର ବିଭାଗ ନିକଟରୁ ଇଣ୍ଟେରନେଟ୍ ସେବା ପ୍ରଦାନ କରିବାର ଲାଇସେନ୍ସ…

କେରଳରେ ମଙ୍କିପକ୍ସର ଏଣ୍ଟ୍ରି ପରେ ଆଲର୍ଟରେ ସରକାର: ସ୍କ୍ରିନିଂ-ଟେଷ୍ଟିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ଏକ ସନ୍ଦିଗ୍ଧ କେସ୍ ମିଳିବା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ସମେତ ସମସ୍ତ ରାଜ୍ୟକୁ ଚିଠି ଲେଖି ସଜାଗ ରହିବାକୁ କହିଛନ୍ତି କେନ୍ଦ୍ର ସରକାର ।…

ଢେଙ୍କାନାଳ: ପରକୀୟା ପ୍ରୀତି ହେଲା କାଳ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

ଢେଙ୍କାନାଳ: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ବିବତ୍ସ ହତ୍ୟା କଲା ସ୍ୱମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀର ହତ୍ୟା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି କଟାମୁଣ୍ଡ ଧରି ୧୨ କିମି ଚାଲିଲା । ଏଭଳି ଏକ ଅଭାବନୀୟ…

ପ୍ରଶ୍ନପତ୍ର ଲିକ୍ ମାମଲା: ୧୯ରେ ହେବ ଏଜୁକେସନ ଅନର୍ସ ପରୀକ୍ଷା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିବା ପରେ ପରୀକ୍ଷା ବାତିଲ ହୋଇଥିଲା । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖୋଦ୍…

କାଶୀପୁରରେ ଝାଡ଼ାବାନ୍ତି ଯୋଗୁଁ ଚାଲିଗଲା ୪ ଜୀବନ: ପହଞ୍ଚିନି ମେଡିକାଲ ଟିମ୍

ରାୟଗଡ଼ା(ଓଡ଼ିଶା ଭାସ୍କର): କରୋନା ପୁଣି ବଢ଼ୁଥିବା ବେଳେ ରାୟଗଡ଼ା କାଶିପୁର ବ୍ଲକରେ ଝାଡ଼ାବାନ୍ତି ସାଜିଛି ମୁଣ୍ଡବିନ୍ଧାର କାରଣ । ଝାଡ଼ାବାନ୍ତି ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲି ରାତିରେ ଟିକିରି…

ଆସିଲା ଏଡିଆର୍‌ ରିପୋର୍ଟ: କରୋନା କାଳରେ ରାଜନୈତିକ ଦଳ ମାଲାମାଲ, ବିଜେପିକୁ ଅଜସ୍ର ଧନବର୍ଷା

ନୂଆଦିଲ୍ଲୀ: କରୋନା କାଳରେ ଭାରତର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଲୋକେ ହା ହୁତାସରେ ଦିନ କାଟିଥିଲେ । କିନ୍ତୁ ଏହି ସମୟରେ ଭାରତର କିଛି ରାଜନୈତିକ ଦଳଙ୍କ ଉପରେ ଅଜସ୍ର ଧନବର୍ଷା ହୋଇଛି । ବିଶେଷକରି ଭାରତୀୟ…

ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦୦ ରନରେ ହରାଇଲା ଇଂଲଣ୍ଡ, ସିରିଜ ୧-୧ ରେ ବରାବର

ଇଂଲଣ୍ଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ସିରିଜକୁ ୧-୧ ବରାବର ସ୍ଥିତିକୁ ଆଣିଛି।…

ରାଜ୍ୟରେ ଆଜିଠୁ ମାଗଣା ବୁଷ୍ଟର ଡୋଜ୍: କଲେଜ, ହଷ୍ଟେଲରେ ମଧ୍ୟ ଦିଆଯିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଥିବା ବେଳେ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ଆଜିଠାରୁ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ଆଜିଠୁ ସରକାରୀ ଟିକାକରଣ…

ରାଶିଫଳ(ଶୁକ୍ରବାର,୧୫ ଜୁଲାଇ,୨୦୨୨)

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ ।…

ରାଜଧାନୀରେ ସଂକ୍ରମଣ ରୋକିବାକୁ ପ୍ରୟାସ: ସଚେତନ କରାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର: ସାରା ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କରୋନା ମହାମାରୀ । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ କଟକଣା ଆଣିବା ପାଇଁ ଆଲୋଚନା କରୁଛନ୍ତି । ସେପଟେ ମାସ୍କକୁ ମଧ୍ୟ ପୁଣି ତରେ ବାଧ୍ୟତାମୂଳକ…