Browsing Category

Top Stories

ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ପାଇଲେ ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ

ନୂଆଦିଲ୍ଲୀ: ସଂକଟ ସମୟରେ ଦମଦାର ପାଳି ପାଇଁ ସୁନ୍ଦର ଉପହାର ପାଇଛନ୍ତି ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ । ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ତରଫରୁ ପ୍ଲେୟର ଅଫ ଦ ମନ୍ଥ ଭାବରେ ତାଙ୍କୁ ସମ୍ମାନିତ କରାଯାଇଛି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

୧୭ରୁ ୧୮ ତାରିଖ ଭିତରେ ୟୁପିରେ ପାଦ ରଖିବ ମୌସୁମୀ ବାୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । କିନ୍ତୁ କିଛି ଦିନ ମଧ୍ୟରେ ଏହି ପାଣିପାଗରେ ପରିବର୍ତ୍ତନ ଆସିବାକୁ ଯାଉଛି । ଖୁବଶୀଘ୍ର ୟୁପିରେ ହେବାକୁ ଯାଉଛି ମୌସୁମୀର ଏଣ୍ଟ୍ରି । ବିହାରର…

ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଯାହାକୁ ପାଇଲା ତାକୁ ହାଣିଲା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ…

ରାଜ୍ୟସଭାରେ ହ୍ରାସ ପାଇଲା ବିଜେପି ସିଟ୍ ସଂଖ୍ୟା, ବହୁମତରୁ ଦୂରରେ ଏନଡିଏ ସରକାର

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶର ୧୫ ଟି ରାଜ୍ୟରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବା ପରେ ରାଜ୍ୟସଭାରେ ଦଳମାନଙ୍କର ଆସନ ସଂଖ୍ୟା ବଦଳି ଯାଇଛି। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିୟାଣାର…

ଆମାଜନକୁ ଝଟକା, ୪୫ ଦିନରେ ୨୦୦ କୋଟି ଜରିମାନା ଦେବାକୁ ପଡ଼ିବ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଅନଲାଇନ୍-ବିଜନେସ୍ କମ୍ପାନି ଆମାଜନ୍ ଫ୍ୟୁଚର ଗ୍ରୁପ୍ ମାମଲାରେ ଲାଗିଛି ବଡ଼ ଝଟକା । ଏନସିଏଲଏଟି ଆମାଜନ ଏବଂ ଫ୍ୟୁଚର କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସ୍ଥଗିତ ରାଖିବାକୁ…

IPL ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର…

“ଅପରେସନ୍ ରାହୁଲ” ୬୦ ଘଣ୍ଟା ବିତିଲାଣି, ବାହାର କରିବାରେ ବିଫଳ ହେଲା ରୋବଟ୍

ଛତିଶଗଡ଼(ଓଡ଼ିଶା ଭାସ୍କର): ୫୦ ଘଣ୍ଟା ବିତି ସାରିଲାଣି, ତଥାପି ବଞ୍ଚିବାକୁ ୮୦ ଫୁଟ୍ ତଳେ ସଂଘର୍ଶ କରୁଛି ରାହୁଲ। ଉଦ୍ଧାର କାରୀ ଦଳ ଚେଷ୍ଟା ଜାରି ରଖିଛନ୍ତି। "ଅପରେସନ୍ ରାହୁଲ" ବର୍ତ୍ତମାନ ଯେକୌଣସି ସମୟରେ ସମାପ୍ତ…

ଝିଅ ଜନ୍ମ ପରେ ଅଭିନେତ୍ରୀ ସେୟାର କଲେ ଡେଲିଭରି Video : ଏପରି ହୋଇଥିଲା ଅବସ୍ଥା

ମୁମ୍ବାଇ: ଅଭିନେତ୍ରୀ ପ୍ରଣିତା ସୁଭାଷ ଏବେ ନିଜ ଜୀବନର ସବୁଠାରୁ ସାନଦାର୍ ସମୟ ଉପଭୋଗ କରୁଛନ୍ତି । ମା’ ହେବା ପରେ ପ୍ରଣିତା ନିଜର ସମସ୍ତ ସମୟ ଝିଅକୁ ପାଳିବାରେ ଦେଉଛନ୍ତି ଓ ଅନେକ ସ୍ମୃତିକୁ ସଜାଡି ରଖୁଛନ୍ତି । ଏବେ…

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାହୁଲ ଗାନ୍ଧୀ, ନୋଟିସକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ନୋଟିସ କରିଥିଲା ତାଙ୍କ ସହିତ…