Browsing Category

Top Stories

ଆଠ ବର୍ଷ ଧରି ପୋଲିସ ଚଲାଉଥିଲା ଏକ ଚୋରୀ ବାଇକ୍, ଚାଲାଣ ଗଲା ଗାଡ଼ି ମାଲିକ ପାଖକୁ, ଏବେ ସତ ଆସିଲା ପଦାକୁ

ନୂଆଦିଲ୍ଲୀ: ଆଜିକାଲି ଯେତେ ନୀତି ନିୟମ ଲାଗୁ ହେଲେ ମଧ୍ୟ ବାଇକ୍ ପ୍ରବଳ ମାତ୍ରାରେ ଚୋରି ହେଉଥିବା ଦେଖାଯାଉଛି । ତେବେ ନିକଟରେ ଘଟିଥିବା ଏକ ବାଇକ୍ ଚୋରି ମାମଲା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ…

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ଦଳର ମୁଖ୍ୟ ସଚେତକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ମୋଟ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ବିଜେଡି…

ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଲେ ନାଡାଲ

ନୂଆଦିଲ୍ଲୀ: ଦୃଢ଼ ମନୋବଳ, ସାହସ, ଅଧ୍ୟବସାୟ ବଳରେ ଅସମ୍ଭବକୁ ବି ସମ୍ଭବ କରିହେବ ଏହାକୁ ପ୍ରମାଣିତ କରିଛନ୍ତି ସ୍ପେନର ଟେନିସ ତାରକା ରାଫେଲ ନାଡାଲ । ୩୬ ବର୍ଷ ବୟସରେ ଉପନୀତ ହୋଇଥିବା ରାଫେଲ ନାଡାଲ ଯେ ‘ଲାଲ ମାଟିର…

କେବଳ ଏଣ୍ଡୁଅ ନୁହେଁ ଘରର ଝିଟିପିଟି ମଧ୍ୟ ବଦଳାଇ ଥାଆନ୍ତି ରଙ୍ଗ; କାହିଁକି ଓ କିପରି ବଦଳାନ୍ତି ରଙ୍ଗ?

ଗରମ ଆସିଲେ ଘର ମାନଙ୍କରେ ଅଧିକ ଝିଟିପିଟି ଦେଖିବାକୁ ମିଳିଥାଏ । ଅଧିକାଂଶ ଲୋକ ଝିଟିପିଟିକୁ ଦେଖିଲେ ଡରିଥାନ୍ତି ମଧ୍ୟ । ବେଳେବେଳେ ମଣିଷଙ୍କୁ ଦେଖିଲେ କିମ୍ବା ନିଜ ପ୍ରତି କିଛି ବିପଦ ଅନୁଭବ କଲେ ଝିଟିପିଟି ନିଜ…

ଯମୁନେତ୍ରୀ ଯାତ୍ରା ହେଲା ଶେଷ ଯାତ୍ରା: ୨୦୦ ମିଟର ଖାଲକୁ ଖସିଲା ବସ୍, ୨୨ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଉତ୍ତରକାଶୀରୁ ଏକ ବଡ଼ ଅପଡେଟ୍ ଆସିଛି । ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ଯମୁନେତ୍ରୀ ଯାଉଥିବା ଏକ ବସ୍ ଏକ ଖାଲକୁ ଖସି ପଡ଼ିବା ଫଳରେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ…

‘ମୁସେୱାଲା ପରି ତୋର ଅବସ୍ଥା ହେବ’: ସଲମାନଙ୍କୁ ଜୀବନରୁ ମାରିବା ନେଇ ଆସିଲା ଏକ ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଆସିଛି ଏକ ଧମକପୂର୍ଣ୍ଣ ଚିଠି । ଆଜି ସକାଳେ ସଲମାନଙ୍କ ପିତା ଜଗିଂକୁ ଯିବା ସମୟରେ ଘରର…

ତତଲା କଡ଼େଇ଼ରେ କଲବଲ ଓଡ଼ିଶା: ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅସହ୍ୟ ତାତି ଜନସାଧାରଣଙ୍କୁ କଲବଲ କରୁଛି । ଏପରି ସ୍ଥିତିରେ ଲୋକମାନେ ଜରୁରୀ କାମରେ ଘରୁ ଗୋଡ଼ କାଢ଼ି ପାରୁନାହାନ୍ତି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ବର୍ଷା ଅନୁଭୂତ ହୋଇଥିବା…

କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’, ଜାଣନ୍ତୁ କେବେଠାରୁ ଏହି ସେବା ଆରମ୍ଭ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର କଟକ ସହରକୁ ଗଡ଼ିବ ୩୦ଟି ‘ମୋ ବସ୍’ । ତେବେ ୪ଟି ନୂଆ ରୁଟରେ ଏହି ବସ ଯାତାୟତ କରିବ । ଗତ ୧ ତାରିଖଠାରୁ ରାଜଧାନୀ ଭୁବନେଶ୍ୱରର ‘ମୋ ବସ୍’…

Google Pay ପକ୍ଷରୁ ଭାରତୀୟ ୟୁଜର୍ସଙ୍କୁ ମିଳିଲା ଶାନଦାର ଉପହାର, ଜାଣନ୍ତୁ ଆପରେ କ’ଣ ଆସିଛି ନୂଆ ଅପଡେଟ୍

ନୂଆଦିଲ୍ଲୀ: ଗୁଗଲ ପେ ବା ଜି’ପେ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ତେବେ ଏହି ଅପଡେଟ ଭାରତୀୟ ୟୁଜର୍ସଙ୍କ ପାଇଁ ଗିଫ୍ଟ ସଦୃଶ ହୋଇଛି । ୟୁପିଆଇ ବେସଡ୍ ଜି’ପେ ଏଣିକି ହିଙ୍ଗଲିସକୁ ସପୋର୍ଟ କରିବ । ଏନେଇ କମ୍ପାନୀ ଏକ…

ବଲିଉଡ୍ କିଙ୍ଗ ଖାନ୍ କରୋନା ପଜିଟିଭ୍, ଆଶୁ ଆରୋଗ୍ୟ କାମନା କଲେ ମମତା

ନୂଆଦିଲ୍ଲୀ: ବଲିଉଡରୁ ଏକ ନିରାଶାଜନକ ଖବର ଆସିଛି । କିଙ୍ଗ ଖାନଙ୍କ ସମସ୍ତ ଫ୍ୟାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଦୁଃଖ ଖବର । ଶାହରୁଖ ଖାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତମାସରେ ଖିଲାଡ଼ି ଷ୍ଟାର ଅକ୍ଷୟ…