Browsing Category

Top Stories

ଚାଉଳ ଉତ୍ପାଦନରେ ଓଡ଼ିଶା ଆଗରେ: ପିଆଜ, ତେଲ, ଲୁଣ, ଡାଲି, ଚିନି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ- ସରକାରୀ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନ ଓ ଚାଉଳ ଉତ୍ପାଦନରେ ୨୦ ବର୍ଷ ତଳେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ଥିଲା । ମାତ୍ର ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏବେ ଏକ ବଳକା ରାଜ୍ୟରେ ପରିଣତ ହୋଇସାରିଛି । ଅପରପକ୍ଷେ ଅନ୍ୟ କିଛି…

ଟ୍ରାଫିକ ନିୟମ ଭାଙ୍ଗିଲା, ଛୁରୀରେ ଆକ୍ରମଣ କଲା: ପୋଲିସ କର୍ମୀଙ୍କୁ ଅଧ କିଲୋମିଟର ଘୋଷାରି ନେଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଥାଏ । ତେବେ ଏପରି ଏକ ଘଟଣା ନଭି ମୁମ୍ବାଇରେ ଦେଖିବାକୁ ମିଳିଛି । ଜଣେ କାର ଚାଳକ ଟ୍ରାଫିକ ନିୟମ ଭାଙ୍ଗିବା ସହିତ ପୋଲିସ…

ଅମରନାଥରେ ପ୍ରକୃତିର ତାଣ୍ଡବ: ବାବାଙ୍କୁ ଦର୍ଶନ କରିବାକୁ ଆସି ପ୍ରାଣ ହରାଇଲେ ଭକ୍ତ

ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଯାଏ ମଣିଷ, ହୋଇଯାଏ ନିରୁପାୟ । ତେବେ ଅମରନାଥ ଗୁମ୍ପା ଆଗରେ ପ୍ରକୃତି ତାର ଉଗ୍ର ରୂପ ଦେଖାଇଛି । ତାର କ୍ଷିପ୍ର ସ୍ରୋତରେ ଭସାଇ ନେଇଛି ଅନେକ ଶ୍ରଦ୍ଧାଳୁଙ୍କୁ । ବାବା ଅମରନାଥ…

ଗୀତର ତାଳେ ତାଳେ ଛୋଟ ପିଲାର ଜବରଦସ୍ତ ଠୁମକା: ଭାଇରାଲ ହେଉଛି ଛୋଟୁର ଡ୍ୟାନ୍ସ

ଓଡିଶା ଭାସ୍କର: ସୋସିଆଲ ଭିଡିଓ ଭାଇରାଲ ହେବା ସାଧାରଣ କଥା । ଆଉ ଯଦି ଭିଡିଓ ଏମିତି ଥାଏ, ତାହେଲେ ଭାଇରାଲ ହେବାକୁ କେତେ ବା ସମୟ ଲାଗିବ । ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀ କିମ୍ବା ଛୋଟ ଛୁଆଙ୍କ କ୍ୟୁଟ ଭିଡିଓ…

ଭାରତ ଚାଉଳ-ଗହମ ଉତ୍ପାଦନରେ ବିଶ୍ୱରେ ଦୁଇ ନମ୍ବର: ଦେଶର ୯୭ କୋଟି ଲୋକଙ୍କୁ ମିଳୁନି ସୁସ୍ଥ ଖାଦ୍ୟ, ୨୨ କୋଟି ଲୋକ ପୁଷ୍ଟିହୀନ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ମହଙ୍ଗା ଋତୁ ଚାଲିଛି । ତେବେ ମହଙ୍ଗାର ପ୍ରଭାବରେ ଗରିବ ଲୋକମାନେ ସୁସ୍ଥ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ୯୭ କୋଟିରୁ ଅଧିକ ଲୋକ ହେଲଦି ଡାଏଟ ନେବାରୁ ବଞ୍ଚିତ ହେଉଛନ୍ତି ।…

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ: ଦିନକରେ ଚିହ୍ନଟ ହେଲେ ୫୭୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ହେବ କରୋନା ଗ୍ରାଫ ୪୦୦ ଟ୍ରେଣ୍ଡିଂରେ ରହିବା ପରେ ଏବେ ରାଜ୍ୟ ପିଜିଟିଭ ହାର ୫୦୦କୁ ବୃଦ୍ଧି ପାଇଛି । ଲଗାତାର ଦୁଇ ଦିନ ହେଲା…

ଜିଏସଟି କମିଶନର ପଦରେ ଯୋଗ ଦେଲେ ବିଜୟ କୁମାର କର: ୧୯୮୯ ବ୍ୟାଚର ଥିଲେ ଅଧିକାରୀ

ଭୁବନେଶ୍ୱର : ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ କୁମାର କର । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ )…

ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ପହଞ୍ଚିଲେ କ୍ୟାପଟେନ କୁଲ: ଫଟୋ ପୋଷ୍ଟ କଲା ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ସିରିଜକୁ ମଧ୍ୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଏବାଷ୍ଟନରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି…

ଆପଣଙ୍କର ବ୍ଲଡପ୍ରେସର କଣ୍ଟ୍ରୋଲରେ ରହିବ, ହାର୍ଟ ସୁସ୍ଥ ରହିବ ଓ କିଡନୀ ଷ୍ଟୋନ୍ ଗାଏବ୍ ହୋଇଯିବ, ଦୈନିକ ସେବନ କରନ୍ତୁ ଡାଳିମ୍ବ

ଆମେ ଦୈନନ୍ଦିନ ଜୀବନରେ ଅନେକ ଫଳ ସେବନ କରିଥାଉ । ତେବେ ଅଧିକାଂଶ ଫଳର ଉପକାରିତା ବିଷୟରେ ଆମେ ଅଜ୍ଞାତ ରହିଥାଉ । ଡାଳିମ୍ବ ଖାଇବାକୁ ଯେମିତି ସୁଆଦିଆ ସେମିତି ଉପକାରୀ ଗୁଣରେ ମଧ୍ୟ ଭରପୁର । ଆପଣ ଦୈନିକ ସକାଳୁ ଖାଲି…

ଯାହାର ଚାକିରି ନାହିଁ ତାକୁ ମାସକୁ ସରକାର ଦେବେ ୧୫୦୦ ଟଙ୍କା: ୨୧ରୁ ୩୫ ବର୍ଷୀୟ ଯୁବକ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ି ଚାଲିଛି । ଏପରି ସ୍ଥିତିରେ ଯୁବକଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସରକାର ଆଗେଇ ଆସିଛନ୍ତି । ଏଥିପାଇଁ ସରକାର ଯୁବକଙ୍କୁ ବେକାରି ଭତ୍ତା ପ୍ରଦାନ କରିବେ । ନିକଟରେ…