Browsing Category
Top Stories
ବିଧାୟକଙ୍କର ସ୍ୱାସ୍ଥ୍ୟ ବୀମା ୧୦ ଲକ୍ଷକୁ ବୃଦ୍ଧି ପାଇଲା, ଅନୁମୋଦନ କଲେ ବାଚସ୍ପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବିଧାୟକଙ୍କର ସ୍ୱାସ୍ଥ୍ୟବୀମା ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟବୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ ବାଚସ୍ପତି…
ବଡ଼ଦାଣ୍ଡର ଚଉଡ଼ା ବଢ଼ିବ ୪୦ ଫୁଟ! ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ପୁରୀର ଐତିହ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥ ସବୁ ସମୟରେ ଭକ୍ତମାନଙ୍କ ହୃଦୟରେ ରହିଥାନ୍ତି । ତେବେ ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସେବାୟତ, ଶ୍ରଦ୍ଧାଳୁ, ମହାପ୍ରସାଦ ଆଦିକୁ ନେଇ ଅନେକ ସମୟରେ କିଛି ନା କିଛି…
ହକିର ଜାଦୁଗରଙ୍କୁ ନେଇ ତିଆରି ହେବ ସିନେମା: କିଏ କରିବେ ଧ୍ୟାନଚାନ୍ଦଙ୍କ ଚରିତ୍ର?
ନୂଆଦିଲ୍ଲୀ: ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କୁ ନେଇ ପ୍ରସ୍ତୁତ ହେଉଛି ସିନେମା । ଇଣ୍ଡିଆନ ହକିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନୂଆ ପରିଚୟ ଦେଇଛନ୍ତି ମେଜର ଧ୍ୟାନଚାନ୍ଦ । ନିକଟରେ ତାଙ୍କର ୧୦୦ତମ ଜନ୍ମ…
ଲିଫ୍ଟରେ ଏକୁଟିଆ ନାବାଳିକାକୁ ମାଡ଼ି ବସିଲା ୬୦ ବର୍ଷୀୟ ବୃଦ୍ଧ, ଘଟଣା ସିସିଟିଭିରେ କଏଦ
ନୂଆଦିଲ୍ଲୀ: ଲିଫ୍ଟରେ ଏକୁଟିଆ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ସହ ବି ଘଟିପାରେ ଏପରି ଲୋମହର୍ଷକ ଘଟଣା । ଗୁଜୁରାଟର ଅହମ୍ମଦାବାଦର ଆପାର୍ଟମେଣ୍ଟ ବିଲଡିଂ ଲିଫ୍ଟରେ ଜଣେ ନଅ ବର୍ଷର ନାବାଳିକାକୁ ୬୨…
କଟ୍ରିନାଙ୍କ ବିବାହ ତାଲିକାରେ ନଥଇଲା ଏହି ଅଭିନେତାଙ୍କ ନାମ: କଫି ୱିଥ କରଣରେ କହିଲେ ଏପରି କଥା…
ମୁମ୍ବାଇ: କରଣ ଜୋହରଙ୍କ ରିଆଲିଟି ଶୋ କଫି ୱିଥ୍ କରଣ ସିଜନ ୭ର ୧୦ମ ଏପିସୋଡରେ ନିଜ ଫିଲ୍ମ ଫୋନ ଭୁତ୍ (Phone Bhoot) ର କୋ ଷ୍ଟାର ସିନ୍ଧାନ୍ତ ଚତୁର୍ବେଦୀ ଏବଂ ଇସାନ ଖଟ୍ଟରଙ୍କ ସହିତ ନଜର ଆସିବେ ବଲିଉଡ କୁଇନ୍…
ଏହି ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ କୋଷ୍ଠକାଠିନ୍ୟ ସମସ୍ୟା: ଏହି ଉପାୟରେ ପାଆନ୍ତୁ ମୁକ୍ତି
ଅସ୍ୱାସ୍ଥ୍ୟକର ପରିବେଶ ଏବଂ ବ୍ୟସ୍ତ୍ୟବହୁଳ ଜୀବନଶୈଳୀ କାରଣରୁ ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିଥାଉ । ତେବେ ଆମେ ଦୈନନ୍ଦିନ ଖାଉଥିବା କିଛି ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଆମ ଶରୀର ଏବଂ…
କୁକୁର ନୁହେଁ, ଏଣିକି ଅପରାଧୀଙ୍କୁ ଧରିବ ଅସରପା: ବୈଜ୍ଞାନିକମାନେ ପ୍ରସ୍ତୁତ କଲେ Cyborg Cockroach
ନୂଆଦିଲ୍ଲୀ: ସାଧାରଣ ଭାବେ ଅପରାଧୀଙ୍କୁ ଧରିବା କାର୍ଯ୍ୟରେ ସ୍ପେଶାଲ ତାଲିମପ୍ରାପ୍ତ କୁକୁରମାନଙ୍କୁ ନିୟୋଜିତ କରାଯାଇଥାଏ । ତେବେ ଏଣିକି କୁକୁର ନୁହେଁ, ଅସରପାମାନେ ଅପରାଧୀଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବେ ।…
ଦୁନିଆର ଦ୍ଵିତୀୟ ବିତ୍ତଶାଳୀ ବ୍ୟକ୍ତି ହେବାର ନିକଟତର ଗୌତମ ଅଦାନୀ
ନୂଆଦିଲ୍ଲୀ: ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି ଗୌତମ ଅଦାନୀ । ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଏବେ ତାଙ୍କର ନଜର…
ଡାଇବେଟିସ ରୋଗୀ କମଳା ଖାଇବା ଦ୍ୱାରା କେଉଁ କ୍ଷତି ହୋଇଥାଏ; ଜାଣନ୍ତୁ …
ଓଡିଶା ଭାଷ୍କର : ସବୁ ଠାରୁ ମୂଲ୍ୟବାନ ସମ୍ପଦ ହେଉଛି ସ୍ୱାସ୍ଥ୍ୟ। ଶୀତର ଆଗମନ ସହିତ ‘କମଳା’ ପରି କିଛି ଆନନ୍ଦଦାୟକ ଏବଂ ସୁସ୍ଥତା ଫଳ ଦେଖିବାକୁ ମିଳେ। ତେବେ ଏହା ଦେହ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଏହାକୁ…
ସିଟ ବେଲ୍ଟ ନ ବାନ୍ଧିଲେ ଇନ୍ସୁରାନ୍ସ କ୍ଲେମ ଖାରଜ! ଜାଣନ୍ତୁ କ’ଣ ରହିଛି ପ୍ରକୃତ ସତ୍ୟ
ନୂଆଦିଲ୍ଲୀ: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ସିଟ ବେଲ୍ଟକୁ ନେଇ ଆସୁଛି ନୂଆ ନିୟମ । ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ପରେ ଏ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।…